ବାଲେଶ୍ୱର : କାମ ଦେଉନି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିଥିବା କାର୍ଡ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ କେଶରୀପୁର ପଞ୍ଚାୟତରେ। ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମିଳିଥିବା କାର୍ଡକୁ ମେଡିକାଲ କର୍ତ୍ତୃପକ୍ଷ କାର୍ଡକୁ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।କେଶରୀପୁର ଗାଁର ଧରଣୀଧର ସମାଲ...
ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିଶାଳ ଚାଷୀ ସମାବେଶର ଆୟୋଜନ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଚାଷୀ ଭୁବନେଶ୍ୱର ଆସୁଛନ୍ତି। ତେବେ ସେମାନଙ୍କୁ ଅଟକାଇବାକୁ କଳବଳ ସହିତ କୌଶଳ ପ୍ରୟୋଗ କରିଛି ପୁଲିସ୍। ଚାଷୀଙ୍କୁ ଅଟକାଇବାକୁ ଜାତୀୟ ରାଜପଥରେ...
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଜୟ ପରବେଶ। ତାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁ ପ୍ଲେଟ୍ ମିଲ୍ରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ସେକ୍ଟର-୨ ସ୍ଥିତ ଏଚ୍-୩ କ୍ୱାର୍ଟର୍ସରୁ ଆଜି...
ଭୁବନେଶ୍ୱର: ଲୁଟ୍ କରିବା ପାଇଁ ଲୁଟେରା ମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ବନ୍ଧୁକ ମୁନ ଦେଖାଇ ହେଉ କି ମାରଣାସ୍ତ୍ର ଦେଖାଇ….ଏମିତି ଅନେକ ଉପାୟରେ ଲୁଟେରାମାନେ ଲୁଟ୍ କରିଥାନ୍ତି। ତେବେ ଲୁଟେରାମାନଙ୍କ ଏମିତି ଏକ ଲୁଟ୍ କରିବା ଢଙ୍ଗ ସାମ୍ନାକୁ ଆସିଛି, ଯାହା ଆପଣେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।...
ନୂଆପଡ଼ା: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ପାୱାରତଲା ଗାଁର ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ଶିବା ମାଝୀ ଓ ରଞ୍ଜିତା ମାଝୀ। ଉଭୟେ ପାୱାରତଲା ଗାଁର। ଚାଷ...
କଟକ: ଦୀପାବଳି ପୂର୍ବରୁ ଆକ୍ସନ୍ ମୁଡ୍ରେ କମିଶନରେଟ୍ ପୁଲିସ୍। କଟକ ଜଗତପୁର ସ୍ଥିତ ତ୍ରିଲୋଚନପୁର ଗାଁରେ ବେଆଇନ୍ ବାଣ କାରଖାନା ଉପରେ କମିଶନରେଟ୍ ପୁଲିସ୍ ଚଢ଼ାଉ କରିଛି। ବିପୁଳ ପରିମାଣର ବାଣ ଜବତ କରିବା ସହ ପୂରା ଗାଁକୁ ପୁଲିସ୍ ସିଲ୍ କରିଛି। ଗାଁରେ ଏକାଧିକ ବାଣ କାରଖାନା...
ସମ୍ବଲପୁର: ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଗିରଫ। ତାଙ୍କ ନାଁ ଚଗଲା ସେଠୀ। ତାଙ୍କ ଘର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁରେ। ମୃତ ମହିଳାଙ୍କ ନାଁ ସୁଲୋଚନା। ଅକ୍ଟୋବର ୩୦ ତାରିଖ ରାତିରେ ଚଗଲା, ସୁଲୋଚନାଙ୍କୁ ଜଙ୍ଗଲକୁ ନେଇ ହତ୍ୟା କରିଥିବା ପୁଲିସ୍...
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ଓଡ଼ିଶା କମ୍ୟୁନିକେଶନ୍ ଉପରେ କ୍ରାଇମ୍ବ୍ରାଞ୍ଚ ଚଢ଼ାଉ। ଖଡ଼ଗପୁର କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏଥିସହ ୬୧ ଲକ୍ଷ ଟଙ୍କାର ମୂଲ୍ୟର ହ୍ୟାକିଂ ସଫ୍ଟୱେର ସହ ଇ-ଟିକେଟ୍ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ...
ବାରିପଦା: ଯାତ୍ରା ଦେଖି ଫେରୁଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି। ଆଉ ଘଟଣାସ୍ଥଳରେ ହିଁ ଚାଲିଗଲା ୨ଜଣଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ଦୀପକ ସେଠୀ ଓ ଲିପୁନ୍ ସାହୁ। ଉଭୟେ...
ଭୁବନେଶ୍ୱର: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଆଜିଠାରୁ ଅପରେସନ୍ ‘ସୁନ୍ଦରୀ’ ଆରମ୍ଭ ହେବ । ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ଚନ୍ଦକା ଜଙ୍ଗଲରୁ ଯାଇ ସାତକୋଶିଆରେ ହାତୀ ଯଶୋଦା ପହଞ୍ଚିଛି। ଯଶୋଦା ସହ ୪ ଜଣ ମାହୁନ୍ତ ଓ ବନ କର୍ମଚାରୀ ମଧ୍ୟ ସାତକୋଶିଆ ଯାଇଛନ୍ତି। ସାତକୋଶିଆର...
