ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ସାରା ବିଶ୍ୱ ଔଷଧ ଖୋଜିବାରେ ଲାଗିଛି। ତେବେ କରୋନାକୁ ମାତ ଦେବାରେ କେତେକାଂଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ସହାୟକ ହେଉଥିବା ବେଳେ ଏବେ ଆଉ ଏକ ଔଷଧର ନାଁ ସାମ୍ନାକୁ ଆସିଛି। ତା’ର ନାଁ ହେଉଛି ରେମଡେସିଭିର। ରେମଡେସିଭିର ଟାବ୍ଲେଟ୍ ଇବୋଲା...
ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସରକାର ଉଭୟ ଭିସା ଓ ଇ-ଭିସାର ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ଯୋଗୁ ଭାରତରେ ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଲାଗୁ ହେବାପରେ ଏହି ବିଦେଶୀ ନାଗରିକମାନେ ଅଟକି...
କେପୁହ(ଇଣ୍ଡୋନେସିଆ): ରାତିର ଅନ୍ଧକାର ଭିତରେ ରାସ୍ତା କଡ଼ରେ ବସିଛନ୍ତି ଭୂତ ! କେହିବି ଯଦି ସେଇ ବାଟ ଦେଇ ଯିବେ ମାଡ଼ି ବସିବ ଭୂତ ! ଇଣ୍ଡୋନେସିଆରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଆପଣମାନେ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ପ୍ରକୃତରେ ଘଟଣାଟି ହେଲା,...
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦ୍ଵିତୀୟ ଥର ପାଇଁ ଭୂକମ୍ପରେ ଦୋହଲିଲା ଦିଲ୍ଲୀ। ଆଜି ଅପରାହ୍ଣ ୧:୨୬ ମିନିଟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରେକର୍ଡ କରାଯାଇଛି। ଭୂକମ୍ପର ଗଭୀରତା...
ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ବଡ଼ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ୍ କାର୍ଯ୍ୟକାରୀ ହେଉଛି। ଆସନ୍ତାକାଲି ରାତି ୧୨ଟାରେ...
ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି। କିଛିଦିନ ତଳେ ତାଙ୍କୁ ଆଇସିୟୁରୁ ରେଗୁଲାର ୱାର୍ଡକୁ ଅଣାଯାଇଥିଲା। ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖା ଯାଇଥିଲା। ଯଦିଓ ସେ ହସ୍ପିଟାଲରୁ...
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନା ନେଲା ୩୪ ମୁଣ୍ଡ। ଏହାକୁ ମିଶାଇ ଦେଶରେ ମୃତ୍ଯୁ ସଂଖ୍ୟା ୨୭୩ରେ ପହଞ୍ଚିଛି। ଆଜି ସୁଦ୍ଧା ୭ ହଜାର ୪୦୯ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୪ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ...
ନୂଆଦିଲ୍ଲୀ: ଭୂକମ୍ପରେ ଦୋହଲିଲା ଦିଲ୍ଲୀ-ଏନସିଆର। ଆଜି ଦିଲ୍ଲୀ-ଏନସିଆରରେ ଏହି ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ-ୟୁପି ବର୍ଡର ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ। National...
ନୂଆଦିଲ୍ଲୀ: ଏପ୍ରିଲ୍ ୧୦ରେ ଏଲ୍ଓସି ନିକଟବର୍ତ୍ତୀ କେରନ୍ ସେକ୍ଟରରେ ଭାରତୀୟ ସେନାର ଆକ୍ରମଣରେ ୧୫ ଜଣ ପାକିସ୍ତାନୀ ସେନା ଏବଂ ଆଠ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗୁଇନ୍ଦା ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏହା ପୂର୍ବରୁ କିଶନଗଙ୍ଗା ନଦୀ କୂଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାର...
ବାରାଣସୀ: ୫ ଛୁଆଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ପଡିଲେ ମହିଳା। ଉତ୍ତରପ୍ରଦେଶର ଭାଦୋଇ ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଗଙ୍ଗା ନଦୀକୁ ଆଜି ସକାଳେ ଜଣେ ମହିଳା ତାଙ୍କର ୫ ଛୁଆଙ୍କୁ ଧରି ଡେଇଁପଡ଼ି ଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଜଣକ ପହଁରି ପହଁରି ନଦୀ...
ନୂଆଦିଲ୍ଲୀ: କରୋନା ମୁକାବିଲା କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି କେନ୍ଦ୍ର ସରକାର ଏଭଳି ଜୋନ୍ ତିଆରି କରିପାରନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ପ୍ରଥମ ଥର...
ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନଙ୍କ ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଲାଇଭ ଚାଟ ସମୟରେ ଏଭଳି କିଛି ଖୁଲାସା କରିଛନ୍ତି ବରୁଣ। ବରୁଣ କହିଛନ୍ତି, ଆମେରିକାରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ କରୋନା ପଜିଟିଭ ରିପୋର୍ଟ ଆସିଛି। ପରିବାର ସହ ତାଙ୍କର ଏହି ସମ୍ପର୍କୀୟଙ୍କ ସମ୍ପର୍କ...
ପଟିଆଲା(ପଞ୍ଜାବ): ପଞ୍ଜାବର ପଟିଆଲା ଜିଲ୍ଲାରେ ପୁଲିସ ଉପରକୁ ଆକ୍ରମଣ। ଆଜି ସକାଳେ ଏକ ପରିବା ମାର୍କେଟରେ କିଛି ଲୋକେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ହାତ କଟି ଯାଇଥିବାବେଳେ ଅନ୍ୟ ୨ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଲକଡାଉନ ନିୟମକୁ ସୁନିଶ୍ଚିତ କରିବା...
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୨୪୨ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୬୬୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୬୫୨ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି।...
ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ। Four COVID-19 positive cases confirmed today so far....
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟମାନେ ନିଜ ନିଜ କାର୍ଯ୍ୟାଳୟକୁ ଫେରିବେ। ସୋମବାରଠାରୁ ସେମାନେ କାର୍ଯ୍ୟାଳୟ ଆସିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ...
ନୂଆଦିଲ୍ଲୀ: ଦିଲ୍ଲୀର କଶ୍ମୀରୀ ଗେଟ ନିକଟରେ ଥିବା ଏକ ଶେଲଟର ହୋମରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସନ୍ଧ୍ୟା ୬ଟା ସମୟରେ ଶେଲଟର ହୋମରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୫ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ, ଏହି...
ଲକ୍ଷ୍ନୌ: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଖୁସି ଖବର ଆସିଛି। ଲକ୍ଷ୍ନୌର ଜଣେ ଅଢେଇ ବର୍ଷର ଶିଶୁ ପୁତ୍ର ମହାମାରୀ କରୋନା କବଳରୁ ଜିତିଛନ୍ତି। ଏହି କଅଁଳ ବୟସର ଶିଶୁର ଶରୀରରେ କରୋନା ଭୂତାଣୁ ଥିବା ନେଇ...
ନୂଆଦିଲ୍ଲୀ: ଦେଶରେ ଆଉ ୨ ସପ୍ତାହ ବଢ଼ିପାରେ ଲକ୍ଡାଉନ୍ ଅବଧି। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ପରେ ଏଭଳି କିଛି ସଙ୍କେତ ମିଳିଛି। ୪ ଘଣ୍ଟା ଧରି ଚାଲିଥିବା ଏହି ଭିଡିଓ କନଫରେନ୍ସରେ ଅଧିକାଂଶ ରାଜ୍ୟ ଲକ୍ଡାଉନ୍ ବୃଦ୍ଧି ସପକ୍ଷରେ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀମାନେ...
ନୂଆଦିଲ୍ଲୀ: ଲକ୍ଡାଉନ୍ ଲାଗୁ ହୋଇନଥିଲେ ଦେଶରେ ଏବେ ୨ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥାନ୍ତେ। ସତର୍କତାମୂଳକ ପଦକ୍ଷେପ ଓ କଣ୍ଟେନମେଣ୍ଟ ଭଳି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାକୁ ରୋକା ଯାଇପାରିଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ...