• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

1111
ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରି କରବାଚୌଥ କଲେ ତିନି ପତ୍ନୀ

ଚିତ୍ରକୁଟ: ସ୍ୱାମୀଙ୍କ ଦୀର୍ଘଜୀବନ ଏବଂ ମଙ୍ଗଳକାମନା କରି ପତ୍ନୀ କରବାଚୌଥ କରିଥାନ୍ତି।  ଉତ୍ତରପ୍ରଦେଶ ଚିତ୍ରକୂଟ ଜିଲ୍ଲାର କ୍ରିଷ୍ଣାଙ୍କ ପାଇଁ କିନ୍ତୁ କରବାଚୌଥ ଥିଲା ନିଆରା। କାରଣ ଜଣେ ନୁହେଁ, ତିନି ତିନି ଜଣେ ପତ୍ନୀ ତାଙ୍କର ଦୀର୍ଘଜୀବନ କାମନା କରି ବ୍ରତ ପାଳନ କରୁଛନ୍ତି। ତିନି ପତ୍ନୀ ଏକାଠି...

coronavirus
ସ୍କୁଲ ଖୋଲୁ ଖୋଲୁ ୩ ଛାତ୍ର କରୋନା ପଜିଟିଭ

ଜିନ୍ଦ: କରୋନା ସଂକ୍ରମଣ ରୋକିବା ପାଇଁ ଔଷଧ ବା ଭାକ୍ସିନ ବାହାରି ନାହିଁ। ଏପରି ପରିସ୍ଥତିରେ  ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ଯାଏ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଅବଶ୍ୟ କେତେକ ରାଜ୍ୟରେ ସରକାର ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ହରିଆଣାରେ ମଧ୍ୟ ନବମରୁ...

snake
ଅସ୍ତ୍ରୋପଚାର କରି ଅଜଗର ଆଖିରୁ ପରଳ ହଟାଇଲେ ଓୟୁଏଟି ଡାକ୍ତର

ଭୁବନେଶ୍ୱର: ବାଙ୍କିରୁ ଉଦ୍ଧାର ହୋଇଥିବା ଏକ ଅଜଗର ସାପର ଆଖିରେ ଅସ୍ତ୍ରୋପଚାର କରାଯାଇଛି।  ଭୁବନେଶ୍ୱର ଓୟୁଏଟିରେ ଏହି ଅସ୍ତ୍ରୋପଚାର କରାଯାଇଛି । ଅସୁବିଧା ଯୋଗୁଁ ସାପଟି କାତି ଛଡାଇ ପାରି ନ ଥିଲା। ଫଳରେ  କାତି ପାକଳ ହୋଇ ଆଖି ଉପରେ ପରଳ ଭାବେ ରହିଥିଲା । ଏଥିଯୋଗୁଁ...

111111
BMCରେ ଚାକିରି କରାଇ ଦେବେ କହି ୫ ଲକ୍ଷ ଲୁଟି ନେଲେ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ BMC ରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଲକ୍ଷ ଲୁଟି ନେଇଛନ୍ତି। ଏପରି ଅଭିଯୋଗ ଆସିଛି  ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାରୁ । ଅଭିଯୋଗକାରିଣୀ ମୋନାଲି ପ୍ରିୟଦର୍ଶିନୀ କହିଛନ୍ତି, BMC ରେ ଚାକିରି କରାଇ ଦେବାର ଲୋଭ ଦେଖାଇ ତାଙ୍କ...

000
କାହିଁକି ୫ ଦିନ ଧରି ପାଳନ କରାଯାଏ ଦୀପାବଳି ?

ଆସୁଛି ଆଲୋକର ପର୍ବ ଦୀପାବଳି । ହେଲେ ସବୁଥର ପରି ଏଥର ଆଲୋକ ଓ ଆତସବାଜୀରେ ଚମକି ଉଠିବନି ଧରା । କାରଣ କୋଭିଡ ସ୍ଥିତିକୁ ଦେଖି ବାଣ ଫୁଟାଇବା ଉପରେ କଟକଣାକୁ ସରକାର କଡାକଡି କରିଛନ୍ତି । ଏହାବ୍ୟତୀତ କରୋନା…

sports
ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଏଇ ଖେଳାଳିଙ୍କୁ ଡରୁଛି ଦିଲ୍ଲୀ କ୍ୟାପିଟାଲ୍ସ, କାହିଁକି ଜାଣନ୍ତି ?

