ଭଦ୍ରକ: ଟଙ୍କା ଡିପୋଜିଟ୍ କରିବା ପାଇଁ ବ୍ୟାଙ୍କ ଯାଉଥିବାବେଳେ ଜଣେ ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି। ସୂଚନ ଅନୁସାରେ, ତିହିଡ଼ିର ଜଣେ ଗ୍ୟାସ୍ ଏଜେନ୍ସି କର୍ମଚାରୀ ଟଙ୍କା ଡିପୋଜିଟ୍ କରିବା ପାଇଁ...
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା କୌଣସି ବ୍ୟକ୍ତି ଯଦି ନିୟମ ଉଲ୍ଲଂଘନ କରନ୍ତି ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଟ୍ୱିଟ୍ କରି ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, “ରାଜ୍ୟକୁ ଫେରୁଥିବା...
ଭଦ୍ରକ: ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ସକାଳେ ‘ଆଶୀର୍ବାଦ’ ନାମକ ଏକ ଘରୋଇ ବସ୍ ପ୍ରବାସୀ ଓଡ଼ିଆଙ୍କୁ ଆଣିବା ପାଇଁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ବସ୍ଟି ୧୬ ନମ୍ବର ଜାତୀୟ...
ବାଲେଶ୍ୱର: କରୋନା ଭୟରେ ହଜିଗଲା ମାନବିକତା। ଗତକାଲିଠୁ ଗାଁରେ ପଡ଼ି ରହିଛି ମୃତଦେହ। କରୋନା ଭାଇରସ୍ ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁ ନ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ...
ଭଦ୍ରକ: କରୋନା ଭାଇରସ୍ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି।...
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାଠୁ ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯାଇଛି।...
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆକ୍ରାନ୍ତଙ୍କ ସଂଖ୍ୟା ୨୮, ୦୭୦ରେ ପହଞ୍ଚିଛି। ସେଥି ମଧ୍ୟରୁ ୧୦, ୮୮୭ ଜଣ ସୁସ୍ଥ ହୋଇଥିବାବେଳେ ୧,୩୦୬...
ନୂଆଦିଲ୍ଲୀ: ଲକଡାଉନର ତୃତୀୟ ପର୍ଯ୍ୟାୟ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି। ଏପରିକି ନୂଆ ଗାଇଡଲାଇନ ମଧ୍ୟ କାଲିଠୁ ଲାଗୁ ହେବ। ଇ-କମର୍ସ କମ୍ପାନୀ ଯଥା-Amazon, Flipkart ଓ ଅନ୍ୟ କମ୍ପାନୀ ଗୁଡିକ କାଲିଠୁ ଆବଶ୍ୟକୀୟ ଜିନିଷ ବ୍ୟତୀତ ଅନ୍ୟ ସବୁ ଜିନିଷ ମଧ୍ୟ ଡେଲିଭରି କରିପାରିବେ। କିନ୍ତୁ...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଲକଡାଉନ ଯୋଗୁ JEE (MAIN) ଏବଂ NEET ପରୀକ୍ଷା ମଧ୍ୟ ସ୍ଥଗିତ ରଖାଯାଇଛି। କିନ୍ତୁ ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ...
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକଡାଉନ ଜାରି ରହିଛି। ଏହି ସମୟରେ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମର ଚାହିଦା ବୃଦ୍ଧି ମଧ୍ୟ ପାଇଛି। ଏହାକୁ ଦୃଷ୍ଟିରେ ରଖି Google ଏହାର ଭିଡିଓ କନଫରେନ୍ସିଂ ଆପ୍ ‘Google Meet’କୁ ଏବେ ସବୁ ୟୁଜର୍ସଙ୍କ ପାଇଁ ମାଗଣାରେ...
ବେଙ୍ଗାଲୁରୁ: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ କରୋନା ଯୋଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କୁ ନେଇ ଏବେ...
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। କଶ୍ମୀରର ହନ୍ଦୱାରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଲସ୍କରର ଟପ କମାଣ୍ଡର ହାଇଦର ନିହତ ହୋଇଥିବା ସୂଚନା ମିଳିଛି। ଯେଉଁ ଯବାନମାନେ ଏନକାଉଣ୍ଟରରେ ଟପ...
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲୋକପାଳ ସଦସ୍ୟ ଜଷ୍ଟିସ୍ ଏ.କେ ତ୍ରିପାଠୀ (ଅବସରପ୍ରାପ୍ତ)ଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଏପ୍ରିଲ ୨ରେ ତାଙ୍କୁ ଦିଲ୍ଲୀ ସ୍ଥିତ AIIMS ରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଜଷ୍ଟିସ୍ ତ୍ରିପାଠୀଙ୍କ ଝିଅ...
ଶ୍ରୀନଗର: ଜମ୍ମୁ ଓ କଶ୍ମୀର କୁପଓ୍ୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଯବାନ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ଜଣେ କର୍ଣ୍ଣେଲ, ଜଣେ ମେଜରଙ୍କ ସମେତ ଦୁଇ ଜଣ ଯବାନ ଓ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ଅଛନ୍ତି।...
ନୂଆଦିଲ୍ଲୀ: ବଦଳିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ କ୍ରିଟିକାଲ୍ ଓ ପାର୍ସିଆଲି କ୍ରିଟିକାଲ୍ ବର୍ଗ। ଏନେଇ ରାଜ୍ୟ ସରକାରଙ୍କ General Administration and Public Grievance Department ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କ୍ରିଟିକାଲ୍ ବର୍ଗରେ ୧୫ଟି ବିଭାଗକୁ ସାମିଲ କରାଯାଇଥିବା ବେଳେ ପାର୍ସିଆଲି କ୍ରିଟିକାଲ୍ ବର୍ଗରେ ଅନ୍ୟ...
ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗର ଉପରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍ରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ...
ରାଉରକେଲା: ରାଜସ୍ଥାନର କୋଟାରୁ ବସ୍ ଯୋଗେ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କୁ ନେଇ ୪ଟି ବସ୍ ଆଜି ରାଉରକେଲାରେ ପହଞ୍ଚିଛି। ୪ଟି ବସ୍ରେ ୧୧୪ ଜଣ ଛାତ୍ରଛାତ୍ରୀ ଥିଲେ। କୋଟାର ବିଭିନ୍ନ ଇନ୍ଷ୍ଟିଚ୍ୟୁଟ୍ରେ ପଢ଼ୁଥିବା ଏହି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ୍ ଗୁଡ଼ିକ ରାଉରକେଲାରେ ପହଞ୍ଚିଛି। ରାଉରକେଲାରେ...
ଇସ୍ତାନବୁଲ୍: ମା’ର ମମତା ଅତୁଳନୀୟ। ସନ୍ତାନ ପାଇଁ ସେ ସାତ ସମୁଦ୍ର ତେର ନଈ ଲଂଘି ପାରେ। ମଣିଷ ହେଉ ବା ପକ୍ଷୀ କିମ୍ବା ପଶୁ, ସବୁବେଳେ ମା’ଟିଏ ଚାହେଁ ତା’ର ସନ୍ତାନକୁ ସବୁ ବିପଦରୁ ବଞ୍ଚାଇବାକୁ। ଆମେ ଏଠି ଏମିତି ଜଣେ ମା’ର କଥା କହିବାକୁ ଯାଉଛୁ,...
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ୧୫୪ରେ ପହଞ୍ଚିଥିବା ବେଳେ ଆଉ ୧୫ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେସ୍ ନଂ ୧୨୯ରୁ ୧୪୩ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏ ସମସ୍ତଙ୍କର କୋଲକାତା ଲିଙ୍କ୍...