• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

jay panda
ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍‌ କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିମାନ ବନ୍ଦରରେ ହ୍ୟାଙ୍ଗର୍‌ରେ ସିଲ୍ ୩ଟି ହେଲିକପ୍ଟରୁ ୨ଟିକୁ ବାହାର କରିବାକୁ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। Again appealing to @Naveen_Odisha for police to unseal the Bhubaneswar hangar whr 3 helicopters are...

business man
ଡେଲି ମାର୍କେଟ୍‌ରେ ଗୁଳିକାଣ୍ଡ; ବ୍ୟବସାୟୀ ଆହତ

ସମ୍ବଲପୁର: ପୂର୍ବ ଶତ୍ରୁତା ଓ ବଚସାକୁ କେନ୍ଦ୍ର କରି ସମ୍ବଲପୁର ବୁଢ଼ାରଜା ଡେଲି ମାର୍କେଟ୍‌ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ମଣ୍ଟୁ ପୋଢ଼ ନାମକ ଜଣେ ପରିବା ବ୍ୟବସାୟୀ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ...

anubhav
ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି

କଟକ: ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କୁ ଭେଟିଲେ ଅଭିନେତା ଅନୁଭବ ମହାନ୍ତି। ସୋଶାଲ୍‌ ମିଡିଆ ଜରିଆରେ ନିଜର ପ୍ରିୟ ଷ୍ଟାର ଅନୁଭବଙ୍କୁ ପାଖରେ ଦେଖିବାକୁ ସିପୁନ୍‌ ନିବେଦନ କରିଥିଲେ। ସିପୁନ୍‌ଙ୍କ ଏହି ନିବେଦନର ଭିଡିଓ ଦେଖିବା ପରେ ଅନୁଭବ ନିଜେ ତାଙ୍କୁ ଭେଟିବାକୁ ସ୍ଥିର କରିଥିଲେ। କଟକ ଏସ୍‌ସିବି ପରିସରରେ ଥିବା...

elephant drown
ମହାନଦୀରେ ଭାସିଗଲେ ହାତୀପଲ

ଭୁବନେଶ୍ୱର: ଭାସିଗଲେ ହାତୀପଲ। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀର ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଉଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଉଦ୍ଧାର ଲାଗି ଚେଷ୍ଟା କରୁଛନ୍ତି। ଏମାନେ ପ୍ରାୟ ପ୍ରତିଦିନ ଏହି ବାଟରେ ନଦୀ ପାର ହୋଇ ଯାଇଥାନ୍ତି।...

lpg cylindar
ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ନଷ୍ଟ ହୋଇଯାଇଥିଲେ ମାତ୍ର ୨୦୦ ଟଙ୍କାରେ ମିଳିବ ନୂଆ ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ୱର: ବାତ୍ୟା ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦିଓ ବନ୍ୟା ସ୍ଥିତିରେ ସୁଧାର ଆସିଛି, କିନ୍ତୁ ଏବେବି ଲୋକଙ୍କ ଦୁର୍ଦ୍ଦଶା କମି ନାହିଁ। ଲୋକଙ୍କ ଘରେ ବନ୍ୟା ପାଣି ପଶି ଯାଇଥିବାରୁ ଆସବାପତ୍ର ନଷ୍ଟ ହୋଇଯାଇଛି। ଏଭଳି...

dfsdfsd
ପାହାଡ଼ ଧସି ମୃତ୍ୟୁ ଘଟଣାରେ କିଏ ସତ କହୁଛି, ପ୍ରଶାସନ ନା ସ୍ଥାନୀୟ ଲୋକେ?

ଗଜପତି: ରାୟଗଡ଼ ବ୍ଲକର ବାରଘରରେ ପାହାଡ଼ ଧସି ମୃତ୍ୟୁ ଘଟଣାରେ କିଏ ସତ କହୁଛି ସେ ନେଇ ଏବେ ପ୍ରଶ୍ନ ଉଠିଛି। ଗତକାଲି ମୃତକଙ୍କ ସମ୍ପର୍କୀୟ କହିଥିଲେ ବାତ୍ୟାକୁ ନେଇ ସେମାନଙ୍କ ପାଖରେ ଆଗୁଆ ସୂଚନା ନଥିଲା। ତେବେ ଆଜି ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ କିନ୍ତୁ...

accident
ଏକାସାଙ୍ଗେ ଚାଲିଗଲା ଗୋଟିଏ ପରିବାରର ୯ଜଣଙ୍କ ଜୀବନ

ରାୟପୁର: ଛତିଶଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ ଘଟିଛି। ରାୟପୁର ଠାରୁ ୭୦ କି.ମି. ଦୂରରେ ରାଜ୍‌ନାନ୍ଦଗାଓଁ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଏକ ବୋଲେରୋରେ ଡଙ୍ଗରଗଡ଼ ସ୍ଥିତ...

water flows in road
ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ

ଜଳେଶ୍ୱର: ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଜାରି ରହିଥିବା ବର୍ଷା ଛାଡ଼ି ଯାଇଛି। ହେଲେ ନଦୀ ଗୁଡ଼ିକର ଜଳସ୍ତର କମି ନାହିଁ। ବାଲେଶ୍ୱର ଜିଲ୍ଲାର ବସ୍ତା-ବାଲିଆପାଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ପେଜଗଳା ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏଠାରେ ଜଳକା...

gajapati
ପାହାଡ଼ ଧସିବା ଘଟଣା: ନିଖୋଜ ୧୬ ଜଣଙ୍କ ମଧ୍ୟରୁ ୧୩ ମୃତଦେହ ଉଦ୍ଧାର

ଗଜପତି: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସି ପ୍ରାଣ ହରାଇଥିବା ୧୬ଜଣ ଲୋକଙ୍କ ମଧ୍ୟରୁ ୧୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏବେବି କିଛି ଲୋକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତିତ୍‌ଲି ପ୍ରଭାବରେ ପ୍ରଳୟଙ୍କରୀ...

damodar rout
ମନ୍ତ୍ରୀ ଓ ସାଂସଦଙ୍କ ଉପରେ ବର୍ଷିଲେ ଦାମ

ଭୁବନେଶ୍ୱର: ପୁଣି ବର୍ଷିଲେ ବରିଷ୍ଠ ବିଧାୟକ ଦାମୋଦର ରାଉତ। ଏଥର ସେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସାଂସଦ କୁଳମଣି ସାମଲଙ୍କ ଉପରେ ବର୍ଷିଛନ୍ତି।  କୁଜଙ୍ଗରେ ପୁଲିସ୍‌ ଛାଉଣୀ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ରାସନ୍‌ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ସେ ସମାଲୋଚନା କରିଛନ୍ତି। ଏତେ ସଂଖ୍ୟାରେ ପୁଲିସ୍‌...

contractor arrested
HALରେ ଆର୍ଥିକ ଅନିୟମିତତା ଅଭିଯୋଗରେ ୩ ଠିକାଦାର ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌)ରେ କାମ କରୁଥିବା ୩ ଠିକାଦାରଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଆର୍ଥିକ ଅନିୟମିତତା ଅଭିଯୋଗରେ ପୁଲିସ୍ ଏହି ୩ ଠିକାଦାରଙ୍କୁ ଗିରଫ କରିଛି। ବିଭିନ୍ନ ପର୍ଯ୍ୟାୟରେ ଏହି ଠିକାଦାରମାନଙ୍କ ବ୍ୟାଙ୍କ ଖାତାକୁ ୪୫...

ganjam
ଗଞ୍ଜାମ ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବର୍ଷା ଛାଡ଼ିଥିବାରୁ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କମିବାରେ ଲାଗିଛି। ଏଥିସହ ଜନବସତି ଅଞ୍ଚଳରୁ ମଧ୍ୟ ପାଣି କମୁଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ପ୍ରଳୟଙ୍କାରୀ ବନ୍ୟାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା ଆସିକା ଅଞ୍ଚଳ। ହଜାର...

naveen
୧୫ ଦିନ ପାଇଁ ରିଲିଫ୍‌; ବୟସ୍କଙ୍କୁ ୬୦ଟଙ୍କା, ଶିଶୁଙ୍କୁ ଦୈନିକ ୪୫ଟଙ୍କାର ରିଲିଫ୍‌

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଓ ବନ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ୩ଟି ଜିଲ୍ଲା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍ ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଗତକାଲି ପୂର୍ବାହ୍ନରେ ‘ତିତ୍‌ଲି’ ପ୍ରଭାବିତ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଆକାଶ...

teacher
ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନ କରିବା ପରେ ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚ ଆନ୍ଦୋଳନ ସ୍ଥଗିତ ହୋଇଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସଂଘ...

prithivi
ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ

ବାଲେଶ୍ୱର  : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପରୀକ୍ଷଣ। ବାଲେଶ୍ୱର ଚାନ୍ଦିପୁରସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ଅାଜି ରାତି ୮ଟା ୩୨ ମିନିଟରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପୃଥ୍ୱୀ ୫୦୦ କିଲୋଗ୍ରାମ୍ ଯୁଦ୍ଧାସ୍ତ୍ର ବହନ କରିବା ସହ ୩୫୦ କିଲୋମିଟର ଲକ୍ଷ୍ୟଭେଦ...

msp-up
ଧାନ ଏମ୍ଏସ୍‌ପିକୁ ନେଇ ପୁଣି ତନାଘନା

ଭୁବନେଶ୍ୱର : ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ପୁଣି ତନାଘନା। ଧାନର ଏମ୍ଏସ୍‌ପି ବୃଦ୍ଧି ଓ ଏମ୍ଏସ୍‌ପି ଅନୁସାରେ ଚାଷୀଙ୍କୁ ପ୍ରାପ୍ୟ ମିଳୁ ନଥିବା ନେଇ ଓଡ଼ିଶା ଗସ୍ତବେଳେ ମୋଦିଙ୍କ ଉଦ୍‌ବେଗ ପରେ ଏବେ ନୀତି ଅାୟୋଗ ରାଜ୍ୟକୁ ମାଗିଛି ସବିଶେଷ ତଥ୍ୟ । ପ୍ରାଇସ୍‌...

gst
ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ୍‌, ଜଣେ ଅଟକ

ରାଉରକେଲା  : କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ରାଉରକେଲା ଜିଏସ୍‌ଟିର ଇଣ୍ଟେଲିଜେନ୍ସ ୱିଙ୍ଗ। ଏହି ରାକେଟ୍ ଜାଲ୍ ବିଲ୍‌ ପ୍ରସ୍ତୁତ କରି ବିନା ସାମଗ୍ରୀରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀରୁ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ର ଫାଇଦା ଜାଲ...

puri-up
ପୁରୀ ହିଂସାକାଣ୍ଡ ପଛରେ ହୋଇଛି କି ଷଡ଼ଯନ୍ତ୍ର? ଏସ୍‌ପିଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଲା ଚର୍ଚ୍ଚା

ପୁରୀ : କାହିଁକି ରଣକ୍ଷେତ୍ର ପାଲଟିଲା ଶ୍ରୀକ୍ଷେତ୍ର? ଧାଡ଼ି ଦର୍ଶନ ନେଇ ସ୍ଥାନୀୟ ଲୋକଙ୍କ ରୋଷ ନାଁ ଅନ୍ୟ କିଛି କାରଣ? ୟାକୁ ନେଇ ତନାଘନା ଚାଲିଥିବାବେଳେ ହିଂସାକାଣ୍ଡ ପଛରେ କିନ୍ତୁ ଷଡ଼ଯନ୍ତ୍ର ଥିବା ପୁରୀ ଏସ୍‌ପି କହିବା ପରେ ଜୋର ଧରିଛି ଚର୍ଚ୍ଚା । ପୁରୀ ଏସ୍‌ପିଙ୍କ...

bus accident
ଘାଟି ତଳକୁ ଖସି ପଡିଲା ଯାତ୍ରୀବାହୀ ବସ୍ : ୨୦ଜଣ ଯାତ୍ରୀ ମୃତ, ୧୬ ଅାହତ

ଜମ୍ମୁ-କାଶ୍ମୀର  : ଜାମ୍ମୁ ଓ କାଶ୍ମୀରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ବନିହାଲରୁ ରାମବାନ୍ ଯାଉଥିବା ଏକ ମିନି ବସ୍ ଘାଟି ତଳକୁ ଖସି ପଡିଛି। ଏଥିରେ ୨୦ଜଣ  ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଜଣ ଅାହତ ହୋଇଛନ୍ତି। ଅାହତ ମାନଙ୍କୁ ହେଲିକପ୍ଟରରେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ...

lalu-up 2
IRCTC ଦୁର୍ନୀତି ମାମଲା : ଲାଲୁ ଯାଦବଙ୍କ ପରିବାରକୁ ମିଳିଲା ଜାମିନ୍

ନୂଆଦିଲ୍ଲୀ : IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପରିବାର ଅାଶ୍ୱସ୍ତ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପତ୍ନୀ ରାବିଡ଼ୀ ଦେବୀ ଏବଂ ତେଜସ୍ୱୀଙ୍କୁ ମିଳିଛି ଜାମିନ୍ । ସିବିଅାଇ ପକ୍ଷରୁ ଦାଖଲ ହୋଇଥିବା ମାମଲାରେ ଦିଲ୍ଲୀ ପତିଅାଲା ହାଉସ୍ କୋର୍ଟ ଜାମିନ୍ ମଞ୍ଜୁର କରିଛନ୍ତି...