କାମାକ୍ଷାନଗର: ୮ ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ସକାଳୁ କୌଣସି ଦୋକାନବଜାର ଖୋଳି ନଥିବା ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବିଜେପି କର୍ମୀମାନେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଥିବାରୁ ଗାଡ଼ି...
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଗତକାଲି ଭଳି ଆଜି ବି ଶୃଙ୍ଖଳିତ ଭାବେ ଚାଲିଛି। ଭକ୍ତମାନେ ସିଂହଦ୍ୱାର ଦେଇ ବ୍ୟାରିକେଡ୍ରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଓ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ମଧ୍ୟ ସୁରୁଖୁରୁରେ ଚାଲିଛି। ସେପଟେ ସ୍ଥାନୀୟ...
ଯାଜପୁର: ଯାଜପୁର ରୋଡ୍ ଷ୍ଟେସନ୍ରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଇଲା ବୋଝେଇ ଟ୍ରେନ୍ଟି ପ୍ଲାଟ୍ଫର୍ମର ୩ ନମ୍ବର ଆଶ୍ରୟ ସ୍ଥଳ ଉପରକୁ ମାଡ଼ିଯାଇଥିଲା। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା।...
ନୂଆଦିଲ୍ଲୀ: ୨୦୧୯ରେ ପୁଣି କେନ୍ଦ୍ରରେ କ୍ଷମତା ବଜାୟ ରଖିବ ବିଜେପି ନେତୃତ୍ୱାଧୀନ ଏନ୍ଡିଏ। ଆଉ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ଏବିପି ନ୍ୟୁଜ୍ ଓ ସି-ଭୋଟର ଜନମତ ସର୍ଭେରେ ଏହି ଆକଳନ କରାଯାଇଛି। ଯଦି ବର୍ତ୍ତମାନ ନିର୍ବାଚନ ହୁଏ, ତେବେ ଏନ୍ଡିଏ ୨୭୬ ଆସନ...
କଟକ : କଟକ କପିଳାସ ରୋଡ୍ ନିକଟରେ ଫାଲକନୁମା ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ। ହାଓ୍ୱଡା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍ ଟ୍ରେନ୍ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ଘଟିନଥିବା ସୂଚନା ମିଳିଛି।
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ଅସୁସ୍ଥ। ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲ୍ଙ୍କ ବାୟୋପିକ୍ରେ ସାଇନାଙ୍କ ଭୂମିକା ନିଭାଉଥିବା ଶ୍ରଦ୍ଧାଙ୍କୁ ଡେଙ୍ଗୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ହେଲଥ୍ ଚେକ୍ ଅପ୍ ପରେ ଡେଙ୍ଗୁ ଜ୍ୱର ହୋଇଥିବା ନେଇ ଜାଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ଶ୍ରଦ୍ଧା...
ଜଳେଶ୍ୱର: ସାମାନ୍ୟ ଦୁଘର୍ଟଣାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ପଥରେଶ୍ୱର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ହରିଶ୍ଚନ୍ଦ୍ର କାମିଲା। ସେ ରଣକୋଟା ଛକରେ ୨୫ ବର୍ଷ ହେବ ଗହଣା...
ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏକ କାର୍ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି। ମୃତ ତନୁଜା ଆଇଚଙ୍କ ସ୍ୱାମୀ ସଂଗ୍ରାମ୍ ଆଇଚଙ୍କୁ ପୁଲିସ୍ କୋଲକାତାରୁ ଗିରଫ କରିଛି। ଗିରଫ ପରେ ସଂଗ୍ରାମଙ୍କୁ କମିଶନରେଟ୍ ପୁଲିସ୍ ଟ୍ରାନ୍ଜିଟ୍...
ସାଧାରଣତଃ ଆମେ ମକାକୁ ସିଝାଇ ବା ପୋଡ଼ି ଖାଇଥାଉ। କାହିଁକି ନା ଏହା ପାଟିକୁ ଭଲ ଲାଗିଥାଏ। କିନ୍ତୁ କେବେ ମକାରେ ପ୍ରସ୍ତୁତ ଦହି ମକେଇ ଖାଇଛନ୍ତି କି? ଖାଲି ଏହା ସ୍ୱାଦିଷ୍ଟ ନୁହେଁ, ଖୁବ୍ ଅଳ୍ପ ସମୟରେ ମଧ୍ୟରେ ହୋଇଥାଏ। ଏହାକୁ ଆପଣ ସକାଳ ଜଳଖିଆରେ ମଧ୍ୟ...
ବାରିପଦା: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ନପାରିବାରୁ ଜଣେ ପ୍ରସୂତିଙ୍କୁ ଖଟିଆରେ ବୁହା ହୋଇଛି। ମୟୂରଭଞ୍ଜ ଜିଲ୍ଲା ଚାଉଳଘେରି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଚାଉଳଘେରି ଗାଁର ଉକ୍ତ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ...
ରାଜକୋଟ: ରାଜକୋଟ୍ର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମ୍ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭାରତ ଗୋଟିଏ ୱିକେଟ୍ ହରାଇ ୫୩ ରନ୍ କରିଛି। ପୃଥ୍ୱୀ ଶାହ ୩୨...
ପୁରୀ: ଏଣିକି ପୁରୀରର ସ୍ଥାନୀୟ ଲୋକମାନେ ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରର ୩ ଦ୍ୱାର ଦେଇ ପ୍ରବେଶ କରିପାରିବେ। ଗତକାଲି ପୁରୀରେ ହିଂସାକାଣ୍ଡ ପରେ ପରିସ୍ଥିତିର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିଥିଲା। ଅନୁଷ୍ଠିତ ଏହି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ...
ଅନୁଗୁଳ: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ରାତି ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୦ ଜଣ ଯାତ୍ରୀ ଆହତ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଦୁମୁକା ପଞ୍ଚାୟତ ଗିରଙ୍ଗ ଗାଁରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ୱିତ ରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ଓ ଧାନ ଚାଉଳ ପୋଡ଼ି ଯାଇଛି।...
ସମ୍ବଲପୁର: ଭୁଜାଲି ଚୋଟରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ମହିଳା କନଷ୍ଟେବଲ୍ଙ୍କ ମୃତ୍ୟୁ। ତାଙ୍କ ନାଁ ରଶ୍ମିରେଖା ଦୀକ୍ଷିତ। ସେ ସମ୍ବଲପୁର ଟାଉନ୍ ଥାନାରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଗତ ୨୪ ତାରିଖରେ ରଶ୍ମିରେଖା ଓ ତାଙ୍କ ଭଉଣୀକୁ ଆକ୍ରମଣ ହୋଇଥିଲା। ସେ ରହୁଥିବା...
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ବିରୋଧୀ ମହାମେଣ୍ଟକୁ ଝଟ୍କା ଲାଗିଛି। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡ଼ିଲା ବିଏସ୍ପି(ବହୁଜନ ସମାଜ ପାର୍ଟି)। ଆସନ୍ତା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସ୍ପି ଏକାକୀ ଲଢ଼ିବ। ଆଜି ଏନେଇ ଦଳ ସୁପ୍ରିମୋ ମାୟାବତୀ ବିଧିବଦ୍ଧ ଭାବେ...
ରାଉରକେଲା: ପଞ୍ଜାବ ମେଗାରେ ପାର୍ସଲ୍ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଧରାପଡ଼ିଛି। ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ୍ ଅଭିଯୁକ୍ତ ରାଜା ରିଜିଆନୀକୁ ଗିରଫ କରିଛି। ପାର୍ସଲ୍ ପଠାଇଥିବା ରାଜା ବାସନ୍ତୀ କଲୋନୀରେ ରହେ। ଜମି ବିବାଦକୁ ନେଇ ପଞ୍ଜାବରେ ରହୁଥିବା ତାଙ୍କ ଭାଇ ସହ ଗଣ୍ଡଗୋଳ ଲାଗି ରହିଥିଲା। ତେଣୁ...
ମାଲକାନଗିରି: ମାଲକାନଗିରିରେ ଜାପାନୀ ଜ୍ୱରରେ ୧୦୩ ପିଲାଙ୍କ ମୃତ୍ୟୁ ଘଟଣାକୁ ୨ ବର୍ଷ ବିତିଲା, ହେଲେ ଏଯାଏ ମୃତକଙ୍କ ପରିବାରକୁ ପକ୍କା ଘର ଖଣ୍ଡିଏ ମିଳି ପାରିନି। ଘଟଣାକୁ ଗମ୍ଭୀରତାର ସହ ନେଇ ସେତେବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଯାଇ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହ ପକ୍କା...
ନୂଆଦିଲ୍ଲୀ: ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର ନ ହେବା ଯାଏ ମାମଲାଗୁଡ଼ିକର ଜରୁରୀ ଶୁଣାଣି ହେବ ନାହିଁ। ଦାୟିତ୍ୱ ନେବା ପରେ ଏହା କହିଛନ୍ତି ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ। ତେବେ ଅଧିକାଂଶ ଜନସ୍ୱାର୍ଥ ମାମଲାର ଶୁଣାଣି ଲାଗି ସେ ନିଜ ପାଖରେ ରଖିଛନ୍ତି। ରାଷ୍ଟ୍ରପତି...
ବାଲେଶ୍ୱର: ଝିଅ ବୋହୂଙ୍କ ଲଜ୍ଜା ନିବାରଣ ହେବ, ପରିଚ୍ଛନ୍ନତା ବଢ଼ିବ ଏଭଳି ମହତ ଯୋଜନା ରଖି ସ୍ୱଚ୍ଛ ଭାରତ ଯୋଜନା ଅନ୍ତର୍ଗତ ପ୍ରତି ଘରେ ପାଇଖାନା ନିର୍ମାଣ ଲାଗି କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ କେଉଁଠି ଯୋଗ୍ୟ ହିତାଧିକାରୀ ଟଏଲେଟ୍ ପାଇନାହାଁନ୍ତି ତ ଆଉ କେଉଁଠି ଚଞ୍ଚକତା କରି ଜାଲ୍...