ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଏକ ମିନି ଟ୍ରକ୍ ଓଲଟି ପଡ଼ିବା ଫଳରେ ୧୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବଣାଇ ମେଡିକାଲ୍ରେ ସେମାନଙ୍କର ଚିକିତ୍ସା ଚାଲିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଏହି ସମସ୍ତ ଯାତ୍ରୀ...
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ବାସୀଙ୍କ ବିଭିନ୍ନ ଦାବି ନେଇ ବେଲପାହାଡ଼ ନାଗରିକ ମଞ୍ଚ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି। ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲେ ବି ଦାବି ପୂରଣ ନେଇ କୌଣସି ପ୍ରତିଶ୍ରୁତି ନ ମିଳିବାରୁ...
ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ଓ ଦାରୁ ଚୟନ ଡିଲ୍ ଅଭିଯୋଗ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍। ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ବିଜେପି ଦାବି କରିଛି ତୁରନ୍ତ FIR ଦିଆଯାଉ ନ ହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ସିବିଆଇ ତଦନ୍ତ...
ଅନୁଗୁଳ: ଅନୁଗୁଳ ସାତକୋଶିଆରେ ମହାବଳ ବାଘର ମୃତ୍ୟୁ। ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ବାଘର ମୃତଦେହ ସାତକୋଶିଆର କୋର୍ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏ ନେଇ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪ ତାରିଖ ଦିନ ଗୋଟାଏ...
ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ। ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଏଲ୍ସା ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ସଂପର୍କିତ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଅଭିନେତ୍ରୀ ଏଲ୍ସା ନିର୍ଦ୍ଦେଶକଙ୍କ ବିରୋଧରେ...
ଭୁବନେଶ୍ୱର: ରାଜଧାନୀରେ ଛିନ୍ତାଇ ଆତଙ୍କ। ଲୁଟେରାମାନେ ଚଳନ୍ତା ବାଇକରେ ମହିଳାଙ୍କୁ ଟାର୍ଗେଟ କରି ମୋବାଇଲ, ଚେନ୍, ପର୍ସ ଇତ୍ୟାଦି ଲୁଟି ନେଉଛନ୍ତି। ସେପଟେ ଚଳନ୍ତା ଗା଼ଡିରୁ ପଡି ଲୁଟ୍ର ଶିକାର ହେଉଥିବା ମହିଳା ଲହୁଲୁହାଣ ହେଉଛନ୍ତି। ରାଜଧାନୀରେ ଦିନ ଦ୍ୱିପ୍ରହରେ ଖୁଲମ୍ଖୁଲା ଭାବେ ଏଭଳି ଲୁଟ୍ ଚାଲିଥିଲେ ବି...
ଖୋର୍ଦ୍ଧା: ମାତିଛନ୍ତି ଲୁଟେରା। ଆଉ ଟାର୍ଗେଟ୍ରେ ଏଟିଏମ୍। ଗୋଟିଏ ପରେ ଗୋଟିଏ ଏଟିଏମ୍ ଲୁଟ୍ କରିବାରେ ଲାଗିଛନ୍ତି ଏହି ଲୁଟେରା। ଖୋର୍ଦ୍ଧା ଜିଲ୍ଲା ବାଜପୁର ନିକଟ ନନ୍ଦପୁରରେ ଇଣ୍ଡିକ୍ୟାଶ୍ ATM ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୁଲିସ୍ ଘଟଣାସ୍ଥଳରେ...
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ଗଜ ଆଜି ରାତିରେ ଦକ୍ଷିଣ ତାମିଲନାଡୁ ନିକଟ ନାଗାପାଟ୍ଟିନମ୍ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀରେ...
ଭୁବନେଶ୍ୱର: ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବର ଟିକେଟ୍ ବିକ୍ରିକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା ସୃଷ୍ଟି ହୋଇଛି। ଟିକେଟ୍ ନ ମିଳିବାରୁ ଉତ୍ତ୍ୟକ୍ତ ଲୋକମାନେ ୯ ନମ୍ୱର ଗେଟ୍ ଟିକେଟ୍ କାଉଣ୍ଟର ଭଙ୍ଗାରୁଜା କରିଛନ୍ତି। ଏପରିକି ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ୍ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଛି। ସୂଚନା...
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ଶକ୍ତ ଧକ୍କା। ଅନୁଗୁଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳ ବାଘ ‘ମହାବୀର’କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗତକାଲି ସାତକୋଶିଆ କୋର୍ ଅଞ୍ଚଳରୁ ଯୁବ ମହାବଳ ମହାବୀରର ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ବନବିଭାଗ ତରଫରୁ କୌଣସି ସ୍ପଷ୍ଟୀକରଣ...
ପୁରୀ: ଶ୍ରୀମନ୍ଦିରରେ ମହାପ୍ରସାଦର ଦାମ୍ ତାଲିକା ବ୍ୟବସ୍ଥା କରାଯିବ। କାର୍ତ୍ତିକ ମାସ ପରେ ମହାପ୍ରସାଦର ଦାମ୍ ତାଲିକା ବ୍ୟବସ୍ଥା ହେବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ମହାପ୍ରସାଦ ପ୍ରସ୍ତୁତି ନେଇ...
