News Fuse | Know BJD leaders who graced the occasion of Makar Ustav in Gopalpur ବୁଝିଲୁ ନାରଣ! ଗୋପାଳପୁରରେ ବିଜେଡିର
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
Apana eka nuhanti OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଏହା ଅନ୍ଧବିଶ୍ୱାସ ହୋଇଥାଇପାରେ କିନ୍ତୁ ଏହା ଉପରେ ଲୋକଙ୍କ ଆସ୍ଥା ରହିଛି। ଆସ୍ଥା ପାଇଁ ଲୋକ ଏଠାକୁ ଧାଇଁ ଆସୁଛନ୍ତି।
ସ୍ମିଥଙ୍କୁ ପ୍ରଥମେ ଏକ କୋଠରୀକୁ ନିଆଯାଇଥିଲା ଏବଂ ଏକ ଷ୍ଟ୍ରେଚରରେ ବାନ୍ଧି ଦିଆଯାଇଥିଲା । ତାଙ୍କ ମୁହଁରେ ଏକ ଇଣ୍ଡଷ୍ଟ୍ରିଆଲ୍ ମାସ୍କ ପିନ୍ଧାଯାଇ ନାଇଟ୍ରୋଜେନ୍ ଗ୍ୟାସ୍ ଛଡାଯାଇଥିଲା।
ସେମାନେ ଜର୍ଜିଆ ହସ୍ପିଟାଲରେ ବିକ୍ରି ହୋଇଥିବା ଅନେକ ଶିଶୁଙ୍କ ମଧ୍ୟରୁ ମାତ୍ର ଦୁଇ ଜଣ ଥିଲେ। ଦୀର୍ଘ ୧୯ବର୍ଷ ଧରି ଗୋଟିଏ ସହରରେ ରହୁଥିବା ବେଳେ ପରସ୍ପରକୁ ଚିହ୍ନ ନଥିଲେ।
କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ପ୍ରଦର୍ଶନ କରିଛି ଭାରତୀୟ ସେନା। ସେନାର ଏମଆଇ-୧୭ହେଲିକପ୍ଟର ପ୍ଲାଇପ୍ଲାଷ୍ଟ କରିଛି। ଫ୍ରାନ୍ସ ସେନାର ଏକ ଟିମ ମ୍ୟୁଜିକ ବ୍ୟାଣ୍ଡ ସହ ମାର୍ଚ୍ଚ କରିଛି।
ଫ୍ରାନ୍ସରେ ପଢିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭିସା ପ୍ରକ୍ରିୟା ସହଜ କରାଯିବ । ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଫ୍ରାନ୍ସରେ ଅଧ୍ୟୟନ କରିବା ପାଇଁ ଫ୍ରାନ୍ସ ସରକାର ପୂର୍ବରୁ ଅନେକ ପଦକ୍ଷେପ ଆପଣାଇଛନ୍ତି ।
#ଖରାବେଳିଆ_ପେଟେ_ଖାଇଯିବେ.. ଜଲଦି ଯାଇକି ଦେଶୀ କୁକୁଡ଼ା କିଣି ଆଣନ୍ତୁ..
ପ୍ରତାପ ନନାଙ୍କ ଗୁରୁ ଭକ୍ତି ଦେଖି ମୁଣ୍ଡିଆ ମାରିଲା ନାରଣ.. #ପ୍ରତାପ_ନନାଙ୍କୁ_ମିଳିଲା_ଗୁରୁଙ୍କ_ଆଶୀର୍ବାଦ ପ୍ରତାପ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ହଇଓ ସଚ୍ଚି ବାବୁ ମଦ କାହିଁକି ପିଉଛ ? #ସରକାରଙ୍କ_କଥା_ମାନିକି_ପିଇଦେଉଛି.. ହଇଓ
ଶିଖନ୍ତୁ ପନିର୍ ଫୁଲ.. ଆଜି ଗୁରୁବାର ଘରେ ବନାନ୍ତୁ.. ବଟର୍ ପନିର, ପନିର
This show is the most challenging show as it focuses on resolving real life issues of the people. It looks into family complications, misunderstanding
ଛାତ୍ର ଜଣକ ଅଟୋ-ରିକ୍ସାରୁ ଓହ୍ଲାଇବା ମାତ୍ରେ ଲୋକମାନେ ତାଙ୍କୁ ଘେରିଯାଇ ଚାପୁଡ଼ା ମାରିଥିଲେ। କିଛି ଲୋକ ତାଙ୍କୁ ଟାଣି ଟାଣି ମନ୍ଦିରକୁ ନେଇ ଯାଇଥିଲେ।
‘ରାମ ରାଜ୍ୟରୁ ପ୍ରେରଣା ନେଇ ଦିଲ୍ଲୀରେ ସରକାର ଚଳାଇବାକୁ ଚେଷ୍ଟା କରୁଛୁ। ଏହା ଅଧୀନରେ କେହି ଭୋକିଲା ରହିବେ ନାହିଁ ଏବଂ ସମସ୍ତଙ୍କୁ ଘର ଯୋଗାଇ ଦିଆଯିବ।’
ବାଲକୃଷ୍ଣଙ୍କ ଘରୁ ନଗଦ ଟଙ୍କା ଗଣିବା ମେସିନ ବି ମିଳିଛି। ଆଜି ବି ଚଢାଉ ଜାରି ରହିଛି। ଏଯାଏ ତଦନ୍ତକାରୀ ଟିମ୍ ବାଲକୃଷ୍ଣଙ୍କ ୪ଟି ଲକର୍ ଠାବ କରିଛନ୍ତି ।
ଥାଇଲାଣ୍ଡ ଆକାଶର ୧୦ହଜାର ଫୁଟ ଉଚ୍ଚରେ ଯାଇ ସମସ୍ତଙ୍କୁ ଚକିତ କରିଦେଛନ୍ତି। ସ୍କାଏ ଡାଇଭିଂ କରି ‘ ଜୟ ଶ୍ରୀରାମ’ ଲେଖାଥିବା ଏକ ଧ୍ୱଜା ଉଡାଇଛନ୍ତି।