ମୁମ୍ବାଇ: ଲକ୍ଡାଉନ୍ ବେଳେ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଡାକ୍ତର।ଏକ ନବଜାତ ଶିଶୁର ଜୀବନ ବଞ୍ଚାଇବା ପାଇଁ ମହାରାଷ୍ଟ୍ର ଆଲିବାଗ୍ର ଜଣେ ଡାକ୍ତରଙ୍କ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା। ଏହି ଶିଶୁଟି ଜନ୍ମ ହେବାର ମାତ୍ର କିଛି ମିନିଟ୍ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ...
ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ବିଶ୍ୱବାସୀ ଏକାଠି ହୋଇ ଏହାର ମୁକାବିଲା କରୁଛନ୍ତି। ଏଭଳି ସଙ୍କଟ ବେଳେ ଅନ୍ୟ ଦେଶର ଆବଶ୍ୟକତାକୁ ଦେଖି ଭାରତ ସହଯୋଗର ହାତ ବଢ଼ାଉଛି। ପ୍ରଥମେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ରପ୍ତାନୀ କରିବ ବୋଲି ଘୋଷଣା କରିବା ପରେ ଏବେ...
ନୂଆଦିଲ୍ଲୀ: ଏୟାରଟେଲ ଓ ଜିଓ ଭଳି ଭୋଡାଫୋନ-ଆଇଡିଆ ମଧ୍ୟ ସେମାନଙ୍କର ଗ୍ରାହକଙ୍କ ପାଇଁ ନୂଆ ପ୍ରୋଗ୍ରାମ #RechargeforGood ଆରମ୍ଭ କରିଛନ୍ତି। ଏହି ପ୍ରୋଗ୍ରାମ ଅନୁସାରେ ଯଦି କୌଣସି ଭୋଡାଫୋନ କିମ୍ବା ଆଇଡିଆ ଗ୍ରାହକ, ଅନ୍ୟ ଗ୍ରାହକଙ୍କ ପ୍ରିପେଡ ଆକାଉଣ୍ଟ ପାଇଁ ରିଚାର୍ଜ କରନ୍ତି, ତା’ହେଲେ ସମ୍ପୃକ୍ତ ଗ୍ରାହକଙ୍କୁ ୬...
ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତାଙ୍କୁ ଆଇସିୟୁରୁ ରେଗୁଲାର ୱାର୍ଡକୁ ଅଣାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖା ଯାଇଛି। ବୋରିସ ଜନସନ ଆଇସିୟୁରୁ ବାହାରି ଥିବାରୁ ଆମେରିକା ରାଷ୍ଟ୍ରପତି...
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରାଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ କରାଯାଇଛି। ଏପ୍ରିଲ ୧୪ରେ ଏହି ଲକ୍ଡାଉନ୍ ଅବଧି ଶେଷ ହେଉଛି। ଲକ୍ଡାଉନ୍ ଅବଧି ବୃଦ୍ଧି ହେବ ନା ନାହିଁ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି। ତେବେ ଏହି ...
ଚଣ୍ଡୀଗଡ଼: ସାରାଦେଶ ଏବେ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଏଭଳି କଠିନ ସମୟରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଅନେକ ସଂସ୍ଥା, ଏପରିକି ସାଧାରଣ ଲୋକ ମଧ୍ୟ ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଏସବୁ ଭିତରେ ହରିୟାଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ହରିୟାଣା ସ୍ୱାସ୍ଥ୍ୟ...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୫୭୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୫୦୩ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି।...
ନୂଆଦିଲ୍ଲୀ: ଇସ୍ରାଏଲକୁ କ୍ଲୋରୋକୁଇନ୍ ଯୋଗାଇବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ। ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଥ୍ୟାଙ୍କ ୟୁ ମାଇଁ ଡିୟର ଫ୍ରେଣ୍ଡ ବୋଲି କହିଛନ୍ତି। Thank you, my dear friend @narendramodi, Prime Minister...
