• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

kisan
ଶେଷ ହେଲା କିଷାନ କ୍ରାନ୍ତି ଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିବା ପରେ ଶେଷ ହୋଇଛି କିଷାନ କ୍ରାନ୍ତି ଯାତ୍ରା। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର କିଷାନ ଘାଟରେ ପହଞ୍ଚିବା ପରେ ଏହି ଯାତ୍ରା ଶେଷ ହୋଇଥିବା ଘୋଷଣା କରାଯାଇଛି। ଗତକାଲି ଉତ୍ତର ପ୍ରଦେଶର ଗାଜିପୁରରେ ଅାନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇଥିଲେ ।  ଫଳରେ ଅାନ୍ଦୋଳନ ପାଇଁ...

elephant
ବଣୁଅା ହାତୀ ଅାତଙ୍କ

କେନ୍ଦୁଝର  : ନିଦ ହଜାଇ ଦେଇଛି ବଣୁଅା ହାତୀ । ୨୨ରୁ ଅଧିକ ହାତୀ ଅାସି ଉତ୍ପାତ ଚଳାଇଛନ୍ତି । ଦିନେ କି ଅଧେ ନୁହେଁ, ଗତ ତିନ ଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ଲୋକେ ଅାତଙ୍କିତ । ଜୀବନ ବିକଳରେ ଛୋଟ ଛୁଅାଙ୍କଠୁ ଅାରମ୍ଭ କରି...

ration
ଖାଦ୍ୟ ସୁରକ୍ଷା ଯୋଜନାରେ ଅାଜି ବଣ୍ଟାହେବ ରାସନ କାର୍ଡ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅାଜି ରାସନ କାର୍ଡ ବଣ୍ଟା ହେବ । ଅାଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ଉତ୍ସବରେ ରାସନ କାର୍ଡ ସହ ମୁଖ୍ୟମନ୍ତ୍ରୀଙ୍କ ଚିଠି ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି ।...

deadbody
ସମୁଦ୍ର କୂଳରୁ ମିଳିଲା ଛାତ୍ରଙ୍କ ମୃତଦେହ

ପାରାଦୀପ  : ପାରାଦୀପ ସମୁଦ୍ରରେ ନିଖୋଜ ଥିବା ଛାତ୍ରଙ୍କ ମୃତଦେହ ଉଦ୍ଧାର । ହନୁମାନ ମନ୍ଦିର ନିକଟ ସମୁଦ୍ର କୂଳରୁ ମିଳିଛି ମୃତଦେହ । ମୃତକ ହେଲେ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଂଶୁମାନ ଦାଶ। ଗତକାଲି ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବେଳେ ବୁଡ଼ିଯାଇଥିଲେ ୩ ଛାତ୍ର...

1
ଅାଜି ନାମାଙ୍କନ ପତ୍ର ଦାଖଲ କରିବେ ଅାଶାୟୀ ପ୍ରାର୍ଥୀ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ସରଗରମ ହୋଇଛି। ଆଜି ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ୪ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ...

gogoi
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଅାଜି ଶପଥ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ  : ଅାଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟୀତ୍ୱ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ।  ସୁପ୍ରିମକୋର୍ଟର ୪୬ ତମ ମୁଖ୍ୟ ବିଚାରପତି ଭାବେ ସେ ଅାଜି ଶପଥ ନେବେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅାସନ୍ତା ବର୍ଷ...

PURI
ଶ୍ରୀଜୀଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ

ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅାଜି ପୁରୀ ବନ୍ଦ ଡାକରା ଦିଅାଯାଇଛି । ଏଥିସହ ସାମ୍ବାଦିକଙ୍କୁ ମାଡ, ରତ୍ନଭଣ୍ଡାର ଚାବି ହଜିବା, ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ...

khusi-up
‘ଖୁସୀ’ କହିବ ବାସ୍ତବ କଥା

ଭୁବନେଶ୍ୱର :ଘର ହେଉ କି ସ୍କୁଲ କେଉଁଠି ବି ସୁରକ୍ଷିତ ନୁହେଁ କୋମଳମତି ଝିଅଟିଏ। କିଛି ଦିନ ହେବ ନାବାଳିକାଙ୍କ ବିରୁଦ୍ଧରେ ଉଦ୍‌ବେଗଜନକ ଭାବେ ବଢିଛି ଯୌନ ଅପରାଧ। କେଉଁଠି  ଦୁଷ୍କର୍ମ ତ ଅାଉ କେଉଁଠି ଦୁଷ୍କର୍ମ ପରେ ହତ୍ୟା । ଏଭଳି ଘଟଣା ଅାମ ସାମାଜିକ ମୂଳଦୁଅାକୁ...

rushiv nanda
ଖୋର୍ଦ୍ଧା ଏସ୍‌ପିଙ୍କୁ ସାକ୍ଷାତ କଲେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ

ଖୋର୍ଦ୍ଧା  : ବେଗୁନିଅାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡିକୁ ବୋମାମାଡ ଘଟଣାରେ ଅାଜି ଖୋର୍ଦ୍ଧା ଏସ୍‌ପିଙ୍କୁ ସାକ୍ଷାତ କରିଛନ୍ତି ସାଂସଦଙ୍କ ପୁଅ ଋଷଭ ନନ୍ଦ। ବେଗୁନିଅା-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ବଢୁଥିବାରୁ ସେଥିରେ ଅସହିଷ୍ଣୁ ହୋଇ କିଛି ଲୋକ ଏଭଳି କାଣ୍ଡ ଭିଅାଇଥିବା ଅଭିଯୋଗ କରିଛନ୍ତି ଋଷଭ।...

dama in congress
କଂଗ୍ରେସ ଭବନରେ ଦାମ

ଭୁବନେଶ୍ୱର : କଂଗ୍ରେସ ଭବନରେ ଦାମ । ବିଜେଡିରୁ ବିତାଡିତ ବରିଷ୍ଠ ନେତା ଦାମୋଦର ରାଉତ କଂଗ୍ରେସର ସମ୍ବିଧାନ ବଞ୍ଚାଓ ସମ୍ମିଳନୀରେ ସାମିଲ ହେବାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ୍ । ଦାମ ବାବୁଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ବି ଅାରମ୍ଭ ହୋଇଛି କଳ୍ପନାଜଳ୍ପନା।...

bjp-allegation-up
ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ନବୀନ ନିବାସ ଅାଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଁଞ୍ଚିଯାଇଥିଲେ। ତେବେ ସେଠାରେ ମୁତୟନ ପୁରଷ ପୁଲିସ...

dama-up
ପାଣ୍ଡିଅାନଙ୍କୁ ସିଧା ଟାର୍ଗେଟ କଲେ ଦାମ

ମାହାଙ୍ଗା: ବହିଷ୍କାର ପରେ ମଇଦାନକୁ ଓହ୍ଲାଇଲେ ଦାମ । ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରି ମାହାଙ୍ଗାରୁ ଦାମ ଅାରମ୍ଭ କରିଛନ୍ତି ତାଙ୍କ ଦ୍ୱିତୀୟ ଇନିଙ୍ଗସ। ଗାନ୍ଧୀ ଜୟନ୍ତୀ ପାଇଁ ନୃତାଙ୍ଗରେ ହୋଇଥିଲା ସାଧାରଣ ସଭା।  ଅାଉ ଏହି ମଞ୍ଚରେ ପୂର୍ବରୁ ସରକାରଙ୍କ ଅାଡକୁ ଛା଼ଡିଥିବା ଦୁର୍ନୀତି ବାଣକୁ...

bomb blast
ବୋମାମାଡ଼କୁ ନେଇ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ରଘୁନାଥନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଓଡିଶା ସ୍ୱିଫ୍ଟ ଅାକ୍ସନ ଫୋର୍ସ ବି ମୁତୟନ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଖଣ୍ଡଗିରି ଥାନାର ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି।...

odia up
ପ୍ରବାସୀ ଓଡିଅାଙ୍କ ମାତୃଭାଷା ଶିକ୍ଷା

ବିଶାଖାପାଟଣା  : ହାତରେ ଖଡି , ସିଲଟ ଧରି ପିଲାମାନେ ପଢୁଛନ୍ତି ଓଡ଼ିଆ ପାଠ। ଓଡିଅା ବର୍ଣ୍ଣମାଳା ଠାରୁ ପଣିକିଅା ଅାଉ ତା ସାଙ୍ଗକୁ ପିଲାଙ୍କୁ ଶିଖାଯାଉଛି ଓଡିଅାରେ କଥାବର୍ତ୍ତା। ତେବେ ଏହା ଓଡିଶାରେ ଥିବା କୌଣସି ସ୍କୁଲରେ  ନୁହେଁ, ଏହା ଦେଖିବାକୁ ମିଳିଛି ଅାନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ।...