Advertisment

ରାଜଧାନୀରେ ଉତୁପାତିଆଙ୍କ ଆତଙ୍କ, ରାତିରେ ବୁଲୁଛି ଖଣ୍ଡା ଭୁଜାଲି

ଆଇନଶୃଙ୍ଖଳାର ଧଜ୍ଜିଆ ଉଡ଼ାଇ ରାଜଧାନୀରେ ଉତୁପାତିଆଙ୍କ ଆତଙ୍କ । ମାରୁଛନ୍ତି, ହାଣୁଛନ୍ତି, ସୁଟିଂ କରି ସୋସିଆଲ୍ ମିଡ଼ିଆରେ ବନାଉଛନ୍ତି ରିଲ୍ ।ଶୈଳଶ୍ରୀ ବିହାରରେ ମହିଳାବେଶି ଯୁବକଙ୍କ ଛୁରାମାଡ଼ ଅଭିଯୋଗ। ରାଜଧାନୀରେ କ୍ରମାଗତ ବଢୁଥିବା ଅପରାଧକୁ ନେଇ ବରିଷ୍ଠ ନାଗରିକଙ୍କ ଚିନ୍ତା ।

author-image
Otv Khabar Bureau