• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

sarila-clg
ବୋମାମାଡ଼ ଓ ହିଂସାକାଣ୍ଡରେ ଶେଷ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ବୋମାମାଡ଼, ହିଂସାକାଣ୍ଡ ଭିତରେ ଶେଷ ହୋଇଛି ଛାତ୍ର ସଂସଦ ନାମାଙ୍କନ ଦାଖଲ ପ୍ରକ୍ରିୟା। ବାଜା, ବାଣ ଓ ରୋଷଣୀ ସହିତ ନିଜ ନିଜ ସମର୍ଥକଙ୍କ ପଟୁଆର ଭିତରେ ଆଶାୟୀ ପ୍ରାର୍ଥୀମାନେ ଆଜି ରାଜ୍ୟର ବିଭିନ୍ନ କଲେଜ୍ ଓ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି। ସକାଳ ୮ଟାରୁ ନାମାଙ୍କନ...

2
ଶୃଙ୍ଖଳିତ ଦର୍ଶନ ମାନେ କ'ଣ ଧାଡ଼ି ଦର୍ଶନ ?

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନର ମାନେ ଧାଡ଼ି ଦର୍ଶନ କି ? ତା’ ସହ ପ୍ରଶ୍ନ ଉଠିଛି ଅକ୍ଟୋବର ୧ରୁ ଲାଗୁ ହୋଇଥିବା ଏ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପୂର୍ବରୁ ପ୍ରସ୍ତୁତି କରିଥିଲେ ନା ତରବରିଅା କାର୍ଯ୍ୟକାରୀ କରିଥିଲେ ଯାହାର ଫଳ ଅାଜି ଭୋଗିବାକୁ...

3
ନୂଅା ଦଳ ନେଇ କାର୍ଡ ଖୋଲିଲେ ଦାମ, ପୁଣି ପାଣ୍ଡିଆନ୍‌ଙ୍କୁ ମାରିଲେ ପିନ୍‌

ଦାମ ଆହୁରି କହିଛନ୍ତି, ପ୍ରଫୁଲ୍ଲ ଘଡ଼େଇଙ୍କୁ କିଛି ଲୋକ ଯୋଗାଯୋଗ କରିବା ପରେ ପ୍ରଥମେ ସେ ନୂଅା ଦଳ ପାଇଁ ରାଜି ହୋଇଥିଲେ ବି ପରେ ପାଣ୍ଡିଅାନଙ୍କ ଟେଲିଫୋନ ପାଇ ଭୟଭୀତ ହୋଇ ମନା କରିଥିଲେ। ତେବେ ଏ ନେଇ ଘଡ଼େଇଙ୍କ ପ୍ରତିକ୍ରିୟା ମିଳିପାରିନି।

SCHOLLW
ଆମ ବିକଳ ଶିକ୍ଷା ଭିତ୍ତିଭୂମି; ଯେଉଁଠି ଜୀବନ ଅସୁରକ୍ଷିତ, ସେଠି କିଏ ପଢ଼ିବ ପାଠ

ନୂଆପଡ଼ା: ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ବିଦ୍ୟାଳୟ। କାନ୍ଥରୁ ବାରମ୍ବାର ସ୍ଲାବ୍ ଖସୁଛି। ଭବିଷ୍ୟତ ତିଆରି କଥା ଛାଡ଼ନ୍ତୁ ନିଜ ଜୀବନ ରକ୍ଷା କରିବା ପାଇଁ ଚିନ୍ତାରେ ଅଛନ୍ତି ସ୍କୁଲ୍‌ର ଛାତ୍ରଛାତ୍ରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଉରୁଆମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ...

swachha
ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ଦିଗହରା

ନୟାଗଡ଼: ନୟାଗଡ଼ ଜିଲ୍ଲା ସୁନାଖଳା ଅଞ୍ଚଳରେ ଦିଗହରା ହୋଇଛି ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା। ଦେଶକୁ ବାହ୍ୟ ମଳମୁକ୍ତ କରିବା ଦିଗରେ ଘରେ ପାଇଖାନା ତିଆରି କରିବା ପାଇଁ ସରକାରଙ୍କ ତରଫରୁ ୧୨ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। କିନ୍ତୁ ପାଇଖାନା ତିଆରି କରିବା ପରେ ବିଲ୍ ମିଳୁ ନାହିଁ।...

Burnt
ନିଆଁରେ ଜଳିଗଲେ ଛାତ୍ରୀ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ୍‌ ଚାନ୍ଦିବାଇଁସମ୍ବଳ ଗାଁରେ ଏକ ଅଘଟଣ। ନିଆଁରେ ପୋଡ଼ି ଛାତ୍ରୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଏହି ଗାଁର ଜଣଙ୍କ ଘରେ ନିଆଁ ଲାଗି ପ୍ରିୟଶ୍ୱିତା ରାଉଳ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଅଗ୍ନିକାଣ୍ଡରେ ୩ ବଖରା ଘର ପୋଡ଼ି ପାଉଁଶ...

school
ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍କୁଲ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନୟାଗଡ଼: ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ସ୍କୁଲ୍‌ରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ। ଏହି ଘଟଣା ହେଉଛି ନୟାଗଡ଼ ଜିଲ୍ଲା ପଞ୍ଜିତଗଡ଼ ବଳଦିଆ ଥାନା ନୂଆଗାଁ ନୋଡାଲ୍‌ ଉଚ୍ଚ ବିଦ୍ୟାଳୟର। ଏହି ସ୍କୁଲ୍‌ର ଶିକ୍ଷକମାନେ ପାଠ ପଢ଼ାରେ ଅବହେଳା ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ଅଶ୍ଳିଳ...

Untitled-1
ବିଜେପି ନେତ୍ରୀଙ୍କୁ ଅସଦାଚରଣ ଘଟଣା: ୩ ପୁଲିସ୍‌ଙ୍କ ନାଁରେ ଏତଲା

ଭୁବନେଶ୍ୱର: ବିଜେପି ମହିଳା କର୍ମୀଙ୍କୁ ପୁଲିସ୍‌ର ଅସଦାଚରଣ ଅଭିଯୋଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମହିଳା ଥାନାରେ ୩ ପୁଲିସ୍‌ ଅଧିକାରୀଙ୍କ ନାଁରେ ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଏସିପି ନିର୍ମଳ ଶତପଥୀ ଓ ଏସିପି ଅନୁପ କାନୁନଗୋ। ଦୋଷୀ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

jai-up
ସାମ୍ବାଦିକଙ୍କ ଉପରେ ଅାକ୍ରମଣ ଘଟଣାକୁ ନିନ୍ଦା କଲେ ବୈଜୟନ୍ତ

ଭୁବନେଶ୍ୱର : ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଅାକ୍ରମଣକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପୁରୀରେ ସାମ୍ବାଦିକଙ୍କ ଉପରେ ପୁଲିସର ଅାକ୍ରମଣ ଓ ସୋରରେ ବିଧାୟକଙ୍କ ଅାକ୍ରମଣ ଘଟଣା ବିବ୍ରତ କଲାଭଳି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ୱରକୁ ଚପାଇବା ପାଇଁ ହେଉଥିବା କୌଣସି ଉଦ୍ୟମକୁ...

modi--0
ମୋଦିଙ୍କୁ ଜାତିସଂଘର 'ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ' ସମ୍ମାନ

ନୂଆଦିଲ୍ଲୀ : ଜାତିସଂଘର ସମ୍ମାନଜନକ ପୁରସ୍କାର ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ଅାଜି ଜାତିସଂଘ ପକ୍ଷରୁ ‘ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ ‘ ସମ୍ମାନରେ ମୋଦିଙ୍କୁ ସମ୍ମାନିତ କରାଯାଇଛି । ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ଏହି ସମ୍ମାନ...

dama
ନୂଆ ଦଳ ଗଢ଼ିବା ନେଇ ଦାମ ରାଉତଙ୍କ ଘୋଷଣା

ଭୁବନେଶ୍ୱର : ଏ ମାସରେ ଦାମ ଗଢିବେ ନୂଆ ଦଳ। ଏନେଇ ଆଜି ସେ ଘୋଷଣା କରିଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ଘୋଷଣା ହେବ ନୂଆ ଦଳ । ଦାମ କହିଛନ୍ତି , ‘ବିଜୁଙ୍କ ନାଁ ରେ ହେବ ନୂଆ ଦଳ । ଏବେ ବିଜେଡିରେ ନକଲି...

maheswar-up 3
ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ବ୍ୟାପକ ଭଙ୍ଗାରୁଜା

ପୁରୀ : ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀଙ୍କ ଘରେ ଅାନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ। ବିଧାୟକ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। ଘରେ ପଶି ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାଡି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନେଇ ନାରାବାଜି କରିଥିଲେ...

ocl-up
ରାଜଗାଙ୍ଗପୁର OCLରେ ଉତ୍ତେଜନା

ସୁନ୍ଦରଗଡ଼ : ରାଜଗାଙ୍ଗପୁର OCL କ୍ୟାମ୍ପସରେ ଉତ୍ତେଜନା । କ୍ୟାମ୍ପସ ଭିତରକୁ ଶତାଧିକ ଅାଦିବାସୀ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଅାଜି ହେବାକୁ ଥିବା ଜନଶୁଣାଣିକୁ ବିରୋଧ କରି ଉତ୍ତେଜନା ଦେଖାଦେଇଛି। କ୍ୟାମ୍ପସରୁ ଅାଦିବାସୀଙ୍କୁ ବାହାର କରିବା ପରେ ସେମାନେ OCLର ୩ଟି ଗେଟ୍ ଅାଗରେ ଧାରଣା...

oath-up
ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ।  ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅାସନ୍ତା ବର୍ଷ ନଭେମ୍ବର...

brother death
ସଂପର୍କୀୟ ଭାଇର ଶିଶୁପୁତ୍ରକୁ ମାରି କୂଅରେ ପକାଇ ଦେଇଥିବା ଅଭିଯୋଗ

ବରଗଡ  : ଭାଇ କଲା ଭାଇକୁ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ ଧଉରାଖନ୍ଦା ଗାଁରେ । ନିଜ କାକା ପୁଅ ଭାଇକୁ କୂଅରେ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗୁରୁଦେବ ନିଜ କାକା ପୁଅ ସୁଦେବ ଦାସ...

puri9
ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ବେଳେ ହିଂସାକାଣ୍ଡ

ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ।  ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଅାନ୍ଦୋଳନକାରୀ। କାର୍ଯ୍ୟାଳୟ ଭିତରକୁ ପଶିବା ସହ ଅାସବାବ ପତ୍ର ମଧ୍ୟ ଭଙ୍ଗାରୁଜା କରିଛନ୍ତି।...

bomb
ଛାତ୍ରୀ ନିବାସକୁ ବୋମାମାଡ଼

ଯାଜପୁର  : ଯାଜପୁର ଏନ୍‌ସି କଲେଜ ଛାତ୍ରୀନିବାସ ଉପରକୁ ବୋମାମାଡ଼। ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଛାତ୍ରୀନିବାସରେ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କିଛି ଦୁର୍ବୃତ୍ତ ହଷ୍ଟେଲକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି।