• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

youth missing
କାମ କରିବାକୁ ଯାଇ ଯୁବକ ନିଖୋଜ

ଭୁବନେଶ୍ୱର: ବେଙ୍ଗାଲୁରୁକୁ କାମ କରିବାକୁ ଯାଇ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ନାଁ ସରୋଜ କୁମାର ଭୂୟାଁ। କଟକ ଜିଲ୍ଲା ସାଲେପୁର ଧର୍ମାଗତପୁର ଅଞ୍ଚଳରେ ତାଙ୍କ ଘର। ମିଳିଥିବା ସୂଚନା ଅନୁସାରେ, ସରୋଜ ବେଙ୍ଗାଲୁରୁ କାମ କରିବାକୁ ଯାଇଥିଲେ। କିନ୍ତୁ ଗତ ୧୦ ମାସ ଧରି ସେ ନିଖୋଜ...

Baliyatra
ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି; ଆଜିଠୁ ପ୍ଲଟ୍‌ ବଣ୍ଟନ

କଟକ: କଟକ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦ ଶେଷରେ ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ୩୩ଟଙ୍କା ଧାର୍ଯ୍ୟ କରାଯିବା ପରେ ସମସ୍ୟାର ସମାଧାନ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ...

fire mishap
ବାପୁଜୀନଗର SBI ଶାଖାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ)ରେ ଅଗ୍ନିକାଣ୍ଡ। କୌଣସି କାରଣରୁ ବ୍ୟାଙ୍କର ତୃତୀୟ ମହଲାରେ ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯଦିଓ ଏହି ଅଗ୍ନିକାଣ୍ଡରେ...

baijayanta
‘ଶିଳ୍ପ ରାଜନୀତିକ ପ୍ରତିଶୋଧର ଶିକାର ନହେଉ’

ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତି ସୃଷ୍ଟିକାରୀଙ୍କୁ ହତାଶ କରା ନ ଯାଉ ବୋଲି ଅପିଲ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। କାମଧନ୍ଦା ଆଶାରେ ବାହାର ଦେଶକୁ ଯାଇ ଭାରତୀୟଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ଟ୍ୱିଟର ଯୋଗେ କ୍ଷୋଭ ପ୍ରକାଶ ଅବସରରେ ସେ ଏଭଳି ଅପିଲ୍ କରିଛନ୍ତି। ସେ ଟ୍ୱିଟରରେ...

labourer
ନକ୍ସଲ ନୁହେଁ, ସେ ଜଣେ ସାଧାରଣ ଶ୍ରମିକ

ଖୋର୍ଦ୍ଧା: ଯାହାକୁ ନକ୍ସଲ ଭାବି ପୁଲିସ୍ ଉଠାଇ ଆଣିଥିଲା, ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି। ସେ ଆନ୍ଧ୍ରପ୍ରଦେଶରେ ଏକ ଇଟାଭାଟିରେ କାମ କରୁଥିଲେ।  କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହା ସ୍ପଷ୍ଟ କରିଛନ୍ତି। ଉକ୍ତ ଯୁବକଙ୍କ ନାଁ ନାଁ ସୁରେଶ ପହଁରିଆ। ତାଙ୍କ ଘର ନୂଆପଡ଼ା ଜିଲ୍ଲାର...

odia youth death
ତାମିଲନାଡ଼ୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ଅଧିକ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ। ହେଲେ ଘରକୁ ଆସିଲା ମୃତ୍ୟୁ ଖବର। ମୃତ ଯୁବକ ଜଣକ ହେଲେ ଦେବାଶିଷ ସାହୁ। ତାଙ୍କ ଘର ବାରିପଦା ସହର ବାଘଡ଼ରୋଡ ଅଞ୍ଚଳରେ। ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ ତାମିଲନାଡୁ ଯାଇଥିଲେ। ୪ ଦିନ ତଳେ...

kendrapara
ରୋଜଗାର କରିବାକୁ ଯାଇ ବିଦେଶରେ ଓଡ଼ିଆ ଯୁବକ ନିଖୋଜ

କେନ୍ଦ୍ରାପଡ଼ା: ରୋଜଗାର କରିବାକୁ ଯାଇ ବିଦେଶରେ ଓଡ଼ିଆ ଯୁବକ ନିଖୋଜ। ନିଖୋଜ ଯୁବକଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାବୁରାମପାଟଣା ଗାଁ ରେ। ତାଙ୍କ ନାଁ କ୍ଷେତ୍ରବାସୀ ସାହୁ। ଗତ ସେପ୍ଟେମ୍ବରରେ କୋଲକାତାର ଏକ ସଂସ୍ଥା ଜରିଆରେ କ୍ଷେତ୍ରବାସୀ ମାଲେସିଆ ରୋଜଗାର କରିବାକୁ ଯାଇଥିଲେ।  କିନ୍ତୁ ଗତ...

balasore
ବାଣଫୁଟାକୁ କେନ୍ଦ୍ର କରି ଆକ୍ରମଣ!

ବାଲେଶ୍ୱର: ବାଣଫୁଟାକୁ କେନ୍ଦ୍ର କରି ମାମୁ ଓ ମାଇଁଙ୍କୁ ଭଣଜା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କଲ୍ୟାଣୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତମାନେ ହେଲେ ଗଗନ ସେଠୀ ଓ ତାଙ୍କ ପତ୍ନୀ ଶାନ୍ତିଲତା। ସେମାନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର...

underground dustbin
ବ୍ରହ୍ମପୁରରେ ଅଣ୍ଡର୍‌ ଗ୍ରାଉଣ୍ଡ୍‌ ଡଷ୍ଟବିନ୍

ବ୍ରହ୍ମପୁର: ଏଣିକି ଆଉ ଅଳିଆ ଆବର୍ଜନା ଖୋଲାରେ ପଡ଼ି ଦୁର୍ଗନ୍ଧ ହେବନି। କାହିଁକି ନା ଖୁବ୍‌ଶୀଘ୍ର ଦେଖିବାକୁ ମିଳିବ ସେନ୍‌ସର୍‌ ସିଷ୍ଟମ୍ ଲାଗିଥିବା ଅଣ୍ଡର୍‌ ଗ୍ରାଉଣ୍ଡ୍‌ ଡଷ୍ଟବିନ୍। ଏହି ସ୍ମାର୍ଟ ସିଷ୍ଟମ୍‌ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆରମ୍ଭ ହେବାକୁ ଯାଉଛି। ଫଳରେ ସହରର ଆବର୍ଜନା ମାଟି...

chilika
ଚିଲିକା କୂଳରେ ବିସ୍ଫୋରଣ, ୪ ଗୁରୁତର

ବ୍ରହ୍ମଗିରି: ଚିଲିକା କୂଳରେ ବିସ୍ଫୋରଣ। ବିସ୍ଫୋରଣରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା। ଏମାନେ ସମସ୍ତେ ଅରଖକୁଦା ଭାଗବତ ସାହିର। ସମସ୍ତଙ୍କ ଶରୀରର କିଛି କିଛି...

cold wave
ବିଳମ୍ବିତ ହେଉଛି ଶୀତ

ଭୁବନେଶ୍ୱର: ନଭେମ୍ବର ଦ୍ୱିତୀୟ ସପ୍ତାହ ଆସିଲାଣି, କିନ୍ତୁ ଶୀତ ଅନୁଭୂତ ହେଉନାହିଁ। ତେବେ ଦିନେ କିମ୍ବା ଦୁଇ ଦିନ ଭିତରେ ଶୀତ ଅନୁଭୂତ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଯାହାକି ଓଡ଼ିଶା ଦେଇ...

hotel owner
ହୋଟେଲ ମାଲିକଙ୍କୁ ଅପହରଣ ଅଭିଯୋଗ

ନବରଙ୍ଗପୁର: ହୋଟେଲ ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ଅପହୃତ ହୋଇଥିବା ହୋଟେଲ୍ ମାଲିକଙ୍କ ନାଁ ସୁନୀଲ ସାହୁ। ସୂଚନା ଅନୁସାରେ, ସୁନୀଲ ଗତକାଲି ଅପରାହ୍ନ ୫ଟା ରୁ ୬ଟା ମଧ୍ୟରେ ନିଜ ଗାଁ ଡଙ୍ଗରଭେଜାରୁ ସ୍କୁଟିରେ ନବରଙ୍ଗପୁର ଫେରୁଥିବା ବେଳେ...

business man
ବାଇକ୍‌ରେ ଅାସି ଲୁଟି ନେଲେ ଲକ୍ଷାଧିକ ଟଙ୍କା

କଟକ: ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟ୍‌। କଟକ ମାଲଗୋଦାମର ଜଣେ ଚାଉଳ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ୧୫ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ନାଁ ନବ କିଶୋର ସାହୁ। ସୂଚନା ଅନୁସାରେ, ଗତକାଲି ରାତରେ ନବ କିଶୋର ବ୍ୟବସାୟୀ ସାରି ଟଙ୍କା ବ୍ୟାଗ୍‌କୁ...

srimandir..
ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ

ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ। ସୋଶାଲ୍‌ ମିଡିଆରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ଅପ୍‌ଲୋଡ୍‌ ହୋଇଥିବା ଦେଖିବାକୁ ମିଳିଛି। ଗୁଜରାଟର ହିତେଶ ସୋନାନି ନାମକ ଜଣେ ବ୍ୟକ୍ତି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି ଫଟୋକୁ ଅପ୍‌ଲୋଡ କରିଛନ୍ତି। ତେବେ ଏହି ଫଟୋକୁ ସେ...

accident
ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା

କେନ୍ଦୁଝର: ଅଟୋ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାମୁନଣ୍ଡା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ...

hockey india
ବିଶ୍ୱକପ୍‌ ହକି ଦଳରେ ଦୁଇ ଓଡ଼ିଆ

ଭୁବନେଶ୍ୱର: ବିଶ୍ୱ କପ୍ ହକି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଜଣ ଓଡ଼ିଆ ଖେଳାଳି। ଆଜି ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ଦଳରେ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ୨୦୧୭ରେ ବିଶ୍ୱ ହକି ଲିଗ ଫାଇନାଲରେ ଉଭୟ ଭାରତ ପାଇଁ ପ୍ରତିନିଧିତ୍ୱ...

khordha
ବନ୍ଧୁକ ଦେଖାଇ ଲୁଟି ନେଲେ ୬୦ ଲକ୍ଷ

ଖୋର୍ଦ୍ଧା: ବନ୍ଧୁକ ଦେଖାଇ ୬୦ ଲକ୍ଷ ଲୁଟି ନେଲେ। ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ିଆପଲୀରୁ। ଏକ ଘରୋଇ ସଂସ୍ଥା କର୍ମଚାରୀଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି। ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ମଝି ରାସ୍ତାରେ ଟଙ୍କା...

imfa
ରାଜନୈତିକ ଉଦ୍ଦେଶ୍ୟରେ କ୍ରୋମାଇଟ୍‌ ଖଣିରେ ଅଚଳାବସ୍ଥା ସୃଷ୍ଟି କରାଯାଉଛି !

ଭୁବନେଶ୍ୱର: ଗୋଟିଏ ପଟେ ମେକ୍-ଇନ୍-ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ କରି ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ କରୁଛନ୍ତି। ଅନ୍ୟପଟେ ଶାସକ ଦଳ ବିଧାୟକଙ୍କ ପ୍ରରୋଚନାରେ ରାଜ୍ୟର ପ୍ରତିଷ୍ଠିତ ଶିଳ୍ପସଂସ୍ଥାରେ ସୃଷ୍ଟି କରାଯାଉଛି ଅଶାନ୍ତିର ବାତାବରଣ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଦେଖା ଦେଇଥିବା ଅଚଳାବସ୍ଥାକୁ ନେଇ...

make in odisha
ଏମିତି ସଫଳ ହୋଇଛି ମେକ୍‌-ଇନ୍‌-ଓଡ଼ିଶା: ୨ ବର୍ଷରେ ଉତ୍ପାଦନ ସ୍ଥିତିକୁ ଆସିଛନ୍ତି ମାତ୍ର ୩ଟି ସଂସ୍ଥା

ଭୁବନେଶ୍ୱର: ଦୁଇ ବର୍ଷରେ ଉତ୍ପାଦନ କରିବା ସ୍ଥିତିକୁ ଆସିଛନ୍ତି ମାତ୍ର ୩ଟି ଶିଳ୍ପ ସଂସ୍ଥା। ୨୦୧୬ରେ ଆୟୋଜିତ ମେକ୍ ଇନ ଓଡିଶା ପ୍ରଥମ ସଂସ୍କରଣର ସଫଳତା କଥା କହିବା ବେଳେ ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସେଥିରେ ୧୨୪ଟି ସଂସ୍ଥା ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ...

jaypur
ଜୟପୁର ରାଜନଅର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ରାଜନଅର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର ଗିରଫ ହୋଇଛି। ଏନେଇ ଜୟପୁର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି। ଗତ ସେପ୍ଟେମ୍ବର ୨୫ ତାରିଖରେ ଗୁଳିକାଣ୍ଡ ପରେ ବିକାଶ ଓ ତା’ର ସହଯୋଗୀ ଫେରାର...