ଭୁବନେଶ୍ୱର: ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ ଯୋଗୁଁ ବଦ୍ରିନାଥରେ ଓଡ଼ିଆ ତୀର୍ଥଯାତ୍ରୀ ଫସି ରହିଛନ୍ତି। ତୀର୍ଥଯାତ୍ରୀମାନେ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଏକ ଧର୍ମଶାଳାରେ ଆଶ୍ରୟ ନେଇଥିବା ସୂଚନା ମିଳିଛି। ଏହି ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ୨୬ ତାରିଖରେ...
ପୁରୀ: କଡ଼ା ନିୟମ ସତ୍ତ୍ୱେ ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ସୋଶାଲ୍ ମିଡିଆରେ ଶ୍ରୀମନ୍ଦିରର ଭିତର ଫଟୋ ଅପ୍ଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। ବେଙ୍ଗାଲୁରୁର ଜଣେ ଯୁବତୀ ନିଜ ଫେସ୍ବୁକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋକୁ ଅପ୍ଲୋଡ କରିଛନ୍ତି। ମେଘା ଲୁଥ୍ରା ନାମକ ଏହି...
ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦାସ୍ଥିତ IMFA କ୍ରୋମାଇଟ ଖଣିରେ ଚାଲିଛି ଶ୍ରମିକ ଅାନ୍ଦୋଳନ। ଏହା ପଛରେ ବିଧାୟକ ପ୍ରୀତି ରଂଜନ ଘଡେଇଙ୍କ ହାତ ଥିବା ସନ୍ଦେହ କରାଯାଉଛି । ୨ ଦଫା ଦାବିରେ ଗତକାଲି ଠାରୁ କାର୍ଯ୍ୟବନ୍ଦ କରି ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ...
ଭୁବନେଶ୍ୱର: ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟର ମିତ୍ର ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି। ଗତକାଲି ଅଭିଜିତ୍ ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। ହେଲେ ସତ୍ୟପାଠ ଦାଖଲ କରି ପାରିନଥିଲେ। ତେଣୁ ଅାଜି ପୁଣିଥରେ ଗୃହ କମିଟି...
ଅନୁଗୁଳ: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଏହି ଲଜ୍ଜାକର ଘଟଣା ଘଟିଛି। ଯୁବତୀଙ୍କ ପ୍ରେମିକ ଓ ତାଙ୍କ ଦୁଇ ସାଙ୍ଗଙ୍କ ନାଁରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ଏନେଇ ପାଲଲହଡ଼ା ଥାନାରେ ଅଭିଯୋଗ...
ଭୁବନେଶ୍ୱର: ଐତିହ୍ୟସଂପନ୍ନ ଭୁବନେଶ୍ୱରକୁ ନୂଆ ରୂପ ଦେବାକୁ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ଆରମ୍ଭ ହେବାକୁ ଯାଉଛି ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍’। ଓଡ଼ିଶାର ଐତିହାସିକ ସହର ଭୁବନେଶ୍ୱରର ପରିଚୟ, ଏହାର ଇତିହାସ ଓ ସାଂସ୍କୃତିକ ବିବିଧତାର ବିଭିନ୍ନ କାହାଣୀକୁ ଜାଣିବାର ଓ ବୁଝିବାର ଏକ ପ୍ରୟାସ। ଏହି...
ଭୁବନେଶ୍ୱର: କେବଳ ସ୍ମାର୍ଟଫୋନ୍, କମ୍ପ୍ୟୁଟର କିମ୍ବା ଲାପ୍ଟପ୍ ଭଳି ଇଲେକ୍ଟ୍ରୋନିକ୍ ବା ଆଇଟି ପ୍ରଡକ୍ଟ୍ ନୁହେଁ। ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଚେୟାର, ଟେବୁଲ୍, ଡାଏନିଂ ଟେବୁଲ୍, ସୋଫା ଆଦି ବସ୍ତୁଗୁଡ଼ିକ ମଧ୍ୟ ଇଣ୍ଟରନେଟ୍ ଦ୍ୱାରା ସଂଯୋଗ ହୋଇପାରିବ। ଫଳରେ ଏହା ଅନ୍ୟ ଯାନ୍ତ୍ରିକ ଉପକରଣ ସହ...
ନୂଆଦିଲ୍ଲୀ: ଶ୍ରୀନଗରର ଜଣେ ନିଖୋଜ ଛାତ୍ର ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅହତେଶାମ୍ ବିଲାଲ୍ ସୋଫି, ଗତ ସପ୍ତାହରୁ ଗ୍ରେଟର୍ ନୋଇଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରୁ ନିଖୋଜ ହେବାପରେ ଏହି ଘଟଣା ସାମ୍ନାକୁ ଆସିଛି। ଶ୍ରୀନଗରରେ ରହୁଥିବା ୧୭ ବର୍ଷୀୟ...
ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କ୍ରାଇମ୍ବ୍ରାଞ୍ଚ ଟିମ୍ ୩ଜଣଙ୍କୁ ଗିରଫ କରିଛି। ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍...
ମୋହନା: ପୂଜାପାଠ କରୁଥିବା ବେଳେ ପୁଲିସ୍ ଗିରଫ କରିଥିବା ଗୁଣିଆକୁ ଲୋକେ ଛଡାଇ ନେଲେ। ଫଳରେ ପୁଲିସ୍କୁ ନିରୁପାୟ ହୋଇ ଫେରିବାକୁ ପଡ଼ିଛି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଣ୍ଟେଇକୋଳି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କଣ୍ଟେଇକୋଳି ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯୁବକଙ୍କୁ କେହି...