#ମୁଁ_ଯଦି_ନଷ୍ଟ_ମୂଳଦୁଆ_କିଏ_ତିଆରି_କରିଛି ? ବାପା ମା’ ତିଆରି କଲେ, ଗୁରୁଜନ
ଜୀବନର ଲକ୍ଷ୍ୟ କଣ ହେବା ଉଚିତ୍ ? ଆଜି ହେଉଛି ମୋର ଶେଷ ଦିନ..କାଲି ଆମେ
କେଉଁଠିଥାଏ ଚାବିପେନ୍ଥା ? ଚାବିପେନ୍ଥାରେ ଗୁନ୍ଥା ଆମ ଜୀବନ । କିଏ
ଦୁର୍ଗୁଣ କେଉଁଠି ଦରକାରୀ ? ଦୁର୍ଗୁଣ କାହାକୁ କୁହାଯାଏ ?କେଉଁଠି ଦରକାର
This show is the most challenging show as it focuses on resolving real life issues of the people. It looks into family complications, misunderstanding
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଚୋରଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । କିଛି ଦିନ ତଳେ ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଷ୍ଟର ମାରିଥିଲା ପୋଲିସ, ହେଲେ ସେମିତି କିଛି ସଫଳତା ପାଇନଥିବା ଅଭିଯୋଗ ହୋଇଛି ।
ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି ।
ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପ୍ରଥମ ପେପରରେ ଭଲ କରିବାକୁ ପିଲା ରିଭିଜନ ଚଳାଇଥିବା ବେଳେ ବୋର୍ଡ ପକ୍ଷରୁ ପ୍ରସ୍ତୁତିକୁ ଦିଆଯାଉଛି ଶେଷ ସ୍ପର୍ଶ ।
ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।
କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।
ପୁଣି ବିଫଳ ହେଲେ ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ଏମ୍ଏସ୍ପିରେ ୫ ବର୍ଷର ଚୁକ୍ତିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା କିଷାନ ମୋର୍ଚ୍ଚା...
ପଛରେ ପାକିସ୍ତାନ, ଆଗରେ ଟାଟା ଗ୍ରୁପ୍ । ଅନ୍ୟ ଏକ ସଫଳତା ଟାଟା ଗ୍ରୁପ୍ ନାମରେ ସାମିଲ ହୋଇଛି । ପାକିସ୍ତାନ GDPକୁ କାଟିଛି ‘Tata Group’...
ହିନ୍ଦୁ ଧର୍ମରେ ସାଧୁ-ସନ୍ଥ ମାନଙ୍କର ମହତ୍ୱ ରହିଛି । ତେବେ କିଏ ଥିଲେ ପ୍ରଥମ ଅଘୋରୀ ? ଯିଏ ଜନ୍ମ ହେବାର ୩ ଦିଦ ପର୍ଯ୍ୟନ୍ତ କାନ୍ଦିନଥିଲେ କି କ୍ଷୀର ପିଇନଥିଲେ !
#ସୁସ୍ୱାଦୁ_ପାରିଜାତକ ଆଜିର ରାନ୍ଧଣାରେ ଶିଖନ୍ତୁ ପାରିଜାତକ #TasteOfOdisha
#ରାଜନୀତିରୁ_ହଟିବିନି ରାଜନୀତିରୁ ହଟିବାର ନାହିଁ ନିର୍ବାଚନ ଲଢ଼ିବାର
#ନେତାଏ_ଗଡ଼ିଲେ_୫_ବରଷେ ଫ୍ୟୁଜ ଆମର ମତାମତ ଆପଣଙ୍କର ‘ନେତାଏ ଗଡ଼ିଲେ୫
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
Doctor Doctor | Lifestyle Diseases & Cure through Ayurveda | Doctor Susmita Otta OdishaTV is Odisha\'s no 1 News Channel. OTV being the first private
ବିମାନ ପହଁଚିବାର ଅଧଘଣ୍ଟା ଭିତରେ ଯାତ୍ରୀଙ୍କୁ ସେମାନଙ୍କ ଜିନିଷ ଦିଅ । ସମସ୍ତ ଏୟାରଲାଇନ୍ସକୁ ଏଭଳି ନିର୍ଦ୍ଦେଶ ଦେଇଛି ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି।