• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

money
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ଚର୍ଚ୍ଚାକୁ ନେଇ ସରକାର କହିଲେ ଏମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ପେନସନ୍ କଟିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ସୂଚନାଥାଉ କି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨୦% ପେନସନ୍ କଟିବା...

aiims director
" ଆଗାମୀ ୫ରୁ ୭ ଦିନ ଗୁରୁତ୍ୱପୂର୍ଣ୍ଣ "

ନୂଆଦିଲ୍ଲୀ: କରୋନାକୁ ନେଇ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, ‘ଏହାକୁ ମୁକାବିଲା କରିବା ଲାଗି ଅନେକ ପ୍ରକାର ଟେଷ୍ଟିଂ ଚାଲିଛି। ଏଥିରେ ପ୍ଲାଜମା ଥେରାପି ମଧ୍ୟ ଅଛି। ଏହି ଥେରାପିର ପ୍ରୟୋଗ ଅନେକ ରୋଗକୁ ଭଲ କରିବା କ୍ଷେତ୍ରରେ ହୋଇଥାଏ। ଏଥିରେ ଇବୋଲା ମଧ୍ୟ ସାମିଲ।...

child
ମହାମାରୀ କରୋନା ନେଲା ଦେଢ଼ ମାସ ଶିଶୁର ଜୀବନ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଢ଼ ମାସ ଅର୍ଥାତ ୪୫ ଦିନ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦିଲ୍ଲୀର କଲାୱତି ହସ୍ପିଟାଲରେ ଶିଶୁଟି ଚିକିତ୍ସିତ ହେଉଥିଲା। ସୂଚନା ଅନୁସାରେ, ଅସୁସ୍ଥତା କାରଣରୁ ଏପ୍ରିଲ ୧୪ରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ରିପୋର୍ଟରେ କରୋନା...

tv
ଆମାଜନ, ଫ୍ଲିପକାର୍ଟ ଭଳି କମ୍ପାନୀରୁ ଏବେ ଅନଲାଇନରେ ଅର୍ଡ଼ର କରିପାରିବେନି ଟିଭି, ଫ୍ରିଜ...

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଜରୁରୀ ସେବା ବ୍ୟତୀତ ଆଉ କିଛି ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଆଦି କମ୍ପାନୀ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି।...

corona
ଲକଡାଉନ: ଦେଶରେ କାଲିଠୁ ଆରମ୍ଭ ହେବ ଏହିସବୁ ସେବା

ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୦ରୁ ଜରୁରୀ ସେବା ବ୍ୟତୀତ ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ...

facebook
ଖୁବଶୀଘ୍ର Facebookରେ ଆପଣ ପାଇପାରିବେ ଏହି ନୂଆ ଇମୋଜି

ନୂଆଦିଲ୍ଲୀ: ଫେସବୁକ୍ ଏହାର ଆପ ଓ ମେସେଞ୍ଜର(messenger)ରେ ଖୁବଶୀଘ୍ର ଦୁଇଟି ନୂଆ ଇମୋଜି ରିଆକ୍ସନ ଆଡ କରିବାକୁ ଯାଉଛି। ଏହି ନୂଆ ରିଆକ୍ସନ ଇମୋଜି କୋବିଡ-୧୯ ସହ ଜଡ଼ିତ। ଯାହାର ନାଁ ‘care’ ରଖାଯାଇଛି। ଏହା ମାଧ୍ୟମରେ ଜଣେ ୟୁଜର୍ସ ଅନ୍ୟ ଜଣଙ୍କ ୟୁଜର୍ସଙ୍କ ପୋଷ୍ଟରେ ସପୋର୍ଟ ଦେଖାଇ...

jio
ଓଡିଶାରେ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: ବର୍ତ୍ତମାନର କରୋନା ସଙ୍କଟ ସମୟରେ ଓଡିଶାରେ ଲୋକଙ୍କୁ ହାଇସ୍ପିଡ‌୍‍ ବ୍ରଡ‌୍‍ବ୍ୟାଣ୍ଡ‌୍‍ ସୁବିଧା ଦେବା ପାଇଁ ଜିଓ ଫାଇବର‌୍‍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶବ୍ୟାପୀ ଲକ‌୍‍ଡାଉନ‌୍‍ ଯୋଗୁ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ୱାର୍କ ଫ୍ରମ‌୍‍ ହୋମ‌୍‍ କରୁଛନ୍ତି। ଏଥିସହିତ ଅନେକ...

yogi
ଘରକୁ ଫେରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ର ବ୍ୟବସ୍ଥା କଲେ ଯୋଗୀ

କୋଟା: ରାଜସ୍ଥାନ କୋଟାରେ କୋଚିଂ ନେଉଥିବା ୩ ହଜାର ଛାତ୍ରଛାତ୍ରୀ ବସରେ ଉତ୍ତର ପ୍ରଦେଶ ଫେରୁଛନ୍ତି। ଯୋଗୀ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ବସ୍ ଉତ୍ତର ପ୍ରଦେଶରୁ ପଠାଇଥିଲେ। ପ୍ରତି ବସରେ ୩୦ ଜଣ ବସି ପାରିବାର କ୍ଷମତା ରହିଛି। ଛାତ୍ରଛାତ୍ରୀ ବସରେ ବସିବା ବେଳେ ପାଖରେ ସାନିଟାଇଜର...

pm modi
କରୋନା ମୁକାବିଲା: ଭାରତକୁ ସହଯୋଗର ହାତ ବଢ଼ାଇଲା ଆମେରିକା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଉପୁଜିଥିବା ଏହି ସଙ୍କଟ ସମୟରେ ଆମେରିକା ଭାରତକୁ ସହଯୋଗର ହାତ ବଢ଼ାଇଛି। କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ସ୍ୱରୂପ ଆମେରିକା ଭାରତକୁ ପାଖାପାଖି $୫.୯ ମିଲିୟନ ପ୍ରଦାନ କରିଛି। ଏନେଇ US State Department ପକ୍ଷରୁ ସୂଚନା ଦିଆଯାଇଛି।...

Capture 1
୪୯ ଦିନରେ ସମାଧିସ୍ଥଳରେ ପହଞ୍ଚିଲା ୩,୨୬୫ ଶବ, କଣ ଲୁଚାଉଛନ୍ତି ପାକ୍‌ ସରକାର?

କରାଚି(ପାକିସ୍ତାନ): ଦିନକୁ ଦିନ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪୯ ଦିନରେ ପାକିସ୍ତାନର ଏକ ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିବା ନେଇ ଏକ ବଡ଼ ଖୁଲାସା ହୋଇଛି। ସୂଚନା ଅନୁସାରେ, ଫେବୃଆରୀ ୨୦ରୁ ଏପ୍ରିଲ ୯ ଯାଏ ଅର୍ଥାତ ଏହି ୪୯...

corona
୪୮୦ ଛୁଇଁଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୮୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୯୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧୯୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ...

navy
ଭାରତୀୟ ନୌସେନାର ପାଖାପାଖି ୨୦ ଜଣ ଯବାନ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗି ଥିବାବେଳେ ଏବେ ଭାରତତୀୟ ନୌସେନାର କିଛି ଯବାନମାନେ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି  ୨୦ ଜଣ ଯବାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। INS Angre ର ଏହି ଯବାନମାନଙ୍କୁ...

Capture
ସାରା ବିଶ୍ୱରେ ଦେଢ଼ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ୨୧୦ ଦେଶରେ ତା’ର କାୟା ବିସ୍ତାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୫୦ ହଜାର ଟପିଛି। ସେଥିମଧ୍ୟରୁ ୧ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ...

whatsapp
WhatsApp ଆଣିପାରେ ଏହି ବଡ଼ ଅପଡେଟ

ନୂଆଦିଲ୍ଲୀ: ଲକ୍‌ଡାଉନ୍ ପରେ zoom ଓ Google Duo ଭଳି ଭିଡ଼ିଓ କଲିଂ ଆପ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଏହି ଆପ୍‌ ଦ୍ୱାରା ଗୋଟିଏ ସମୟରେ ଏକାଧିକ ଲୋକେ ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ହୋଇପାରିବେ। ତେବେ ହ୍ୱାଟ୍ସଆପ (WhatsApp) ମଧ୍ୟ ଏହାର ଭିଡ଼ିଓ କଲିଂରେ ପରିବର୍ତ୍ତନ...

marriage
ଭୁଲିଗଲେ 'ଲକ୍ଷ୍ମଣ ରେଖା', ସାମ୍ନାକୁ ଆସିଲା କୁମାରସ୍ୱାମୀଙ୍କ ପୁଅଙ୍କ ବାହାଘରର ଏମିତି ଫଟୋ

ବେଙ୍ଗାଲୁରୁ: କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି କାରଣରୁ ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ହେଲେ ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଚଡି କୁମାରସ୍ୱାମୀ ହେଉଛନ୍ତି ପୂର୍ବତନ...

helicopter..
ଏମରଜେନ୍ସି ଲାଣ୍ଡିଂ କଲା ଆଇଏଏଫର Apache ହେଲିକପ୍ଟର

ଚଣ୍ଡିଗଡ: ଇଣ୍ଡିଆନ ଏୟାର ଫୋର୍ସ(IAF)ର ଏକ Apache ହେଲିକପ୍ଟର ଆଜି ଅପରାହ୍ଣରେ ପଞ୍ଜାବର ହୋସିଆରପୁରରେ ଏକ ବିଲରେ ଏମରଜେନ୍ସି  ଲାଣ୍ଡିଂ କରିଛି। ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ଏହି ହେଲିକପ୍ଟରଟି ପଠାନକୋଟ ଏୟାରବେସରୁ ଉଡାଣ ଭରି ଥିଲା। ତେବେ ଯାନ୍ତ୍ରିକ...

police
ଦେବଦୂତ ସାଜିଲେ ପୁଲିସକର୍ମୀ, ଏମିତି ବଞ୍ଚାଇଲେ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ଏହି ସମୟରେ ଦେବଦୂତ ସାଜି ଯୁବକଙ୍କ ଜୀବନ ବଞ୍ଚାଇଲେ ପୁଲିସକର୍ମୀ। ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ତିଲକ ନଗରରେ ରହୁଥିବା ଜଣେ ୩୦ ବର୍ଷୀୟ...

marriage
ଲକଡାଉନ ବେଳେ ଆଜି ହେଉଛି ଏକ ଭିଭିଆଇପି ମ୍ୟାରେଜ

ବେଙ୍ଗାଲୁରୁ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦେଶରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତେବେ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୩ ଯାଏ ଲକଡାଉନ...

corona
ଦେଶରେ ୧୧ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୩୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୨୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭୪୮ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result