• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

liquor
ମଦ ହୋମ୍‌ ଡେଲିଭରି କରିବ ଜୋମାଟୋ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଓ ହୋଟେଲ ବନ୍ଦ ରହିଛି। କରୋନା ଯୋଗୁ ଲୋକମାନେ ମଧ୍ୟ ବାହାରୁ ଖାଦ୍ୟ ମଗାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କେବଳ...

ghost
ସନ୍ଧ୍ୟା ୭ଟା ପରେ ଖାଲି ଭୂତ ବୁଲିବେ !

ଭୁବନେଶ୍ୱର: ସନ୍ଧ୍ୟା ୭ଟା ପରେ କେବଳ ଭୂତ ବୁଲି ପାରିବେ। ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରିବା ଉପରେ କଟକଣା ଲାଗୁ ହୋଇଥିବା ବେଳେ, ଏସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଏଭଳି କିଛି ଟ୍ୱିଟ୍‌ କରିଛି କମିଶନରେଟ୍ ପୁଲିସ୍‌। କମିଶନରେଟ୍...

fire
୪୮ ମହଲା ବିଶିଷ୍ଟ କୋଠାରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ୟୁଏଇର ସାରଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୪୮ ମହଲା ବିଶିଷ୍ଟ ଏକ ବହୁତଳ କୋଠାରେ ନିଆଁ ଲାଗି ଯାଇଛି।  ପୂରା ବିଲଡିଂ ହୁତ୍ ହୁତ୍ ହୋଇ ଜଳୁଛି।  ମଙ୍ଗଳବାର ରାତି ୯ଟାରେ ଏହି ଟାୱାରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।  ଚାହୁଁ ଚାହୁଁ ପୂରା ବିଲଡିଂ...

cyclone
ମେ’ ୧୫-୧୬ରେ ଲାଣ୍ଡ୍‌ଫଲ୍‌ କରିପାରେ ବାତ୍ୟା ‘ଅମ୍ଫାନ୍‌‌’

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ବର୍ତ୍ତମାନ ବାତ୍ୟାକୁ ନେଇ ଲୋକଙ୍କ ଚିନ୍ତା ଆହୁରି ବଢ଼ି ଯାଇଛି। ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଚିନ୍ତାର ବିଷୟ ଯେ, ଶ୍ରୀଲଙ୍କା ଉପରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଥିବା ଦେଖିବାକୁ...

exam..
ଜୁଲାଇ ୨୪ରେ +୩ ଫାଇନାଲ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୨୪ରେ +୩ ଫାଇନାଲ ସେମିଷ୍ଟର ଓ ଅଗଷ୍ଟ ୨୦ତାରିଖରେ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ। ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଏକକ ପିଜି ପ୍ରବେଶିକା ପରୀକ୍ଷା ହେବ। ନଭେମ୍ବର...

92045314_3111362032287054_788538214380994560_n
ଯାଜପୁରରୁ ପୁଣି ଜଣେ କରୋନା ପଜିଟିଭ୍‌

ଯାଜପୁର: ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି। ସୂଚନାଥାଉ କି, ରାଜ୍ୟରେ...

tamanna 1
ପାକ୍‌ କ୍ରିକେଟରଙ୍କୁ ବିବାହ କରିବେ କି ତମନ୍ନା ? ଜାଣନ୍ତୁ ସତ ଘଟଣା...

ମୁମ୍ବାଇ: ବିବାହ ପାଇଁ ବର୍ତ୍ତମାନ କୌଣସି ପ୍ଲାନିଂ ନ ଥିବା କହୁଥିବା ବାହୁବଳୀ ଫେମ୍‌ ଆକ୍ଟ୍ରିସ୍‌ ତମନ୍ନା ଭାଟ୍ଟିଆଙ୍କୁ ନେଇ ପୁଣି ଚର୍ଚ୍ଚା। ଜଣେ ପାକିସ୍ତାନୀ କ୍ରିକେଟରଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ପାକ୍‌ କ୍ରିକେଟର ଅବଦୁଲ୍‌ ରଜ୍ଜକ୍‌ଙ୍କ ସହ ତମନ୍ନାଙ୍କ ଏହି...

odisha
ବାଣ ବିସ୍ଫୋରଣରେ ୨ ଶିଶୁ ମୃତ

ଢେଙ୍କାନାଳ: ବାଣ ବିସ୍ଫୋରଣ ଘଟି ୨ ଶିଶୁଙ୍କ ମୃତ୍ୟୁ ହୋଇ ଥିବାବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଶିଶୁ ଦ୍ୱୟଙ୍କ ବୟସ ୬ ବର୍ଷ ଓ ୮ ବର୍ଷ। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା...

odisha
ବାଟରେ ଅଟକିଲା ସୁରତ ଫେରନ୍ତା ବସ୍

ବିନିକା: ବାଟରେ ଅଟକିଲା ସୁରତ ଫେରନ୍ତା ବସ୍। ରାସ୍ତାରେ ଗଛ ପଡ଼ି ଥିବାରୁ ବରପାଲି-ବିନିକା ମୁଖ୍ୟ ରାସ୍ତା ଏମ୍‌ଡି୍ଆର -୩୯ ଠାରେ ୫ଟି ସୁରତ ଫେରନ୍ତା ବସ୍‌ ଅଟକି ରହିଛି। ବସ୍‌ରୁ ଓହ୍ଲାଇ ପ୍ରବାସୀ ଓଡ଼ିଆ ବାହାରେ ବୁଲାବୁଲି କରୁଥିବା ସୂଚନା ମିଳିଛି। ଗତକାଲି କାଳବୈଶାଖୀ ପ୍ରଭାବରେ ଗଛ...

lockdown
କଟକ-ଭୁବନେଶ୍ୱରରେ କଟକଣା କଡ଼ାକଡ଼ି, ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର-କଟକରେ ଅନାବଶ୍ୟକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ଭଳି ସ୍ଥିତି ରହିବ ବୋଲି ପୁଲିସ୍‌ କମିଶନର କହିଛନ୍ତି। ଆସନ୍ତା ୧୭ ତାରିଖ...

corona ..
ରାଜ୍ୟରେ କରୋନାରେ ଦ୍ୱିତୀୟ ମୃତକଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: କରୋନାରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ଦ୍ୱିତୀୟ ମୃତକ ଜଣଙ୍କ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

screening
ସ୍ଵଦେଶ ଫେରିବେ ବିଦେଶରେ ଫସି ରହିଥିବା ଭାରତୀୟ

ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ବଡ ଯୋଜନା କରିଛନ୍ତି। ଏହି ଭାରତୀୟଙ୍କୁ ଆକାଶ ପଥ ଓ ଜଳ ପଥରେ ଫେରାଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ସପ୍ତାହରେ ୧୩ଟି ଦେଶରୁ ୧୪ ହଜାର ୮୦୦ରୁ ଅଧିକ...

petrol
ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟି( ଉତ୍ପାଦ ଶୁଳ୍କ) ବୃଦ୍ଧି କରିଛନ୍ତି। ପେଟ୍ରୋଲରେ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୧୩ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି ସରକାର। ଗତକାଲି କେନ୍ଦ୍ର ସରକାର ଏହି ଏକ୍ସାଇଜ ଡ୍ୟୁଟି...

EW5UDYZXYAERCrj
ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: କିଛି ସମୟ ପୂର୍ବରୁ ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବାବେଳେ, ଏବେ କରୋନାରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ...

91421093_3110305529059371_5797060119829151744_n
ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା। ଫଳରେ ଜିଲ୍ଲାରେ...

cyclone
ଆସୁଛି ସାଇକ୍ଲୋନ୍ ‘ଅମ୍ପାନ୍‌ ! ଏହି ଜାଗାରେ କରିପାରେ ହିଟ୍‌

ବିଶାଖାପାଟନମ୍‌: ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ର ପୂର୍ବାନୁମାନ ଅନୁସାରେ, ଚଳିତ ସପ୍ତାହରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇପାରେ।  ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ଯଦି ଆସନ୍ତା ୩-୪ ଦିନ ଏଭଳି ସ୍ଥିତି ଜାରି ରହିବ ଓ ଏଥିରେ କୌଣସି ପରିବର୍ତ୍ତନ ନ ହେବ ତା’ହେଲେ ସମ୍ଭାବ୍ୟ ବାତ୍ୟା...

odisha
ଗ୍ରୀନ ଜୋନ୍‌ରେ ଚାଲିପାରେ ବସ୍‌

ଭୁବନେଶ୍ୱର: ଗ୍ରୀନ ଜୋନ୍‌ରେ ଚାଲିପାରେ ବସ୍। ଏନେଇ ବ୍ୟବସ୍ଥା ହେଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଗ୍ରୀନ ଜୋନ୍‌ରେ ବସ୍‌ ଚାଲିବା ପ୍ରସଙ୍ଗକୁ ନେଇ ମନ୍ତ୍ରୀ କହିଛନ୍ତି, “ ଉଭୟ ଘରୋଇ ଓ ଅନ୍ୟାନ୍ୟ ବସ୍‌କୁ କ’ଣ ସୁବିଧା ଦେଇ ହେବ ସେ ନେଇ ଆଲୋଚନା...

jewellery
କଟକରେ ଖୋଲିବ ଏହିସବୁ ଦୋକାନ

କଟକ: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାଠୁ ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।...

pigs
ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା: ୨,୫୦୦ ଘୁଷୁରୀଙ୍କ ଜୀବନ ନେଲାଣି ଏହି ରୋଗ

ଗୌହାଟୀ: ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଥିବାବଳେ ଏବେ ଆଉ ଏକ ଭାଇରସ୍‌କୁ ନେଇ ଚିନ୍ତା ବଢ଼ିଛି। ଏହି ଭାଇରସ୍‌ ଯୋଗୁ ପାଖାପାଖି ଅଢ଼େଇ ହଜାର ଘୁଷୁରୀଙ୍କ ଜୀବନ ଗଲାଣି। ଏହି ଭାଇରସ୍‌ର ନାଁ ହେଲା ‘ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲ୍ୟୁ’। ଆସାମରେ ଏହି ଆଫ୍ରିକୀୟ...

bhermpur
ସ୍ୱତନ୍ତ୍ର ଟ୍ରେନ୍‌ରେ ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡିଆ

ବ୍ରହ୍ମପୁର: ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡିଆ। କେରଳ ଏର୍ଣ୍ଣାକୁଲମ୍‌ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଏହି ପ୍ରବାସୀ ଓଡିଆ, ଓଡ଼ିଶା ଫେରିଛନ୍ତି। ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ପରେ ସମସ୍ତଙ୍କୁ ପ୍ରାୟ ୩୦ଟି ସ୍ୱତନ୍ତ୍ର ବସ୍ ଯୋଗେ...

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result