Advertisment

ରାଜଧାନୀରେ ରହିବାକୁ ଲାଗିଲାଣି ଡର, ଘର ଛାଡ଼ି ଗଲାମାନେ ହେଉଛି ଚୋରି..!

ଚୋରଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଷ୍ଟର ମାରିଥିଲା ପୋଲିସ, ହେଲେ ସେମିତି କିଛି ସଫଳତା ପାଇନଥିବା ଅଭିଯୋଗ ହୋଇଛି ।

author-image
Otv Khabar Bureau

ଚୋରଙ୍କ ଅମରାବତୀ ସାଜିଛି ରାଜଧାନୀ ଭୁବନେଶ୍ୱର ଘର, ଆପାର୍ଟମେଣ୍ଟରେ ବୁଲାଉଛନ୍ତି କଳାକନା ଦିନ ଦ୍ୱିପ୍ରହରରେ ଲୁଟ କରି ପୋଲିସକୁ ଦେଉଛନ୍ତି ଚାଲେଞ୍ଜ ରାଜଧାନୀ ଭୁବନେଶ୍ୱରରେ ଚୋରି ବଢୁଥିବା ବେଳେ, ରାଜଧାନୀ ବାସିନ୍ଦାଙ୍କ ଭିତରେ ପଶିଛି ଛନକା । ସ୍ଥିତି ଏପରି ହୋଇଛି କି ଦିନ ବେଳା ବି ଘରେ ତାଲା ପକାଇବାକୁ ବାଧ୍ୟ ହେଉଛନ୍ତି ଲୋକେ ।

Advertisment
Loot Looters Gang
Advertisment
Advertisment