• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

representational image
ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଗଞ୍ଜାମ: ଘରୁ ଉଠାଇ ନେଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପୋଲସରାର ବାଲିସାହି ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ଏକ ଘରୁ ଚୋରି କରିବାକୁ ଯାଇଥିଲେ। ଚୋରମାନେ ଘରେ ଭିତରେ...

Sex-Racket
ଫାର୍ମ ହାଉସ୍‌ରେ ସେକ୍ସ ରାକେଟ୍‌!

କଟକ: ଫାର୍ମ ହାଉସ୍‌ରେ ସେକ୍ସ ରାକେଟ୍‌! କଟକ-ଚୌଦ୍ୱାର ପୌରପାଳିକା ଅଞ୍ଚଳରୁ ଏକ ସେକ୍ସ ରାକେଟ୍‌ ଠାବ ହୋଇଛି। ଚୌଦ୍ୱାରର ୧୪ ନମ୍ବର ୱାର୍ଡର ଏକ ଫାର୍ମ ହାଉସ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ର୍ଫାମ ହାଉସ୍‌ର ମାଲିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏବଂ ସ୍ଥାନୀୟ ଯୁବକଙ୍କ...

titli
ତିତ୍‌ଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ପ୍ରଭାବିତ ଲୋକଙ୍କ ପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି। ସେପଟେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ର ସରକାରଙ୍କ ଟିମ୍ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ସହ ୨୦୧୮ ଖରିଫର ସ୍ୱଳ୍ପମିଆଦୀ ଋଣକୁ ମଧ୍ୟମ ମିଆଦୀକୁ ପରିବର୍ତ୍ତନ, ଚଳିତବର୍ଷ...

Dharmendra2
‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ବନାମ ‘ମିଛୁଆ ରାଧୁଆ’ ଉପାଖ୍ୟାନ

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ବିଜୁ ସ୍ୱାସ୍ଥ୍ୟ ଯୋଜନା’ରେ ମାତ୍ର ୨ ମାସରେ ୧ କୋଟି ଲୋକଙ୍କ ଚିକିତ୍ସା କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଦାବିକୁ, ସେ କଡ଼ା ସମାଲୋଚନା କରିଛନ୍ତି। ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି- ‘ଦୁଇ ମାସରେ ୧...

jatra party truck overturns
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରା ପାର୍ଟି ଗାଡ଼ି

କେନ୍ଦୁଝର: ଓଲଟି ପଡ଼ିଲା ଯାତ୍ରା ପାର୍ଟି ଗାଡ଼ି। ଯାତ୍ରା ସାରି ଫେରୁଥିବା ବେଳେ ବାଟରେ ଓଲଟି ପଡ଼ିଲା ଗାଡ଼ି। ସୌଭାଗ୍ୟବଶତଃ ଏଥିରେ ସାତ ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ବାଣେଶ୍ୱରୀ ଗଣନାଟ୍ୟର ଏକ ଟ୍ରକ୍‌ ଭାରସାମ୍ୟ...

camera man die
ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌ଙ୍କ ମୃତ୍ୟୁ

ଭୁବନେଶ୍ୱର: ଗଣମାଧ୍ୟମ ଉପରେ ନକ୍ସଲଙ୍କ ଆକ୍ରମଣ। ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ଜଣ ପୁଲିସ୍‌ କର୍ମଚାରୀ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି। ମୃତ କ୍ୟାମେରାମ୍ୟାନ୍‌ଙ୍କ ନାଁ ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗାରେ ବୋଲି ଜଣାପଡ଼ିଛି। ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ...

representational image
ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରର ମୁତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେକ ନଇଁମ୍ ନାମକ ଜଣେ ବ୍ୟକ୍ତି ନିଜ ୭ମାସର ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଚମ୍ପୁଆ ସ୍ୱାସ୍ଥ୍ୟକେନ୍ଦ୍ରରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକଙ୍କ...

satyajit mohanty
ପରିସ୍ଥିତି ସ୍ୱାଭାବିକ ହେବା ଯାଏ ହାଇକୋର୍ଟରେ ମୁତୟନ ରହିବେ ପୁଲିସ୍‌ ଫୋର୍ସ

