ଅନୁଗୁଳ: ଲକ୍ଡାଉନ୍ ସମୟରେ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ଅନୁଗୁଳ ପୁଲିସ୍ ୪୩ ଜଣଙ୍କୁ ଗିରଫ କରିଛି। ଅନୁଗୁଳ ସହର ଉପକଣ୍ଠ କରଡାଗାଡିଆରେ ମଦ କାରବାର ହେଉଥିବା ଖବର ପାଇ ଗତକାଲି ଏକ ଦେଶୀ ମଦଭାଟି ଉପରେ ପୁଲିସ୍ ଚଢାଉ କରିଥିଲା। ଚଢାଉରେ ସମୟରେ ପୁଲିସ୍ ୪ହଜାର ୪୪୦...
ଭଦ୍ରକ: କରୋନା ସ୍ଥିତିକୁ ନେଇ ଭଦ୍ରକ ଜିଲ୍ଲାର ଆଉ ୫ଟି ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ପ୍ରଶାସନ। କଣ୍ଟେନ୍ମେଣ୍ଟ ଜୋନ୍ରେ ଧାମନଗର ବ୍ଲକର ୩ଟି ଓ ତିହିଡ଼ି ବ୍ଲକର ୨ଟି ପଞ୍ଚାୟତ ରହିଛି। ଧାମନଗରର କଲ୍ୟାଣୀ, ଖଡ଼ିପଦା ଓ ଆନନ୍ଦପୁର ପଞ୍ଚାୟତକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ...
ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ରେସିଡେନସିଆଲ ଓ ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥିବା ଦୋକାନ ଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି। ନିର୍ଦ୍ଦେଶାନୁସାରେ,...
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହିତ ଲଢେଇ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ପରୀକ୍ଷାମୂଳକ ଭାବେ କରୋନା ଆକ୍ରାନ୍ତଙ୍କ ଶରୀରରେ ପ୍ରୟୋଗ କରାଯାଇଥିବା ପ୍ଲାଜ୍ମା ଥେରାପି ସଫଳ ହେଉଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଚାରି ଜଣ କରୋନା...
ଭୁବନେଶ୍ୱର: ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ...
ନୂଆଦିଲ୍ଲୀ: ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପରୀକ୍ଷଣ ହୋଇଥିବା ଆଣ୍ଟି-ଭାଇରାଲ୍ ଔଷଧ ରେମଡେସିଭିରକୁ ନେଇ ଡାକ୍ତରଙ୍କ ଆଶାର କିରଣ ମଉଳି ଯାଇଥିବା କୁହାଯାଉଛି। ସୂଚନା ଅନୁସାରେ, କ୍ଲିନିକାଲ୍ ଟେଷ୍ଟରେ ରେମଡେସିଭିର ବିଫଳ ହୋଇଛି। ଏହି ଔଷଧର ପରୀକ୍ଷଣ ଚୀନ ନିଜ...
ୱାଶିଂଟନ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି ଅନେକ...
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ମତ ରଖିଛନ୍ତି। କିଛି ଦିନ ହେଲା କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବା ଖବର ପ୍ରକାଶ ପାଇବାରେ ଲାଗିଛି। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା କୁହାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ...
ମୁମ୍ବାଇ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ। ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଥାନେର ଏକ ଘରୋଇ ହସ୍ପିଟାଲରେ ୫୪ ବର୍ଷୀୟ ଜିତେନ୍ଦ୍ର ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ଯେଉଁଥିରେ ରିପୋର୍ଟ କରୋନା ପଜିଟିଭ...
ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର୍ ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଥିଲା। ଏପ୍ରିଲ ୧୮ରେ ଏହି ଶୋ’ ସମାପ୍ତ ହୋଇଥିଲା। ଏବେ ଉତ୍ତର ରାମାୟଣ ପୁନଃ ପ୍ରସାରିତ ହେଉଛି। ଦୀର୍ଘ ବର୍ଷ ପରେ ଟିଭି...
ଶ୍ରୀନଗର: ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱରେ କାୟା ମେଲାଇ ମୁଣ୍ଡ ପରେ ମୁଣ୍ଡ ନେଉଥିବା ବେଳେ ପାକିସ୍ତାନ ଚିରାଚରିତ ଢଙ୍ଗରେ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ସବୁବେଳେ ଆତଙ୍କୀ ପଠାଇ ଭାରତକୁ ରକ୍ତରଞ୍ଜିତ କରୁଥିବା ପାକିସ୍ତାନ ଏଥର ରଚିବାକୁ ଯାଉଛି ନୂଆ ପ୍ରକାର କୁତ୍ସିତ ଷଡ଼ଯନ୍ତ୍ର।...
ନୂଆଦିଲ୍ଲୀ: ନିକଟରେ OnePlus ଏହାର ଲାଟେଷ୍ଟ OnePlus 8 ସିରିଜ ଭାରତୀୟ ମାର୍କେଟରେ ଲଞ୍ଚ କରିଛି। OnePlus 8 ଓ OnePlus 8 Pro ହେଉଛି, ଯଥାକ୍ରମେ OnePlus 7T ଓ OnePlus 7T Proର higher ଭର୍ସନ। OnePlus ଭାରତରେ ଏହାର ନୂଆ ସ୍ମାର୍ଟ ଫୋନ ଲଞ୍ଚ...
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ନାହିଁ ବର୍ଦ୍ଧିତ ମହଙ୍ଗା ଭତ୍ତା(DA)। ସେହିପରି କେନ୍ଦ୍ର ସରକାରଙ୍କ ପେନ୍ସନ୍ଧାରୀଙ୍କୁ ମଧ୍ୟ ବର୍ଦ୍ଧିତ ଡିୟରନେସ୍ ରିଲିଫ୍ ବା DR ମଧ୍ୟ ମିଳିବ ନାହିଁ। ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ମହାମାରୀ କରୋନା ଯୋଗୁ ଦେଶର...
ନୂଆଦିଲ୍ଲୀ: ସାରାଦେଶ ଏବେ କରୋନା ବିରୋଧରେ ଲଢେଇ କରୁଛନ୍ତି। ସାଧାରଣ ଜନତାଙ୍କଠୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମସ୍ତେ ଏହି ଲଢେଇରେ ସାମିଲ ହୋଇଛନ୍ତି। ଏସବୁ ଭିତରେ ଭାରତୀୟ ରେଳ ବିଭାଗ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି। ଦେଶରେ ଥିବା ରେଲୱେ କିଚେନ ଗୁଡିକରୁ ପ୍ରତ୍ୟେକ...
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦ କରୋନା ଲଢ଼େଇରେ ନିଜକୁ ସମର୍ପିତ କରିଛନ୍ତି। ଦେଶର ପ୍ରଥମ ମହିଳା ହୋଇଥିଲେ ହେଁ ସବିତା କୋବିନ୍ଦ, କରୋନା କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସିଲେଇ ମେସିନ୍ ସାହାଯ୍ୟରେ ମାସ୍କ ତିଆରି କରିଛନ୍ତି। ରାଷ୍ଟ୍ରପତି ଇଷ୍ଟେଟର ଶକ୍ତି ହାଟରେ...
ୱାଶିଂଟନ୍: ମହାମାରୀ କରୋନା ଭାଇରସ ଏବେ ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ପୂର୍ବରୁ କୁକୁର ଓ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିବାବେଳେ ଏବେ ପ୍ରଥମଥର ପାଇଁ ଦୁଇଟି ପୋଷା ବିଲେଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ବିଲେଇ ଦ୍ୱୟ ଶରୀରରେ କରୋନା...
ମୁମ୍ବାଇ: ପୁଣି ଜଣେ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ। ରିପବ୍ଲିକ ମିଡିଆ ନେଟୱର୍କର Editor-in-Chief ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା କରିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ କାରରେ ଷ୍ଟୁଡିଓରୁ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଉପରକୁ...
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୪୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜି ୧୪ ଶହରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୮୫୯ ପହଞ୍ଚି...
ନୂଆଦିଲ୍ଲୀ: କରୋନା ମୁକାବିଲାକୁ ନେଇ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏପ୍ରିଲ ୨୭ ତାରିଖ ସକାଳ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ଆରମ୍ଭ ହେବ। ଏହି ସମୟରେ ରାଜ୍ୟଗୁଡ଼ିକର କରୋନା ସ୍ଥିତି...
ମିଳିତ ଜାତିସଂଘ(ୟୁଏନ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରୁଛି। କରୋନା ଯୋଗୁ ସାରା ବିଶ୍ୱରେ ଦୟନୀୟ ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଅର୍ଥନୀତି ଠାରୁ ଆରମ୍ଭ କରି ଲୋକଙ୍କ ଜୀବନ ଶୈଳୀ କରୋନା ଯୋଗୁ ପ୍ରଭାବିତ ହୋଇଛି। କରୋନା ବିପତ୍ତି ଟଳିବା ପରେ ସାରା ବିଶ୍ୱବାସୀ...