ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’କୁ ନେଇ ଅନୁଗୁଳ ଜିଲ୍ଲା କଞ୍ଜରାରେ ହିଂସା ଘଟଣାରେ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାଗିରଥୀ ପ୍ରଧାନଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ପରେ ତାଙ୍କୁ ଅନୁଗୁଳ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ୍ ନାମଞ୍ଜୁର ହେବାରୁ ଭାଗିରଥୀଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା...
ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି ବୋଲି...
ଭୁବନେଶ୍ୱର/ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ପାଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଯେଉଁମାନେ ଦୋଷୀ...
ବରଗଡ଼: ବରଗଡ଼ ଜିଲ୍ଲା ଇଥାନଲ ପ୍ଲାଣ୍ଟ୍ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥା ଚୋରାରେ ବାଲି ପଥର ଆଣି କାମ କରୁଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟ୍ର ପାଚେରୀ କାମ କରୁଥିବା ମୁମ୍ବାଇର ବିଜୟା ବିଲ୍ଡର୍ସ ନାମକ ଏକ ଠିକା ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି। ଚାଷ ଜମିରେ...
ଭୁବନେଶ୍ୱର: ବାଣ ଫୁଟା ଏବଂ ବିକ୍ରିକୁ ନେଇ ଡିଜିପିଙ୍କ ନିର୍ଦ୍ଦେଶନାମା ଜାରି ପରେ କମିଶନରେଟ ପୁଲିସ୍ର ତତ୍ପରତା। ବାଣଫୁଟା ପାଇଁ ସୁପ୍ରିମକୋର୍ଟଙ୍କ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍ ଅଙ୍କକଷା ଆରମ୍ଭ କରିଛି। ପୁଲିସ୍ କମିଶନର ସବୁ ଥାନା ଅଧିକାରୀଙ୍କୁ ଏନେଇ କଡା ନିର୍ଦ୍ଦେଶ ଦେଇଥିବାବେଳେ ଲୋକଙ୍କ ସହଯୋଗ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବଳଭଦ୍ର ପ୍ରସାଦ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କ ନାଁ ଛଇଳା ଦାସ। ସେ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। କିନ୍ତୁ କୌଶଳ କ୍ରମେ ସେଠାରୁ ସେ...
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନ ଲାଲ୍ ଖୁରାନାଙ୍କ ପରଲୋକ ଘଟିଛି। ଶନିବାର ରାତି ପ୍ରାୟ ୧୧ଟା ବେଳେ ଦିଲ୍ଲୀର କୀର୍ତ୍ତିନଗର ସ୍ଥିତ ନିଜ ବାସଭବନରେ ଖୁରାନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ତାଙ୍କ ପୁଅ ହରିଶ୍ ଖୁରାନା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ...
କେନ୍ଦ୍ରାପଡ଼ା: ରଙ୍ଗୀନ ଆଲୋକ ସାଙ୍ଗକୁ ଆଖି ଝଲସିଲା ଭଳି ସାଜସଜା। କେଉଁଠି ଟାଇଟନିକ୍ ତ ଆଉ କେଉଁଠି ତାଜ ମହଲ। ଏମିତି ଭଳିକି ଭଳି ସାଜସଜାରେ ଝଲସୁଛି କେନ୍ଦ୍ରାପଡ଼ାର ବିଭିନ୍ନ ପୂଜା ମଣ୍ଡପ। ସହରର ୬୭ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ। ପ୍ରତି ମଣ୍ଡପରେ ଆକର୍ଷଣୀୟ ସାଜସଜା...
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଫଳରେ ଏହାର ପ୍ରଭାବରେ ଉପକୂଳରେ ଆସନ୍ତା କାଲିଠୁ ୩୦ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜଗତସିଂହପୁର ଓ...
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ଦିନ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହ ୭ଟି...
ପଟ୍ଟାମୁଣ୍ଡାଇ: ନାବାଳିକାକୁ ସାପ ଦେଖାଇବାକୁ କହି ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ଗାଁର ଜଣେ ଯୁବକ ନାବାଳିକା ଜଣଙ୍କୁ ସାପ ଦେଖାଇବାକୁ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା...
କଟକ: କଟକ ବଡ଼ ଡାକ୍ତରଖାନାରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଞ୍ଜୁ ରାଉତ। ତାଙ୍କ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରରେ ବୋଲି ଜଣାପଡ଼ିଛି। ପ୍ରଥମେ ସେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରତର ହେବାରୁ ଏସ୍ସିବିକୁ ସ୍ଥାନାନ୍ତର ହୋଇଥିଲେ। ଗତ ଚାରି...
କଳାହାଣ୍ଡି: ମର୍ଣ୍ଣିଂ ୱାକ୍ରେ ଯାଇଥିବା ବେଳେ ଜଣେ ନାବାଳକଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣି ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୧୭ ବର୍ଷୀୟ କୈଳାସ ମାଝି। ସେ...
ସୁରତ: ଆଗକୁ ଆସୁଛି ଦୀପାବଳି। ଅନେକ କମ୍ପାନୀ ଏହି ଅବସରରେ ନିଜ କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିଥାନ୍ତି। ତେବେ ଏଭଳି ଏକ କମ୍ପାନୀ ବିଷୟରେ ଶୁଣିଛନ୍ତି କି ଯିଏ ନିଜ କର୍ମଚାରୀଙ୍କୁ ବୋନସ୍ ଆକାରରେ କାର୍ ଦେଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ କାର୍ ଉପହାର ଦେଇ ପୁଣି...
ଅନୁଗୁଳ: ଚାହୁଁ ଚାହୁଁ ଜଳିଗଲା ଟ୍ରକ୍। ଆଉ ସୌଭାଗ୍ୟବଶତଃ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲ୍ପର୍। ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖେମଳା ଛକ ନିକଟରେ ଆଜି ଭୋର ସମୟରେ ଏହି ଘଟଣା ଘଟିଛି। ୧୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଲୁହା ପଥର ବୋଝେଇ ଦଶ ଚକିଆ ଟ୍ରକ୍ରେ...
ଭୁବନେଶ୍ୱର: କ’ଣ ପୁଣି ଥରେ ବିଜେଡି, ବିଜେପିର ନିକଟତର ହେଉଛି କି ? ସମଦୂରତା କଥା କହିବା ସହ ବିଜେପି ମେଣ୍ଟରେ ସାମିଲ ହେବାକୁ ନା ନା କହୁଥିବା ବିଜେଡିର କେନ୍ଦ୍ର ସରକାରରେ ସାମିଲ ହେବା ଲାଗି ରହିଛି କି ଲାଳସା ? ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାର ସିବିଆଇକୁ...
ଢେଙ୍କାନାଳ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ପ୍ରାଣ ହରାଇଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର କମଳାଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଛି। କମଳାଙ୍ଗ ଗାଁ ନିକଟରେ ଥିବା ରେଲୱେ ଟ୍ରାକ୍ ପାଇଁ ବିଦ୍ୟୁତ୍ ତାର ଟଣା ଯାଇଥିବା...
ଭୁବନେଶ୍ୱର: ଏଣିକି ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ୍ ଡିଜି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ରାଜ୍ୟର ସବୁ ଜିଲ୍ଲାର ଏସ୍ପି ଓ ଡିସିପି ମାନଙ୍କୁ ପୁଲିସ୍ ଡିଜି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶନାମା...
ନୂଆଦିଲ୍ଲୀ: ବର୍ତ୍ତମାନ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଛୁଟିରେ ପଠାଇଦେବାକୁ ନେଇ ସରକାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ୨ ସପ୍ତାହ ମଧ୍ୟରେ ସାରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସାମୟିକ ମୁଖ୍ୟ ଦାୟିତ୍ୱରେ ଥିବା...
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟା ଗାଁ ନିକଟ କାଠପାଳ ପୋଲ ଠାରେ ସୋନ ନଦୀ ଭିତରୁ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିଛି। କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ଏହି ସବୁ ଭଗ୍ନାବଶେଷ ଦେଖିବାକୁ ପାଇଥିଲେ। ଏହା ପଥର, ଇଟା ଓ ଚୂନରେ ତିଆରି...