ନୂଆଦିଲ୍ଲୀ: ସାରା ବିଶ୍ୱରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ଟପିଛି। ସେହିପରି ମୃତ୍ଯୁ ସଂଖ୍ୟା ୯୫ ହଜାର ଟପିଛି। ଏହି ମହାମାରୀ କବଳରେ ଏବେ ବିଶ୍ୱର ୨୦୯ ଦେଶ। ଆକ୍ରାନ୍ତଙ୍କ ମଧ୍ୟରୁ ୩ ଲକ୍ଷ ୫୬ ହଜାର ୬୫୬ଜଣ ସୁସ୍ଥ ହୋଇଛନ୍ତି। ଆମେରିକାରେ ଦିନକୁ ଦିନ...
ଭୁବନେଶ୍ବର: ସାମାଜିକ ଅନୁଷ୍ଠାନ ବନଫୁଲ ସହଯୋଗ ସମିତି ପକ୍ଷରୁ ରାଜ୍ୟର ଅସହାୟ, ରୋଗୀ, ଗରିବ ଓ ନିରାଶ୍ରୟମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ପେଣ୍ଠ ଗାଁର ଚାଷୀ ଦଧିବାମନ ସାହୁଙ୍କ ବ୍ରେନ୍ ଷ୍ଟ୍ରୋକ ଖବର ପାଇ ବନଫୁଲ ସହଯୋଗ ସମିତି ତାଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ...
ନୂଆଦିଲ୍ଲୀ: କିଏ ଏହି ରହସ୍ୟମୟ ଜୀବ ? ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଏବେ ଦ୍ୱନ୍ଦ୍ୱରେ ପକାଇଛି। ପ୍ରକୃତରେ କଥାଟା ହେଲା, ଏବେ ସୋଶାଲ ମିଡିଆରେ ଏମିତି ଏକ ରହସ୍ୟମୟ ଜୀବର ଭିଡିଓ ଭାଇରାଲ୍ ହୋଇଛି ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ବେଶ ଆକର୍ଷିତ କରିଛି। କଳା ରଙ୍ଗର...
ଭୁବନେଶ୍ୱର: ଜୁନ୍ ୧୭ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ସାରାଦେଶରେ ଏପ୍ରିଲ ୧୪ ତାରିଖରେ ୨୧ ଦିନିଆ ଲକ୍ଡାଉନ୍ ଅବଧି ସରୁଥିବା ବେଳେ ଏହାକୁ ଏପ୍ରିଲ ୩୦ ତାରିଖ ଯାଏ...
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୬ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୫୦୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ...
ୱାଶିଂଟନ: ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେଇଛି। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଦିନ ଟ୍ୱିଟ କରି ଟ୍ରମ୍ପ କହିଛନ୍ତି, ‘HCQକୁ ନେଇ ଭାରତ ଓ ଭାରତୀୟଙ୍କ ନିଷ୍ପତ୍ତି...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ସାରା ବିଶ୍ୱରେ ମୃତ୍ଯୁ ସଂଖ୍ୟା ୮୮ ହଜାର ଟପିଛି। ସେହିପରି ମୋଟ ସଂକ୍ରମଣଙ୍କ ସଂଖ୍ୟା ୧୫ ଲକ୍ଷ ୧୮ ହଜାର ଟପିଲାଣି। ଏହି ମହାମାରୀ କବଳରେ ଏବେ ବିଶ୍ୱର ୨୦୯ ଦେଶ। ତେବେ ଦିନକୁ ଦିନ ଆମେରିକାରେ ସ୍ଥିତି ଉଦବେଗଜନକ ଆଡକୁ ଗତି କରୁଛି।...
ମୁମ୍ବାଇ: ମହାମାରୀ କରୋନା ପାଇଁ ମୁମ୍ବାଇ ଓ ପୁଣେରେ ଲକଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ମହାରାଷ୍ଟ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ବୈଠକ ସମ୍ପର୍କରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇ ନଥିଲେ ହେଁ ମୁମ୍ବାଇ ଓ ପୁଣେରେ...
ମୁମ୍ବାଇ: ମହାମାରୀ କରୋନାର ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ମୁମ୍ବାଇରେ ନୂଆ ନିୟମ ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏଠାରେ ଲୋକଙ୍କୁ ପବ୍ଲିକ ପ୍ଲେସରେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ ଅର୍ଥାତ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ଗିରଫ...