କଟକ: ହାଇକୋର୍ଟ ପରିସରରେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ବେଳେ ହିଂସାରେ ସଂପୃକ୍ତି ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି ସୂଚନା ଦେଇ କହିଛନ୍ତି, ଗତକାଲି ହାଇକୋର୍ଟ ପରିସରରେ ଘଟିଥିବା ଘଟଣା...

representational image
ଘରକୁ ଛାଡ଼ି ଦେବାକୁ କହି ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ସୁନ୍ଦରଗଡ଼: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲହୁଣୀପଡ଼ାରେ ଏହି ଲଜ୍ଜାକର ଘଟଣା ଘଟିଛି। ସୂଚନା ଅନୁସାରେ, ଘରକୁ ଛାଡ଼ି ଦେବାକୁ କହି ଜଣେ ନାବାଳିକାଙ୍କୁ ଗାଁ ଛକରୁ ଡାକି ନେଇ ବିଲ ମଝିରେ...

elderly man die
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ନୟାଗଡ଼: ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସାମନ୍ତରାୟପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଯୋଗୀ ପଲେଇ। ତାଙ୍କ ଘର ନେତାର ପଞ୍ଚାୟତ କେସ୍ତପଡାରେ। ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ଆଜି ସକାଳେ...

elephant
ମହଙ୍ଗା ପଡିଲା ହାତୀର ଲାଞ୍ଜ ଟାଣିବା

କେନ୍ଦୁଝର: ମହଙ୍ଗା ପଡିଲା ଜଙ୍ଗଲ ଭିତରେ ବଣୁଆ ହାତୀର ଲାଞ୍ଜ ଟାଣି ଖେଳିବା। ଏହି ଘଟଣାରେ କେନ୍ଦୁଝର ଚମ୍ପୁଆ ବନ ବିଭାଗ ୩ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜ୍‌ ଅଧୀନ ରଜିଆ ପଞ୍ଚାୟତ କଇଁତା ଗାଁ ଜଙ୍ଗଲରେ ୨୩ଟି ହାତୀ ଥିଲେ। ଗତକାଲି ହାତୀକୁ...

elephant
ନୀଳଗିରିରେ ହାତୀ ଉପଦ୍ରବ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ୩୪ଟି ଝାଡ଼ଖଣ୍ଡୀ ହାତୀ ଜଙ୍ଗଲ ଭିତରେ ପଶିଥିବା ଜଣାପଡ଼ିଛି। ୩୪ଟି ଝାଡ଼ଖଣ୍ଡୀ ହାତୀ ପଲ ମଧ୍ୟରେ ଦୁଇଟି ଛୁଆ ହାତୀ ଅଛନ୍ତି। ସେପଟେ ହାତୀ ଉପଦ୍ରବ ଯୋଗୁଁ...

encounter
ଗଞ୍ଜାମରେ ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ; ମାଉଜର, ମୋବାଇଲ୍ ଫୋନ୍‌ ଓ ବାଇକ୍ ଜବତ

ଗଞ୍ଜାମ: ପୁଣି ଗଞ୍ଜାମରେ ଏନ୍‌କାଉଣ୍ଟର। ଗତ କିଛି ଦିନ ତଳେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିବା ବେଳେ ପୁଣି ଏକ ଏନ୍‌କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମରେ ହୋଇଥିବା ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସ୍ୱାଇଁ...

suhel seth
ବ୍ରାଣ୍ଡ୍‌ କନ୍‌ସଲ୍‌ଟାଣ୍ଟ୍‌ ସୁହେଲ୍‌ ସେଠ୍‌ଙ୍କ ସହ ଟାଟା ସନ୍ସ୍‌ର ସମ୍ପର୍କ ଚ୍ଛିନ୍ନ!

