• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

IPL
IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଦୁବାଇ: ଆଜି IPL ମହାସମର। ଦୁଇ ଶକ୍ତିଶାଳୀ ଟିମ୍‌ ମୁହାଁମୁହିଁ ହେବେ। କିଏ ହାତେଇବ ଟାଇଟଲ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ତେବେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ରିକି ପଣ୍ଟିଂ ମୁମ୍ବାଇ ଇଣ୍ଡିଆନ୍ସକୁ ଚେତାବନୀ ଦେଇଛନ୍ତି। ରିକି ପଣ୍ଟିଂ ମୁମ୍ବାଇକୁ...

corona 22
କମୁଛି କରୋନା ପ୍ରଭାବ, ଆଜି ୧୦୦୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୯୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୪୧୫ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ...

vaccani
୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୫୪ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।   ଭୁବନେଶ୍ୱରରୁ ଆଜି ଜଣେ କରୋନା ରୋଗୀ ଆଖି ବୁଜିଛନ୍ତି। ସେହପରି,...

bls-benu
‘ମୁଁ ମଦ ଦେଇଛି ନା ମାଂସ ଭାତ ଦେଇଛି....ଛାତି ଧଡଧଡ଼ ହେବ ?’

ବାଲେଶ୍ୱର: ବାଲେଶ୍ୱର ବିଧାନସଭା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। କିଏ ହାତେଇବ ବାଲେଶ୍ୱର ଆସନ  ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା।  ବାଲେଶ୍ୱରରେ ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି ବିଜେଡି ଏହି ଆସନରେ ଆଗେଇଛି। ତେବେ ଏହି ଆସନରେ ସବୁଠାରୁ ଚର୍ଚ୍ଚାରେ ଥିବା ବେଣୁ ମଉସା...

election-16
ତିର୍ତ୍ତୋଲ ଉପନିର୍ବାଚନ: ନିଜ ଗଡରେ ସମ୍ମାନ ରଖି ପାରିଲାନି କଂଗ୍ରେସ

ତିର୍ତ୍ତୋଲ:ତିର୍ତ୍ତୋଲ ଉପନିର୍ବାଚନ ଫଳଫଳ ଆସ୍ତେ ଆସ୍ତେ ସାମ୍ନାକୁ ଆସୁଛି। ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଦେଖିବାକୁ ମିଳୁଛି। ଏଠାରେ ବିଜେଡି ଆଗରେ ଥିବା ଜଣାପଡିଛି। ତିର୍ତ୍ତୋଲରେ ୬ଷ୍ଠ ରାଉଣ୍ଡ ଗଣତି ଶେଷ ହୋଇଗଲାଣି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁରେ ରହିଛି।  ବିଜେଡି ପ୍ରାର୍ଥୀ...

trump
ପଦବୀରୁ ଓହରିଲେ ଜେଲ ଯାଇପାରନ୍ତି ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇ ସାରିଛି। ଜୋ ବାଇଡେନ ବହୁମତ ପାଇ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଟ୍ରମ୍ପ ହାର ମାନିବାକୁ ପ୍ରସ୍ତତ ନୁହଁନ୍ତି। ଶୁଣିବାକୁ ମିଳୁଛି, ଯେଉଁଦିନ ଟ୍ରମ୍ପ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ସେହିଦିନଠାରୁ ଗିରଫଦାରି ପାଇଁ ଓଲଟା ଗଣତି...

red river
ବଦଳି ଯାଉଛି ନଦୀର ରଙ୍ଗ, ନୀଳ ପରିବର୍ତ୍ତେ ଦିଶୁଛି ରକ୍ତନାଲି

ମସ୍କୋ:  ଆର୍ଟିକ୍‌ ସର୍କଲରେ ଥିବା ଋଷିଆର ଏକ ନଦୀର ରଙ୍ଗ ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇଛି। ନଦୀର ପାଣି ରକ୍ତ ପରି ନାଲି ଦିଶୁଛି। ଏହାର ଫଟୋ ଋଷିଆନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି। ଋଷିଆର ନୋରିଲ୍‌ସ୍କ ସହର ଦେଇ ବହି ଯାଇଥିବା ଡାଲ୍‌ଡିକାନ ନଦୀର ପାଣି ନୀଳ...

corona-1
ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧,୨୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ତଳେ ଥିବାବେଳେ ଆଜି ତାହା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର ୩୦ ଜିଲ୍ଲାରୁ ୧୨୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ ୭୦୩ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୫୧୭ ଲୋକାଲ...

1111
ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୬୯ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ବାଲେଶ୍ୱରରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ...

nitish
ବିହାର ନିର୍ବାଚନ: କିଏ ହାତେଇଲା କେତେ ସିଟ୍‌ ?

ପାଟନା: ସଜେଇ ହେଲାଣି ଜେଡିୟୁ କ୍ୟାମ୍ପ। ବିହାର ପାଟନାର ଗଳି କନ୍ଦିରେ ଲାଗିଛି ନୀତିଶ କୁମାରଙ୍କ ପୋଷ୍ଟର। ବିହାରରେ ପୁଣି ଥରେ ନୀତିଶ କୁମାର ହେବେ ମୁଖ୍ୟମନ୍ତ୍ରୀ। ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ପରେ ଏବେ ବିଜେପି, ଜେଡିୟୁ କ୍ୟାମ୍ପରେ ଖୁସିର ଲହରି ଖେଳିଯାଇଛି। ଆଜି ଦିଲ୍ଲୀ ମୁଖ୍ୟାଳୟରେ...

gold
ମିଳିଲା ସାଢେ ୬ କେଜି ସୁନା

ବ୍ରହ୍ମପୁର: ସାଢ଼େ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ। ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ। ସୂଚନାଥାଉ କି,  ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି...

7am-bihar
୫୯ ଆସନରେ ଉପନିର୍ବାଚନ; ବିଜେପି ଆଗରେ

ନୂଆଦିଲ୍ଲୀ: ୧୧ଟି ରାଜ୍ୟର ୫୯ଟି ବିଧାନସଭା ଉପନିର୍ବାଚନର ଫଳାଫଳ ଆସିଯାଇଛି । ଅଧିକାଂଶ ରାଜ୍ୟରେ ବିଜେପି ପ୍ରାର୍ଥୀ ବାଜିମାତ୍ କରିଛନ୍ତି । ମଧ୍ୟପ୍ରଦେଶରେ ୨୮ଟି ଆସନରୁ ୧୯ଟି ଆସନରେ ବିଜୟୀ ହୋଇଛି ବିଜେପି । ୯ଟି ଆସନରେ ଜିତିଛି କଂଗ୍ରେସ । ସେହିପରି ଗୁଜରାଟରେ ୮ଟି ଆସନକୁ କ୍ଲିନ୍...

9am-rupa-puri
କେମିତି ହେବ ଶ୍ରୀମନ୍ଦିର ରୂପା କବାଟ ?

ପୁରୀ: କେଉଁ ଡିଜାଇନରେ ନିର୍ମାଣ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାରର ରୂପା କବାଟ  ? ଏଥିପାଇଁ ୧୦ ଜଣିଆ ଟିମ୍ ପୁରୀ ଜିଲ୍ଲାର ଶିଳ୍ପୀ ଗ୍ରାମ ରଘୁରାଜପୁର ଯାଇ ଡିଜାଇନର ଅନୁଧ୍ୟାନ କରିଛନ୍ତି। ଏଥି ସହ କିଛି ନମୂନା ମଧ୍ୟ ସଂଗ୍ରହ କରିଛନ୍ତି । ନମୂନା ମଧ୍ୟରେ ରହିଛି...

supreme court
ମହାରାଷ୍ଟ୍ର ସରକାରଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। କାହାର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ନ୍ୟାୟକୁ ଉପହାସ କରିବା ସହ ସମାନ। ୨୦୧୮ ମସିହାର ଏକ ଆତ୍ମହତ୍ୟା ମାମଲାରେ ଗିରଫ...

nitish-kumar
୫୪୭ ଅଧିକ ଭୋଟରେ ଜିତିଥିଲେ, ୧୨ ଖଣ୍ଡ ଭୋଟ ପାଇଁ ହାରିଗଲେ

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏନ୍‌ଡିଏ ମେଣ୍ଟ ଏଠାରେ ବହୁମତ ପାଇଛି।  ନୀତିଶ କୁମାରଙ୍କ ନେତୃତ୍ୱରେ ଏଠାରେ ସରକାର ଗଠନ ହେବାର ସମ୍ଭାବନା ରହିଛି। ତେବେ ନିର୍ବାଚନ ଫଳାଫଳରୁ ଅନେକ ରୋଚକ ଖବର ସାମ୍ନାକୁ ଆସିଛି। ଏଠାରେ ହିଲାଶା ବିଧାନସଭା ଆସନ ଜେଡିୟୁ ହାତକୁ...

1222
ଅଣ୍ଡରଗ୍ରାଉଣ୍ଡରେ ଇରାନ ଲୁଚାଇ ରଖିଛି ଭୟଙ୍କର ମିଜାଇଲ, ଟାର୍ଗେଟରେ ଏଇ ରାଜ୍ୟ

ତେହରାନ: ଆମେରିକାରେ କ୍ଷମତାର ପରିବର୍ତ୍ତନ ହେବା ପରେ ଇରାନ ତାହାର ମିଜାଇଲ ଅଣ୍ଡରଗ୍ରାଉଣ୍ଡ ସୁଡଙ୍ଗର ଫଟୋ ଜାରି କରିଛି। କୁହାଯାଉଛି, ଇରାନ୍‌ର ଏହି ମିଜାଇଲ ଇଜରାଏଲକୁ ଆଟାକ କରିବାକୁ ସକ୍ଷମ । ଇଜରାଏଲ ଏବଂ ଆମେରିକା ନଜରରୁ ବଞ୍ଚାଇବା ପାଇଁ ଇରାନ ତାର ମିଜାଇଲ ବେସ ମାଟି ତଳେ...

online
ଅନଲାଇନ୍ ନ୍ୟୁଜ ପୋର୍ଟାଲ ପାଇଁ ଆସିଲା ସ୍ୱତନ୍ତ୍ର ନିୟମ

ଭୁବନେଶ୍ୱର: ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ OTT ପ୍ଲାଟଫର୍ମ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଗୁଡିକୁ ନିୟନ୍ତ୍ରଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ  ଅଧୀନରେ ଗଠନ କରାଯାଇଛି ସ୍ୱତନ୍ତ୍ର ନିୟାମକ ସଂସ୍ଥ॥ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ...

baby
ଜୀବନ ଦେବା ବଦଳରେ ନର୍ସ ନେଇଗଲେ ୮ ଜୀବନ

ଲଣ୍ଡନ: ରୋଗୀଙ୍କ ଜୀବନ ବଞ୍ଚାଇବା ଥିଲା ତାଙ୍କର କର୍ମ। ହେଲେ ସେ ନେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ଜୀବନ। ଗୋଟିଏ କି ଦୁଇଟି ନୁହେଁ, ୮ ଜଣ ଶିଶୁଙ୍କୁ ସେ ହତ୍ୟା କରିଥିଲେ।  ସେତିକିରେ ବି କଥା ସରି ନ ଥିଲା, ୧୦ ଜଣଙ୍କୁ ହତ୍ୟା   ଉଦ୍ୟମ...

images
କରୋନା ସହ ଲଢି ଆଖି ବୁଜିଲେ ୧୪

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮୩ରେ ପହଞ୍ଚି ଥିବା କହିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଭୁବନେଶ୍ୱରରୁ ୨ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ନୂଆପଡାରୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।