ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ରଘୁନାଥନଗର। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଛି। କିଛି ଦୁର୍ବୃତ୍ତ ଦୁଇ ତିନୋଟି ଘର ଉପରେ ବୋମାମାଡ଼ କରିଥିଲେ। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍...
ଭୁବନେଶ୍ୱର : ଅସମ୍ଭାଳ ହେଉଛି କ୍ୟାମ୍ପସର ସ୍ଥିତି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ଓ ଜ୍ୟୋତି ବିହାର ସହିତ ରାଜ୍ୟର ଅନ୍ୟ ୫ଟି କଲେଜରେ ନିର୍ବାଚନ ବାତିଲ ହୋଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା । ନିର୍ବାଚନ ପୂର୍ବରୁ ଏସବୁ କଲେଜରେ...
ଭୁବନେଶ୍ୱର : ଅାସନ୍ତାକାଲି ଠାରୁ ରାଜ୍ୟର ୬ ଟି ସହରରେ ବ୍ୟାନ ହେବ ପଲିଥିନ୍। ତେବେ ବିକଳ୍ପ ବ୍ୟବସ୍ଥା ନ କରି ବ୍ୟାନ୍ ପାଇଁ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି ବ୍ୟବସାୟୀ। ୧୪ ବର୍ଷ ତଳେ ବି ଏମିତି ବିକଳ୍ପ ବ୍ୟବସ୍ଥା ନକରି ପ୍ଲାଷ୍ଟିକ ବ୍ୟାନ କରିଥିଲେ ସରକାର।...
ବାଲେଶ୍ୱର : ଛାତ୍ରୀଙ୍କ ଜୀବନ ନେଲା ସମଲିଙ୍ଗୀ ଯୌନ ସଂପର୍କ। ଗତ ୨୮ ତାରିଖ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଅାତ୍ମହତ୍ୟା ମାମଲାର ଗୁମର ଫିଟିବା ପରେ ଏହି ଅଞ୍ଚଳରେ ସୃଷ୍ଟି ହୋଇଛି ଗୁଞ୍ଜରଣ । ଯାହା ସହିତ ସଂପର୍କରେ ଥିଲେ ସେ ବିବାହ ଲାଗି...
ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨ ଜଣ ଭେଷଜ ବିଜ୍ଞାନୀ ଜେମ୍ସ ପି.ଅାଲିସନ ଓ ତାସୁକୁ ହୋଞ୍ଜୋ ମିଳିତ ଭାବେ ଏହି ପୁରସ୍କାର ପାଇବେ। କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ଏଇ ଦୁଇ ଭେଷଜ ବିଜ୍ଞାନୀ ନୋବେଲ ପାଇବେ ବୋଲି ସୂଚନା...
ଲକ୍ଷ୍ନୌ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେଲେ ପୁଲିସ୍ ଗୁଳିରେ ନିହତ ହୋଇଥିବା ଇଂଜିନିୟର ବିବେକ ତିୱାରୀଙ୍କ ପରିବାର। ବିବେକଙ୍କ ପତ୍ନୀ କଳ୍ପନା ତିୱାରୀ ତାଙ୍କ ଦୁଇ ଝିଅଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥଙ୍କୁ ଭେଟିଛନ୍ତି । ଦାବି କରିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅାଯାଉ।...
ନିର୍ବାଚନ ଦାବିରେ କଲେଜ୍ ଗେଟ୍ରେ ତାଲା ପକାଇଲେ ଛାତ୍ରଛାତ୍ରୀ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ କରିବା ଲାଗି ଛାତ୍ରଛାତ୍ରୀ କଲେଜ ଗେଟ୍ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଦୀର୍ଘ ୮ ବର୍ଷ ହେବ ବିଭିନ୍ନ କାରଣ ଦର୍ଶାଇ କଲେଜ ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ...
ଯାଜପୁର: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଯାଜପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଳାବ୍ୟାଚ ପରିଧାନ କରିବା ସହ ହାତରେ ଫ୍ଲାକାର୍ଡ ଧରି ସମ୍ବାଦିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ମାନେ ସାମିଲ ହୋଇ ଘଟଣାକୁ...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନା ଅଂଚଳ ଘଟଣା । ସାହି ଲୋକଙ୍କ ଟାହି ଟାପରା ସହିନପାରି ଦୁଷ୍କର୍ମ ପୀଡ଼ିତା ଅାତ୍ମହତ୍ୟା କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ସିମୁଳିଅା ପୁଲିସ। ଭଦ୍ରକ ଜିଲ୍ଲା ରାହାଞ୍ଜାରୁ ଅଭିଯୁକ୍ତ ବୁଦ୍ଧିରାମ ନାୟକକୁ ପୁଲିସ ଗିରଫ କରିଛି।...
ବାଲେଶ୍ୱର : ସମଲିଙ୍ଗୀ ସମ୍ପର୍କ ସତ୍ତ୍ୱେ ବିବାହ ପାଇଁ ଯୁବତୀ ଜଣକ ମନା କରିବା ପରେ ଜୀବନ ହାରି ଦେଇଛନ୍ତି ଜଣେ କଲେଜ ଛାତ୍ରୀ । ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ । ସେ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର କସରତ । ରାଜ୍ୟ କଂଗ୍ରେସ ଭବନରେ ଅାରମ୍ଭ ହୋଇଛି ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ବୈଠକ। ଏଅାଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ, ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ପ୍ରଦେଶ ଇଲେକ୍ସନ୍ କମିଟି ସଦସ୍ୟ ବୈଠକରେ...
ନୂଆଦିଲ୍ଲୀ: ଏଣିକି ଆଉ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ଏଟିଏମ୍ରୁ ଗୋଟିଏ ଦିନରେ ୪୦ ହଜାର ଟଙ୍କା ଉଠାଇ ହେବ ନାହିଁ। କାହିଁକି ନା ଏଟିଏମ୍ରୁ ଟଙ୍କା ଉଠାଣ ପରିମାଣକୁ ଏସ୍ବିଆଇ ହ୍ରାସ କରି ଦେଇଛି। ଏଣିକି ଏସ୍ବିଆଇ ଏଟିଏମ୍ରୁ ଗୋଟିଏ ଦିନରେ କେବଳ ୨୦ ହଜାର...
ସୁନ୍ଦରଗଡ଼: ଡାହାଣୀ ସନ୍ଦେହରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମାରା ଗାଁରେ ଏହି ଘଟଣା ଘଟିଛି। ମହିଳାଙ୍କ ଦୁଇ ହାତର ଆଙ୍ଗୁଳି ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କିଛି...
ମୋହନା: ଯେଉଁମାନେ ଜନ୍ମ ଦେଇଥିଲେ ସେମାନେ ଶେଷରେ ସାଜିଲେ ମୃତ୍ୟୁଦାତା। ବାହାଘର ଭାଙ୍ଗିଯିବାରୁ ଦୁଇ ଝିଅଙ୍କୁ ବିଷ ପିଇବାକୁ କହିଲେ ବାପା ମା’। ଗଜପତି ଜିଲ୍ଲା ମୋହନା ଛେଳିଗଡ଼ରେ କୂଅରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏହା ହିଁ ହେଉଛି ନିଷ୍ଠୁର ସତ୍ୟ। ଦୁଇ ଝିଅଙ୍କୁ ହତ୍ୟା...