ନୂଆପଡ଼ା: ମୋଷ୍ଟ୍ ୱାଣ୍ଟେଡ୍ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ। ନୂଆପଡ଼ା ଏସ୍ପିଙ୍କ ନିକଟରେ ମହିଳା ମାଓବାଦୀ ଡାଲ୍ମତି ପହରିଆ ଆଜି ଆତ୍ମସମର୍ପଣ କରିଛନ୍ତି। ତାଙ୍କ ଘର ସିନାପାଲିର କୁନ୍ଦନଝରିଆ ଗାଁରେ। ତାଙ୍କୁ ବଳପୂର୍ବକ ଭାବେ ମାଓବାଦୀ ସଂଗଠନରେ ସାମିଲ କରାଯାଇଥିଲା ବୋଲି ସୂଚନା ମିଳିଛି। ଗତ ଜୁନ ମାସରୁ ସେ...
ଲସ୍ଏଞ୍ଜେଲ୍ସ: ମନୋରଞ୍ଜନର ଖୋରାକ୍ ଯୋଗାଇବା ପାଇଁ ବିଭିନ୍ନ ସୁପରହିରୋ ଓ କମିକ୍ ଚରିତ୍ରଙ୍କୁ ତିଆରି କରିଥିବା ଷ୍ଟାନ୍ ଲିଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ ମାର୍ଭଲ କମିକ୍ସ୍ର ବର୍ଷୀୟାନ ଲେଖକ, ସମ୍ପାଦକ ଓ ପ୍ରକାଶକ ଥିଲେ। ସ୍ପାଇଡର୍ ମ୍ୟାନ୍, ଆଇରନ୍ ମ୍ୟାନ୍, ଏକ୍ସ-ମେନ୍, ଦ...
ଗଞ୍ଜାମ: କିଛି ଦିନର ବ୍ୟବଧାନ ପରେ ଗଞ୍ଜାମରେ ପୁଣି ଥରେ ଏନ୍କାଉଣ୍ଟର। ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ବେଣୁ ବାରିକ ଆହତ ହୋଇଛି। ବେଣୁର ବାମ ଗୋଡ଼ରେ ଗୁଳି ବାଜିଛି। ବୁଗୁଡ଼ା ଥାନା ରାମପାଦ ଜଙ୍ଗଲରେ ପୁଲିସ୍ ଏହି ଏନ୍କାଉଣ୍ଟର କରିଛି। ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲ ଭିତରେ ବେଣୁ...
କଟକ: ଜଗତସିଂହପୁର-କଟକ ରାସ୍ତାର କନ୍ଦରପୁର ନିକଟ ଅଥଙ୍ଗାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା କାଟସିଂହପୁରର ବିବେକାନନ୍ଦ ଦାସ ଓ ଆହତ ଜଣକ ହେଲେ ଗଉଡ଼ୁଣି ପଡ଼ିଆ ଗାଁର ଜ୍ୟୋତି ରଞ୍ଜନ ସାଠୁଆ।...
ଭୁବନେଶ୍ୱର: ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ। ଭୋଗପୁର-ପାଂସକୁରା ମଧ୍ୟରେ ଧଉଳି ଏକ୍ସପ୍ରେସ୍ର ଗୋଟିଏ ବଗି ଲାଇନ୍ଚ୍ୟୁତ୍ ହୋଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି। ଯେଉଁ ବଗିଟି ଲାଇନ୍ଚ୍ୟୁତ ହୋଇଛି ସେଥିରେ ୮୫ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି। ହାୱଡ଼ା ଏବଂ ଖଡଗପୁର ମଧ୍ୟରେ ରହିଛି ପାଂସକୁରା।...
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ଗାଜା’ ନଭେମ୍ବର ୧୫ରେ ତାମିଲନାଡୁ ଉପକୂଳର କଡ୍ଡାଲୋର୍ ଓ ପାମ୍ବନ ମଝିରେ ଛୁଇଁବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପରିସ୍ଥିତିର ମୁକାବିଲା ପାଇଁ ତାମିଲନାଡୁ ସରକାରଙ୍କ ପକ୍ଷରୁ...
କଟକ: ବର୍ଷୀୟାନ ଓଡ଼ିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ। କଟକର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସେ ଅନେକ ଲୋକପ୍ରିୟ ଓଡ଼ିଆ...
ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଆଉ ୩ ହଜାର କୋଟି ଟଙ୍କା ନିବେଶ କରିବ। ଯାହା ମୁଖ୍ୟତଃ ଡିଜିଟାଲ୍ କ୍ଷେତ୍ରରେ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ସୂଚନା ଦେଇଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ସୁବିଧା ସୁଯୋଗ...
କଟକ: ଆଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ୍-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ ହେବାର ଥିଲା। ତେବେ ଚାର୍ଜସିଟ୍ ଦାଖଲ ହୋଇପାରି ନଥିବାରୁ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କନଷ୍ଟେବଲଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...