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା #MeToo ଅଭିଯୋଗ। ଟାଟା ସନ୍ସ୍‌ର ବ୍ରାଣ୍ଡ୍‌ କନ୍‌ସଲ୍‌ଟାଣ୍ଟ୍‌ ସୁହେଲ୍‌ ସେଠ୍‌ଙ୍କ ବିରୋଧରେ #MeToo କ୍ୟାମ୍ପେନ୍‌ରେ ଅନେକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଟାଟା ସନ୍ସ୍‌ ତାଙ୍କ ସହ ସହ ସମ୍ପର୍କ ଛିନ୍ନ କରିଥିବା ସୂଚନା ମିଳିଛି। ଆସନ୍ତା ମାସରେ ସୁହେଲ୍‌ଙ୍କ ଟାଟା ଗ୍ରୁପ୍‌...

elephant death
ହାତୀ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ଢେଙ୍କାନାଳରେ ପହଞ୍ଚିଛି। କ୍ରାଇମ୍‌ବ୍ରାଞ୍ଚ୍‌ର ୪ଜଣିଆ ଟିମ୍ ଢେଙ୍କାନାଳରେ ପହଞ୍ଚି ଡିଏଫ୍ଓ ଏବଂ ବିଦ୍ୟୁତ୍‌ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ୍‌ରେ ତଦନ୍ତ...

court
ବିଜେଡି ଲିଗାଲ୍ ଫ୍ରଣ୍ଟ ଓହରି ଯିବା ସତ୍ତ୍ୱେ ଥମିନି ଆଇନ୍‌ଜୀବୀଙ୍କ ଅାନ୍ଦୋଳନ; ତୀବ୍ର ହେବାରେ ଲାଗିଛି

ଭୁବନେଶ୍ୱର: ଦୁଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍‌ ଓହରିଯିବା ପରେ ମଧ୍ୟ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। କଟକରେ ବାର୍ ଆସୋସିଏସନ୍ ତରଫରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇଛି। କଟକରେ ଆଜି ହାଇକୋର୍ଟର ବିଭିନ୍ନ ଫାଟକରେ ଆଇନଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁରକ୍ଷା...

flight
ସମୁଦ୍ରରେ ଖସି ପଡ଼ିଲା ବିମାନ; ୧୮୯ଜଣ ଯାତ୍ରୀ ଥିବା ସୂଚନା

ଜାକର୍ତ୍ତା: ସମୁଦ୍ରରେ ଖସି ପଡ଼ିଲା ବିମାନ। ଇଣ୍ଡୋନେସିଆରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରକୁ ଖସି ପଡ଼ିଥିବା ସୂଚନା ମିଳିଛି। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଆଜି ସକାଳେ ଲାୟନ୍‌ ଏୟାର୍‌ ଫ୍ଲାଇଟ୍‌ର ଏକ ବିମାନ...

fire mishap
ଭୁବନେଶ୍ୱର ହାଇଟେକ୍ ମେଡିକାଲ୍‌ କଲେଜ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ମେଡିକାଲ୍‌ କଲେଜ୍‌ରେ ଅଗ୍ନିକାଣ୍ଡ। ମେଡିକାଲ୍‌ କଲେଜର ୨ୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ବେଳେ ଫିଜିଓଥେରାପି ବିଭାଗରେ କୌଣସି ଛାତ୍ରଛାତ୍ରୀ ନଥିଲେ। ସଟ୍ ସର୍କିଟ୍...

bhadrak
ଆଜି ଭଦ୍ରକ ବନ୍ଦ

ଭଦ୍ରକ: ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ଭଦ୍ରକରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି  ଏହି ବନ୍ଦ ଡାକରା ଦେଇଛି। ଶାନ୍ତିପୂର୍ଣ୍ଣ ବନ୍ଦ ଡାକରାକୁ  ଜିଲ୍ଲା ବିଜେଡି, ବିଜେପି...

bengal tiger
ଜଙ୍ଗଲରୁ ମିଳିଲା ମୁଣ୍ଡ ବିହୀନ ମହାବଳ ବାଘର ମୃତଦେହ

ବରଗଡ଼: ମହାବଳ ବାଘର ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର। ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଡେବ୍ରିଗଡ଼ ଅଭୟାରଣ୍ୟରୁ ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟର ଖଜୁରିଆ ଏବଂ ଦାମୋଦର ପଡ଼ା ଗାଁ ନିକଟ ଜଙ୍ଗଲରୁ ପୋତା ଅବସ୍ଥାରେ ମହାବଳ ବାଘର ମୃତଦେହ ଉଦ୍ଧାର...