• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

vivek
ବିବେକ ତିୱାରୀ ହତ୍ୟା ମାମଲା

ଲକ୍ଷ୍ନୌ : ବିବେକ ତିୱାରୀଙ୍କ ହତ୍ୟା ମାମଲାରେ ଅାସିଛି ପୋଷ୍ଟ ମର୍ଟମ୍ ରିପୋର୍ଟ । ବାମ ପାଖ ବେକରେ ବିବେକଙ୍କୁ ଗୁଳି ବାଜିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ବେକର ପ୍ରାୟ ୧୧ ସେଣ୍ଟିମିଟର୍ ଭିତରେ ମିଳିଥିଲା ଗୁଳି। ଲକ୍ଷ୍ନୌ ଗୋମତିନଗରରେ ହୋଇଥିବା...

delhi
ଦିଲ୍ଲୀରେ କିଶାନ କ୍ରାନ୍ତି ପଦଯାତ୍ରା ବେଳେ ଉତ୍ତେଜନା

ନୂଆଦିଲ୍ଲୀ : ବ୍ୟାରିକେଡର ଗୋଟେ ପଟେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲା ଚାଷୀ ଅାଉ ଅନ୍ୟ ପଟେ ସେମାନଙ୍କୁ ଅଟକାଉଥିଲା ପୁଲିସ। ହେଲେ ଅଣାୟତ୍ତ ହେଲା ସ୍ଥିତି ବ୍ୟାରିକେଡ ଭାଙ୍ଗି ଧସେଇ ପସିବାକୁ ଉଦ୍ୟମ କଲେ ଚାଷୀ । ଅାଉ ତାପରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଲୁହ ବୁହା...

snake-up
୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳା ବନାଞ୍ଚଳ ଅନ୍ତର୍ଗତ ବଣିଅାବସା ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଉଦ୍ଧାର ହୋଇଛି ୮ ଫୁଟ ଲମ୍ବର ଏକ ଅଜଗର। ଅଜଗରଟି ଗାଁର ଦଶରଥ ହେମ୍ବ୍ରମଙ୍କ ଘର କୁକୁଡ଼ା ଭାଡ଼ିରେ ପଶିବା ସହ ଗୋଟିଏ କୁକୁଡ଼ାକୁ ମଧ୍ୟ ଗିଳିଦେଇଥିଲା। ଅଜଗରକୁ ଦେଖି ଘର ଲୋକେ...

cm naveen
ଅାଜିଠାରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା। ଜାତୀୟ ଖାଦ୍ୟ ସୁରକ୍ଷା ଅାଇନରୁ ବାଦ୍‌ ପଡିଥିବା ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ୯୦ ପ୍ରତିଶତ ଲକ୍ଷ୍ୟ ପୂରଣରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ଥିବା ବେଳେ,...

bjp
ପୁଲିସ୍ ନାକେଦମ୍

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସକୁ ଧସେଇ ପଶିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ ବେଳେ ନାକେଦମ ପୁଲିସ। ନବୀନ ନିବାସ ଅାଗରେ ମହିଳାଙ୍କୁ ଅଟକାଇ ପୁଲିସକୁ ନାକେଦମ ହେବାକୁ ପଡିଛି। ସେପଟେ ନବୀନ ନିବାସକୁ ଧସେଇ ପଶିବାକୁ ଜିଦ୍‌ରେ ଅଟଳ ରହିଛି ମହିଳା ମୋର୍ଚ୍ଚ। ମହିଳାମାନଙ୍କ...

cm
କେନ୍ଦ୍ରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିର ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ବିଜେପିର ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଥିଲା। ଅାଜି ବି ବିଜେପିର ପ୍ରତିଶ୍ରୁତିକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ବିଜେପିକୁ ଫମ୍ପା ମାଠିଅା...

kolkata
କୋଲକତା ସହରରେ ବିସ୍ଫୋରଣ

କୋଲକତା : କୋଲକତାରେ ବିସ୍ଫୋରଣ। ସହରର ଜନଗହଳିପୂର୍ଣ୍ଣ ଦମ୍‌ଦମ୍‌ ଅଞ୍ଚଳରେ ବିସ୍ଫୋରଣ ଘଟି ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ନଗରବଜାର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏକ ଫଳ ଦୋକାନ ବାହାରେ ଘଟିଥିଲା ଏହି ବିସ୍ଫୋରଣ। ଘଟଣାସ୍ଥଳରେ ପହଞ୍ଚିଛି କୋଲକତା...

puri
ଆଜି ବି ଧାଡ଼ି ମାନିଲେନି ଭକ୍ତ

ପୁରୀ: ଆଜି ବି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ଭଳି ଆଜି ବି ମଧ୍ୟ ଲୋକେ ଧାଡ଼ି ଦର୍ଶନ ପାଇଁ ଅମଙ୍ଗ ହୋଇଥିଲେ। ମଙ୍ଗଳ ଆଳତୀ ପାଇଁ ଅଲଗା ଦ୍ୱାରରେ ପ୍ରବେଶ କରାଇବା ଲାଗି ସ୍ଥାନୀୟ ଲୋକ କିଛି ସମୟ ଧରି ଜିଦ୍‌...

earthquake
ସୁନାମୀ ଦୁଃଖ ନଯାଉଣୁ ପୁଣି ଭୂମିକମ୍ପ

ଜାକର୍ତ୍ତା: ପୁଣି ଇଣ୍ଡୋନେସିଆରେ ଭୂମିକମ୍ପ। ସୁନାମୀର ତାଣ୍ଡବ ପରେ ପୁଣି ଇଣ୍ଡୋନେସିଆରେ ଭୁମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଇଣ୍ଡୋନେସିଆର ସୁମ୍ବା ଦ୍ୱୀପରେ ଆଜି ଏହି ଭୁମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।  ରିକ୍ଟର ସ୍କେଲ୍‌ରେ ଏହି ଭୁମିକମ୍ପର ତୀବ୍ରତା ୫.୯ ରେକର୍ଡ ହୋଇଛି। ଆଜି ଅନୁଭୂତ ହୋଇଥିବା ଭୂମିକମ୍ପକୁ ନେଇ...

bapu
ଆଜି ଗାନ୍ଧି ଜୟନ୍ତୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଗାନ୍ଧି ଜୟନ୍ତୀ। ସାରା ଦେଶ ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ଦିବସ ପାଳନ କରୁଛି। ୧୮୬୯ ମସିହାରେ ଆଜି ଦିନରେ ମହାତ୍ମା ଗାନ୍ଧି ଜନ୍ମଗ୍ରହଣ କରିଥିଲେ। ସତ୍ୟ ଓ ଅହିଂସାର ପୂଜାରୀ ବାପୁଙ୍କ ସମାଧିପୀଠ ଦିଲ୍ଲୀର ରାଜଘାଟ୍‌ ଠାରେ ବହୁ ମାନ୍ୟଗଣ୍ୟ...

sea
ସମୁଦ୍ରରେ ବୁଡ଼ି ଗଲେ ଛାତ୍ର

ପାରାଦୀପ: ଆଜି ସାରା ଦେଶରେ ଗାନ୍ଧି ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରାଦୀପରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ ୩ ଜଣ ସ୍କୁଲ ଛାତ୍ରଙ୍କ ସହ ଅଘଟଣ ଘଟିଛି। ପାରାଦୀପ ପୌରପାଳିକା ପକ୍ଷରୁ ଲାଇଟ୍‌ ହାଉସ୍‌ ନିକଟ...

congress leader attack
କଂଗ୍ରେସ ଯୁବ ନେତାଙ୍କୁ ଆକ୍ରମଣ

ବାଲେଶ୍ୱର: ଯୁବ ନେତାଙ୍କୁ ଆକ୍ରମଣ। ବାଲେଶ୍ୱର ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଜଗର ଅଲ୍ଲୀ। ଦୁର୍ବୃତ୍ତ ଆକ୍ରମଣରେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଅଲ୍ଲୀ ଘରକୁ ଫେରୁଥିବା ବେଳେ...

campus
ଅସମ୍ଭାଳ ହେଉଛି କଲେଜ୍‌ କ୍ୟାମ୍ପସ୍‌; ନିର୍ବାଚନ ବାତିଲ୍‌କୁ ଛାତ୍ରଛାତ୍ରୀଙ୍କ ବିରୋଧ

ଭୁବନେଶ୍ୱର: ଗୋଟିଏ ପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନ୍ୟପକ୍ଷେ ବିଭିନ୍ନ କଲେଜ୍‌ରେ ପ୍ରାକ୍‌ ନିର୍ବାଚନୀ ହିଂସା କ୍ୟାମ୍ପସ୍‌କୁ ଅଶାନ୍ତ କରିବାରେ ଲାଗିଛି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ୫ଟି କଲେଜରେ ନିର୍ବାଚନ ବାତିଲ କରିଦିଆଯାଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ...

plastic
ଆଜିଠାରୁ ଏହି ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ୍‌ ବ୍ୟାନ୍ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ଭଳି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ନିଷେଧ ହେବ । ଏହା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ...