ପୁରୀ: ଏବେ ରାଜ୍ୟ ରାଜନୀତିର ମାହୋଲ ସରଗରମ। ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଭିୱେଟ୍। ଏ ମଧ୍ୟରେ ବିଜେପି ପାଇଁ ପ୍ରଚାର କରିବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ପୀୟୂଷ ଗୋଏଲ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ପୁରୀ ଜିଲ୍ଲାର ସତ୍ୟବାଦୀ...
ମାଲକାନଗିରି(ଜିତେନ୍ଦ୍ର ବେଉରା): ଜେଲ୍ରୁ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇ ଫେରୁଥିବା ବେଳେ ଅଧା ବାଟରୁ ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି। ମାଲକାନଗିରି ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଚମ୍ପଟ୍ ମାରିଥିବା ବିଚାରାଧୀନ କଏଦୀଙ୍କ ନାଁ ରାଜୁ ବରେଇ। ସୂଚନା ଅନୁସାରେ, ଗଞ୍ଜେଇ କାରବାର ସହିତ ଜଡ଼ିତ ଏକ ମାମଲାରେ ଗିରଫ ହୋଇ...
କେନ୍ଦ୍ରାପଡ଼ା: ପୁରୀ ସ୍ୱର୍ଗଦ୍ୱାରରେ ଦିବଙ୍ଗତ ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍ଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଗତକାଲି କେନ୍ଦ୍ରାପଡ଼ାରେ ଶେଷ ଦର୍ଶନ ପରେ ତାଙ୍କୁ ପୁରୀକୁ ଅଣାଯାଇଥିଲା। ପରେ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ କ୍ରିୟା ସଂପନ୍ନ ହୋଇଥିଲା। ଗତକାଲି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସ୍ଥିତ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ବାସଭବନକୁ ଯାଇ ବିଜେପି...