ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ରାଇବଣିଆରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବସ୍ଟି ଭୁବନେଶ୍ୱରରୁ ଉଲୁମରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ...
ଅନୁଗୁଳ: ପ୍ରଥମେ ଜଣେ ମଣିଷ, ଦିନେ ନ ଯାଉଣୁ ଆଉ ଏକ ବଳଦ ଶିକାର କରିଛି ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’ର ଦୁଇଟି ଦୁଇଟି ଶିକାର ପରେ ଅନୁଗୁଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଲୋକଙ୍କ ବିରୋଧ ଯୋଗୁଁ ଗାଁକୁ ଯାଇ ପାରୁନାହାନ୍ତି ବିଶେଷଜ୍ଞ ଟିମ୍। ଏହି ଟିମ୍ରେ...
ରାଉରକେଲା/ସୁନ୍ଦରଗଡ଼: ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଦେଖାଦେଇଛି। ରାଜଗାଙ୍ଗପୁର ବନଖଣ୍ଡର ସୋନାଖାନ ନିକଟ ମୋଦିପଡାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଗୋବର୍ଦ୍ଧନ ଲାକ୍ରା। ହାତୀ ଦାଉରୁ ଫସଲ ବଞ୍ଚାଇବାକୁ ଗୋବର୍ଦ୍ଧନ ଚାଷଜମିକୁ ଜଗିଥିବା ବେଳେ ହାତୀ ଦଳି...
ଆଥେନ୍ସ/ଭୁବନେଶ୍ୱର: ଗ୍ରୀସ୍ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ସଫଳତା ମିଳିଛି। ଗତକାଲି ଗ୍ରୀସରେ ଶେଷ ହୋଇଥିବା ହେଲାସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମହିଳା ଡବଲ୍ସ ବିଭାଗରେ ଋତୁପର୍ଣ୍ଣା ଓ ତାଙ୍କ ଭାରତୀୟ ଯୁଗଳ ସାଥୀ ଆରତୀ ସାରା ସୁନୀଲ ଚାମ୍ପିଅନ୍ ହୋଇଛନ୍ତି। ଗତକାଲି ଖେଳା ଯାଇଥିବା...
ଜଗତସିଂହପୁର: ପାରିବାରିକ କଳହକୁ ନେଇ ଅଗ୍ନିକାଣ୍ଡ! ଶାଶୁ, ଶ୍ୱଶୁର ଓ ଜ୍ୱାଇଁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଝିଅର ମୃତ୍ୟୁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବନାପାଟ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣା...
ଭୁବନେଶ୍ୱର: ବାତ୍ୟା ତିତ୍ଲି ଏବଂ ପରବର୍ତ୍ତୀ ବନ୍ୟାରେ ମୃତ ଗୃହପାଳିତ ପଶୁଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗାଈ ମରିଥିବା ପରିବାରକୁ ୩୦ ହଜାର ଟଙ୍କା, ବଳଦ ପାଇଁ ୨୫ ହଜାର ଟଙ୍କା ଏବଂ କୁକୁଡ଼ା ଚିଆଁ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ମିଳିବା...
ଗଞ୍ଜାମ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ୧୫ କିଲୋମିଟର ଟୋକେଇରେ ବୁହା ହେଲେ ପ୍ରସୂତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଦୁଆ ଗାଁରେ। ଏହି ଗାଁର ରବିନ୍ଦ୍ର ନାୟକଙ୍କ ପତ୍ନୀ ହୀରାମଣି ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ।...
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚିକିଲି ମେହେର ସାହି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଜୟରାମ ସାନ୍ତା(୨୦)।...
ଅନୁଗୁଳ: ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ପୁଣି ଆତଙ୍କ ଖେଳାଇଛି। ଟାଇଁସି ଗାଁରେ ପଶି ସୁନ୍ଦରୀ ଜଣେ ବ୍ୟକ୍ତିଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ତ୍ରିନାଥ ସାହୁ ବୋଲି ସୂଚନା ମିଳିଛି। ଆଜି ସକାଳେ ସେ ମାଛ ମାରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା...
ବାରିପଦା: ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ଅନ୍ଧାରୀ ଛକ ନିକଟରେ ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୧୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ଆହତଙ୍କ...
ଭୁବନେଶ୍ୱର: ପେଟ୍ରୋଲ ଦରକୁ ଟପିଲା ଡିଜେଲ୍ ଦର। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦରଠୁ ଡିଜେଲ୍ ଦର ଅଧିକ ରହିଛି । ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହେବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଆଜି ଡିଜେଲ୍ ଲିଟର ପିଛା ୮୦ ଟଙ୍କା ୬୯ ପଇସା ଥିବା ବେଳେ...
କେନ୍ଦ୍ରାପଡ଼ା: ଦୁର୍ଗାପୂଜା ଭସାଣି ଦେଖି ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା କୋରୁଆ ତିକନପୁର ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପନ୍ଦିଆ ଗାଁର ରାଜନ ସୂତାର ଓ...
ସବରିମାଳା: କେରଳର ପ୍ରସିଦ୍ଧ ସବରିମାଳା ଆୟାପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ପ୍ରଥମ ଥର ପାଇଁ ଆଜି ସଂଧ୍ୟାରେ ମନ୍ଦିର ଖୋଲିଥିଲା। ତେବେ ଆନ୍ଦୋଳନକାରୀମାନେ ୧୦ରୁ ୫୦ ବର୍ଷ ମଧ୍ୟରେ ବୟସର କୌଣସି ମହିଳାଙ୍କୁ ମନ୍ଦିର ନିକଟକୁ...
ନୂଆଦିଲ୍ଲୀ: #Me Too ଅଭିଯାନ ଫାଶରେ ପଡ଼ି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ. ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ହେଲା ଇସ୍ତଫା ଦେବେନାହିଁ ବୋଲି କହୁଥିବା ଆକବରଙ୍କୁ ଶେଷରେ ପଦ ଛାଡ଼ିବାକୁ ପଡ଼ିଛି। ପଦ ଛାଡ଼ିବା ପରେ ସେ କହିଛନ୍ତି, “ମୋ ବିରୋଧରେ...
ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ପବିତ୍ର ମହାଷ୍ଟମୀ ପୂଜା। ଏହାସହ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଛି ସନ୍ଧିପୂଜା। ମହିଳାମାନେ ଆଜି ଅଷ୍ଟମୀ ବ୍ରତ ଓ ଉପାସନା ରଖିଥିବାରୁ ସବୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି ଚହଳି। ଘଣ୍ଟ ଘଣ୍ଟା ଶଦ୍ଦରେ ଉଚ୍ଛୁଳୁ ପଡୁଥିଲା ପରିବେଶ।...
ଭୁବନେଶ୍ୱର: ତେଲେଙ୍ଗାନାରେ କେନ୍ଦ୍ରୀୟ ଯୋଜନାରେ ଗ୍ରାମ୍ୟ ଗୃହ ନିର୍ମାଣ ନହୋଇ ଅର୍ଥ ଫେରାଯିବା ନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଡ଼ିଶାରେ ମଧ୍ୟ ଏପରି ଅନିୟମିତତା ହୋଇଥିବା ଦର୍ଶାଇ ସେ ଟ୍ୱିଟ୍ କରିଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ...
ଭୁବନେଶ୍ୱର: ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଆସିଛି ଆଉ ଏକ ଅଭିଯୋଗ। #MeToo ତାଲିକରେ ଯତୀନଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ଅଭିଯୋଗ। ଆଜି ଗାରୁଶା କାଟୋଚ୍ ନାମ୍ନୀ ଆଉ ଜଣେ ଯୁବତୀ ଯତୀନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୫ ବର୍ଷ ତଳେ...
ନୟାଗଡ଼: ରାଜନୈତକ ଶତ୍ରୁତାରୁ ଏକ ଘରକିଆ ହେବା ପରେ ଏବେ ଆକ୍ରମଣ ଓ ଲୁଟ୍ର ଶିକାର ହୋଇଛନ୍ତି ନୟାଗଡ଼ର ତିନିପରିବାର ସଦସ୍ୟ। ଅଭିଯୁକ୍ତ ସେମାନଙ୍କ ଘର ଭାଙ୍ଗିବା ସହ ମରଣାତକ ଆକ୍ରମଣ କରିଛନ୍ତି। ଏପରି ଘଟଣା ଘଟିଛି ନୟାଗଡ଼ର ଅଶ୍ୱସ୍ତପଡ଼ା ଗାଁରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍...
ଭୁବନେଶ୍ୱର: ବାତ୍ୟା ଓ ପରବର୍ତ୍ତି ବନ୍ୟା ବିଭୀଷିକାର କରୁଣ ଚିତ୍ର ଗଣମାଧ୍ୟମରେ ପ୍ରସାରଣ ଓ ବିରୋଧୀଙ୍କ ଚାପ ପରେ ଶେଷରେ ଫିଲ୍ଡକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଳମ୍ବରେ ହେଲେ ବି ନବୀନ ଆଜି ଗଜପତି ଓ ଗଞ୍ଜାମ ଯାଇ ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ମୃତକଙ୍କ...
କୋଣାର୍କ: କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ୧୦ ଦିନ କାଳ ତାଙ୍କୁ ବନ୍ଦ ଘରେ ରଖି ଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣଙ୍କ ଉଦ୍ଧାର ପରେ ଅଭିଯୋଗ କରିଛନ୍ତି। ଅଗ୍ନିଶମ କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଆଜି ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ...