ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ବିଜେଡି ବିକ୍ଷୋଭ କରିଛି। ଆଜି ନାଲ୍କୋ, ଆଇଓସିଲ, ଏମ୍ସିଏଲ ଓ ରେଲ ସଦନ ଭଳି ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ଦଳ ବିକ୍ଷୋଭ କରୁଛି। ବିଜେଡିର ଅଭିଯୋଗ, ରାଷ୍ଟ୍ରାୟତ୍ତ କମ୍ପାନୀ ଓଡିଶାରେ ନିଜ ରାଜସ୍ୱ ବୃଦ୍ଧି କରୁଥିଲେ ବି ଓଡ଼ିଆଙ୍କୁ...
ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ଭୟଙ୍କର ପ୍ରଦୂଷଣ ସହ ବାୟୁର ମାନ ସର୍ବାଧିକ ସ୍ତରରେ ପହଞ୍ଚିଛି। ଦିଲ୍ଲୀର ଆନନ୍ଦବିହାର ଓ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଅଞ୍ଚଳରେ ପ୍ରଦୂଷଣ ସ୍ତର ସର୍ବାଧିକ ୯୯୯ ରେକର୍ଡ କରାଯାଇଛି। ଗତକାଲି ରାତି ୯ଟା ପରେ ପ୍ରଦୂଷଣ ମାତ୍ରା...
ଭୁବନେଶ୍ୱର: ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍। ଓଡ଼ିଶା ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏହି କନ୍କ୍ଲେଭ୍ରେ ବିଭିନ୍ନ କମ୍ପାନୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଆଜି ଏକ ପ୍ରେସମିଟ୍ କରି ଏହି ସୂଚନା...
ଅନୁଗୁଳ: ଟ୍ରାଙ୍କୁଲାଇଜ୍ ପରେ ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବାକୁ ସେଣ୍ଟ୍ରାଲ ଜୁ ଅଥରିଟି ବାରଣ କରିଛନ୍ତି। ଏହାସହ ସୁନ୍ଦରୀ ସ୍ଥାନାନ୍ତରଣକୁ ନେଇ ପ୍ରଶ୍ନ କରିଛନ୍ତି। ସେଣ୍ଟ୍ରାଲ ଜୁ ପଲିସିର ଏହା ବିରୁଦ୍ଧାଚରଣ କରୁଥିବା କହି ପିସିସିଏଫ୍ଙ୍କୁ ଚିଠି କରିଛି...
ରାୟପୁର: ନିର୍ବାଚନର ଠିକ୍ ପୂର୍ବରୁ ପୁଣି ଥରିଲା ଛତିଶଗଡ଼ର ଦନ୍ତେୱାଡ଼ା। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ପ୍ରାଣ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଓ ୩ ଜଣ ସାଧାରଣ ଲୋକ ଅଛନ୍ତି। ଦନ୍ତେୱାଡ଼ାର ଏନ୍ଏମ୍ଡିସି ପ୍ଲାଣ୍ଟ ନିକଟରେ ଏହି ଆକ୍ରମଣ ହୋଇଛି। ଲାଲବାହିନୀ ବିସ୍ଫୋରଣ କରି...
ଯାଜପୁର: ଯାଜପୁର ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି। ଆଜି ଯାଜପୁର ରୋଡରେ ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡ଼ାଇ ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଆଲୋଚନାରେ ସଭାପତି ପ୍ରୀତିରଞ୍ଜନ...
ଗଞ୍ଜାମ: ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଗଞ୍ଜାମ ଜିଲ୍ଲା ଆସିକାର ବାଘୁଆ ବ୍ରିଜ ତଳ ବୁଦା ଭିତରୁ ଏକ ଶିଶୁକନ୍ୟାର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ନବଜାତକଟିକୁ କେହି ମାରି ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି। ଆସିକା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶିଶୁକନ୍ୟାକୁ କିଏ...
ଅନୁଗୁଳ: ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’କୁ ବାକୁ କରିବାକୁ କୁମ୍କୀ ହାତୀ ଯଶୋଦାକୁ ନିୟୋଜିତ କରାଯାଇଥିଲା। ଯଶୋଦା ସହାୟତାରେ ସୁନ୍ଦରୀ ଧରା ପଡ଼ିବା ପରେ ଚାରିଆଡେ ତା’ କାମକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହା ଭିତରେ ଯଶୋଦା ମୁଣ୍ଡରେ ବି ମଣିଷ ମାରିବା ଅଭିଯୋଗ ଲାଗିଛି। ଅନୁଗୁଳ...
ଭୁବନେଶ୍ୱର: ମହଙ୍ଗା ପଡିଲା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିବା। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇ ଟ୍ୱିନ୍ ସିଟିର ୩୭୦ ଜଣ ଲୋକ ଫସି ଯାଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ...