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ IPL-2020ରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ  ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ କର ଅବା ମର ପରିସ୍ଥିତି ଦେଖା ଦେଇଛି। ଆଜି ଦୁବାଇ ଇଣ୍ଟରନାଶନାଲ ଷ୍ଟାଡିୟମରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ ହେବ। ଏହି ମ୍ୟାଚ୍ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ  ପାଇଁ ବେଶ ସଂଘର୍ଷ...

kamala-biden
ରାଷ୍ଟ୍ରପତି ନିର୍ବାଚିତ ହେବାପରେ ବାଇଡେନ କହିଲେ, ‘ମୁଁ ରେଡ୍ କିମ୍ବା ବ୍ଲୁ ନୁହେଁ  କେବଳ ୟୁନାଇଟେଡ୍ ଷ୍ଟେଟ୍ସ ଦେଖିବି‘

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ୍ । ଏଥିସହ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ପ୍ରଥମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଜୋ ବାଇଡେନ୍ ଓ କମଲା ହାରିସ ନିର୍ବାଚିତ ହେବା ପରେ ଏବେ ହଜାର ହଜାର ଡେମୋକ୍ରାଟିକ୍ ସମର୍ଥକ ରାସ୍ତା ଉପରକୁ...

kamla
ନିର୍ବାଚିତ ହେବା ପରେ କମଲା କହିଲେ, ‘ମୁଁ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇପାରେ କିନ୍ତୁ ଶେଷ ନୁହେଁ’

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକାବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥର ନିର୍ବାଚନରେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଓ ତାଙ୍କୁ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ସେ ଆମେରିକାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗତ ୪ ବର୍ଷର ଯନ୍ତ୍ରଣା,...

putin
ରାଷ୍ଟ୍ରପତି ପୁଟିନଙ୍କର କ’ଣ ହୋଇଛି ? କାହିଁକି ତାଙ୍କର ଗୋଡ ଥରୁଛି ?

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ ଖବର ଶୁଣିବାକୁ ମିଳିଛି । ଖବର ମୁତାବକ ପୁଟିନ ପାର୍କିନସନ୍ସ ରୋଗ (Parkinsons disease)ରେ ପୀଡ଼ିତ ହୋଇଛନ୍ତି। ପରିସ୍ଥିତି ଏପରି ହେଉଛି ଯେ, ସେ ଜାନୁଆରୀରେ ରାଷ୍ଟ୍ରପତି ପଦ ଛାଡି ପାରନ୍ତି । ଏହି ରିପୋର୍ଟ ଅନୁଯାୟୀ,...

sanjiv-sahoo
'ଦୁଷ୍କର୍ମ ଅଭିଯୋଗ ନେଇ ମୋତେ ମିଛରେ ବଦନାମ କରାଯାଉଛି'

ଆଠକମଲ୍ଲିକ: ଏକ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ଆଠମଲ୍ଲିକର ପୂର୍ବତନ ବିଧାୟକ ସଂଜୀବ ସାହୁ । କିଶୋରନଗର ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ଘଟଣାରେ ସଂଜୀବଙ୍କ ରୋଷେୟା ଅଭିଯୁକ୍ତ ଅଛନ୍ତି । ତେବେ ଏନେଇ ସେ ପୋଲିସ ଉପରେ ଚାପ ପକାଉଛନ୍ତି...

biden
ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ବାଇଡେନ କେତେ ଦରମା ପାଇବେ ଜାଣନ୍ତି ?

ୱାଶିଂଟନ: ସରି ଯାଇଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଜୋ ବାଇଡେନ ରାଷ୍ଟପତି ଭାବେ ବହୁମତ ପାଇ ନିର୍ବାଚିତ ହୋଇଛନ୍ତି। ୧୯୯୨ ପରେ ପ୍ରଥମ ଥର ପାଇଁ  ରିପବ୍ଲିକ ପାର୍ଟିର ଗଡ଼ରେ ଡେମୋକ୍ରାଟିକ ପାର୍ଥୀଙ୍କୁ ଏତେ ସମର୍ଥନ ମିଳିଛି। ଆମେରିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶ। ଆମେରିକା ରାଷ୍ଟ୍ରପତି ଏମିତି...

arnaba
ଜେଲ୍ ହାଜତକୁ ଗଲେ ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ ଟିଭି ପରିଚାଳନା ନିର୍ଦ୍ଦେଶକ ତଥା ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲ୍ ହାଜତକୁ ନିଆଯାଇଛି । ଆଜି ସକାଳୁ ତାଙ୍କୁ ଆଲିବଗ୍ ଜିଲ୍ଲା ପରିଷଦ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ ସେଣ୍ଟରରୁ ନଭି ମୁମ୍ବାଇର ତାଲୋଜା ସେଣ୍ଟ୍ରାଲ୍ ଜେଲକୁ ନିଆଯାଇଛି । ଗତ ୪ ତାରିଖରେ...

amitav
ଫଟୋ ଶେୟାର କରି ଏମିତି କ୍ୟାପ୍‌ସନ ଦେଲେ ବିଗ୍‌ ବି...ଟ୍ରୋଲ କଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି। ସୋଶାଲ ମିଡିଆରେ ଭିନ୍ନ ଭିନ୍ନ  ପ୍ରସଙ୍ଗରେ ନିଜ ମତ ରଖି ବେଶ ଚର୍ଚ୍ଚାକୁ ଆସିଥାନ୍ତି ଅମିତାଭ। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି। ଅମିତାଭ ତାଙ୍କ ଦିନଚର୍ଯ୍ୟାକୁ...

malania
ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡ଼ିବେ ପତ୍ନୀ ମେଲାନିଆ

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ପରେ ପୁଣି ଏକ ସମସ୍ୟାରେ ଫଶି ଯାଇଛନ୍ତି ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ରାଜନୈତିକ କ୍ୟାରିୟରରେ ଏକ ବଡ ବିଫଳତାକୁ ସାମ୍ନା କରିବା ପରେ ପାରିବାରିକ ସମସ୍ୟା ଏବେ ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।...

COVID-19
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୧୯ କରୋନା ପଜିଟିଭ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୦୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୫୧୧ ଲୋକାଲ କେସ ଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ତେବେ ଖୁସିର କଥା, ଖୋର୍ଦ୍ଧା ଜିଲ୍ଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

corona
୨୪ ଘଣ୍ଟାରେ ଆଖି ବୁଜିଲେ ୧୬ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରେ ୧୬ ଜଣ ଆଖି ବୁଜିଛନ୍ତି। ଏଥି ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛି। ଭୁବନେଶ୍ୱରରୁ ଆଜି ୨ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଅନ୍ୟପକ୍ଷେ କେନ୍ଦୁଝରରୁ ସର୍ବାଧିକ ୩...

ରୂପା ଛାଉଣୀରେ ଚମକିବ ଶ୍ରୀମନ୍ଦିର ଦ୍ୱାର, ଆଜି ନିଆଯିବ ଡିଜାଇନ୍‌ ନିଷ୍ପତ୍ତି

ପୁରୀ: ଉତ୍କଳୀୟ ପରମ୍ପରା, ଉତ୍କଳୀୟ ସଂସ୍କୃତି ଓ ଡିଜାଇନକୁ ନେଇ ଶ୍ରୀମନ୍ଦିରର ୮ଟି ଦ୍ୱାର ନିର୍ମାଣ କରାଯିବ। ବର୍ମା ଶାଗୁଆନ କାଠରେ ତିଆରି ହେବ ଏହି ଦ୍ୱାର।  ଏହାର ଡିଜାଇନ ଶେଷ ହୋଇଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ରୂପା ଉପରେ କିଭଳି ଡିଜାଇନ କରାଯିବ ତାହା ନିଷ୍ପତ୍ତି ହୋଇପାରିନାହିଁ।...

biden
କେବଳ କମ୍‌ଲା ନୁହଁନ୍ତି, ବାଇଡେନଙ୍କର ମଧ୍ୟ ରହିଛି ଭାରତ ଲିଙ୍କ୍‌

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ନିର୍ବାଚିତ ହେବା ପରେ ଭାରତ ପ୍ରତି ତାଙ୍କର ମନୋଭାବ କିପରି ରହିବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଜୋ ବାଇଡେନଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରୁ ଆମେ ନିଶ୍ଚିନ୍ତ ହୋଇ ପାରିବା ଯେ, ଭାରତ...

photo
ଫୈସଲା ୨୦୨୦: କୋଭିଡ କଟକଣା ଭିତରେ ଭୋଟ ଗଣତି ଆରମ୍ଭ

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଆରମ୍ଭ ହୋଇଛି ଭୋଟ ଗଣତି। କଡା କଟକଣା ଭିତରେ ଭୋଟ ଗଣତି ଆରମ୍ଭ ହୋଇଛି। ସୂଚନାଥାଉ କି, ଗତ ୩ ତାରିଖ ଏହି ଦୁଇ ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।...

ipl
ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଦୁବାଇ: ଆଇପିଏଲ ୨୦୨୦ର ଆଜି ଫାଇନାଲ୍‌ । ଫାଇନାଲରେ ପରସ୍ପରକୁ ଭେଟିବେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)। ଦୀର୍ଘ ୫୨ ଦିନ ଧରି କ୍ରିକେଟ ଫିଲ୍‌ଡରେ ଚାଲିଥିବା ଆଇପିଏଲ ମହାସମର ଆଜି ଶେଷ ହେବାକୁ ଯାଉଛି। ଆଇପିଏଲ୍‌ର ସବୁଠାରୁ ସଫଳ କ୍ୟାପ୍‌ଟେନ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।