ରାଇରଙ୍ଗପୁର: ରକ୍ତ ସଂପର୍କକୁ ଭୁଲି ପୁଅ ସହ ମିଶି ଭାଇକୁ ମାରିଲା ଭାଇ। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ଶୁମଦୀ ନାୟକ (୪୫)। ପୁଲିସ୍ ଅଭିଯୁକ୍ତ ବାପା ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡ...
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ ତାରିଖ ଘୋଷଣା ହୋଇଛି। ନଭେମ୍ବର ୧୬ ତାରିଖରୁ ଫର୍ମ ଫିଲ୍ଅପ୍ ଆରମ୍ଭ ହେବ। ୧୬ ରୁ ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନ୍ରେ ଫର୍ମ ଫିଲ୍ଅପ୍ କରି ହେବ। ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍ଅପ୍...
କେନ୍ଦୁଝର: ଜଣେ ବିବାହିତା ମହିଳା ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଘଟଣା ଘଟିଛି। ଆହତ ଯୁବକଙ୍କ ଘର ଝାରବେଡ଼ା ଗାଁରେ। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କ କହିବା...
ମାଲକାନଗିରି: ଲାଲ୍ବାହିନୀର ବର୍ବରକାଣ୍ଡ। ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଏହି ଘଟଣା ଘଟିଛି। ନକ୍ସଲମାନେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ କଲମ ଦୁରୁଆ। ପୁଲିସ୍ ଇନ୍ଫର୍ମର...
ଛତିଶଗଡ଼: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶା ବର୍ଡରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ସୀମାନ୍ତବର୍ତ୍ତୀ ୮ ଜିଲ୍ଲା ଉପରେ ନଜର ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନିର୍ବାଚନ ସମୟରେ ବର୍ଡର ସିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା...
ଢେଙ୍କାନାଳ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ଭୋର ସମୟରେ ଏହି ଅଘଟଣ ଘଟିଥିଲା। ଗାଁର ନୃସିଂହ ନାୟକଙ୍କ ଘରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଅନ୍ୟ ମାନଙ୍କ...
ଭୁବନେଶ୍ୱର: ଦୀପାବଳିରେ ରାଜଧାନୀରେ ଛୁରାମାଡ଼। ବାଣ ଦେବା ନେବାକୁ ନେଇ ଭୁବନେଶ୍ୱର ବିଜେବି ନଗର ମହିଷାଖାଲରେ ଏହି ଛୁରାମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ଅଶୋକ ବେହୁରା। ଆକ୍ରମଣକାରୀଙ୍କ ନାଁ ଅର୍ଜୁନ ବେହେରା। ମିଳିଥିବା ସୂଚନା ଅନୁସାରେ, ବାଣ ଦେବା ନେବାକୁ ନେଇ...
ଭୁବନେଶ୍ୱର: ବେଶ୍ ଆନନ୍ଦ ଉଲ୍ଲାସ ସହ ଆଲୋକର ପର୍ବ ଦୀପାବଳି ପାଳନ ହୋଇଛି। ତେବେ ଦୀପାବଳି ପାଳନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଜଣାପଡ଼ିଛି। ବାଣ ଫୁଟି ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ସହ ଲୋକେ ଆହତ ମଧ୍ୟ ହୋଇଛନ୍ତି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ...
ଖୋର୍ଦ୍ଧା : ରାଜ୍ୟରେ କେତେ ଯୋଜନା ମୁଖ୍ୟ ସଚିବଙ୍କୁ ଅଜଣା କହିଲେ ସୌମ୍ୟ, ଖୋର୍ଦ୍ଧାରେ ଏକ ସଭାରେ କହିଲେ ବିଜେଡି ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଓଡ଼ିଶାରେ କେତେ ପ୍ରକାର ଯୋଜନା ଅଛି ମୁଖ୍ୟ ସଚିବଙ୍କୁ ବି ଅଜଣା ବୋଲି କହି ପକାଇଥିଲେ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ।...
ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ନୂଆ ଦଳ ଗଠନ ନେଇ ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ତଥା ବିଧାୟକ ଦାମୋଦର ରାଉତ ଘୋଷଣା କରିଛନ୍ତି। ଖୁବ୍ ଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ ହେବ ବୋଲି ସେ କହିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାର, ଅପଶାସନ ବିରୋଧରେ ଏକ ଆଞ୍ଚଳିକ...
ଭୁବନେଶ୍ୱର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡ଼େ ଉତ୍ସବମୁଖର। ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ତେବେ ବାଣ ଫୁଟାଇବା ବେଳେ କ’ଣ କ’ଣ ସତର୍କତା...