• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

trump march
ରାସ୍ତାକୁ ଓହ୍ଲାଇଲେ ଟ୍ରମ୍ପଙ୍କ ସମର୍ଥକ, ମାଗିଲେ ଆଉ ୪ ବର୍ଷ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କୁ ସମର୍ଥନ କରି ରାଜଧାନୀ ଓ୍ୱାଶିଂଟନ ଡିସିରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି।  ଲକ୍ଷ ଲକ୍ଷ ଟ୍ରମ୍ପ ସମର୍ଥକ ପ୍ଲାକାର୍ଡ ଧରି ହ୍ୱାଇଟ୍ ହାଉସ ଓ ଓ୍ୱାଶିଂଟନ ଡିସିର ମୁଖ୍ୟ ରାସ୍ତାରେ ଆନ୍ଦୋଳନ କରିଛନ୍ତି । ଗତ ରାଷ୍ଟ୍ରପତି ନିର୍ବାଚନରେ ତ୍ରୁଟି ଥିବା...

coronavirus-2
ରାଜ୍ୟରେ କରୋନା ଆକ୍ଟିଭ କେସ୍‌ ୧୦ ହଜାର ତଳକୁ ଖସିଲା, ସୁସ୍ଥ ହେଲେଣି ୨ ଲକ୍ଷରୁ ଅଧିକ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୭ କ୍ୱାରେଣ୍ଟିନ  ସେଣ୍ଟରରୁ ବାହାରିଥିବାବାବେଳେ ୩୧୨ ଜଣ ଲୋକାଲ କେସ ଥିବା ଜଣାଯାଇଛି। ଆଜି ବି କରୋନା ତାଲିକାର ଉପରେ ରହିଛି ଖୋର୍ଦ୍ଧା।  ତା ପଛକୁ ରହିଛି ମୟୂରଭଞ୍ଜ। ଖୋର୍ଦ୍ଧାରୁ ସର୍ବାଧିକ ୮୮...

online
୨୪ ଘଣ୍ଟାରେ ୧୬ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୪୩ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭଗ ପକ୍ଷରୁ କୁହାଯାଇଛି। ଆଜି ସୁନ୍ଦରଗଡ ସର୍ବାଧିକ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାବ୍ୟତୀତ ଝାରସୁଗୁଡ଼ା...

delhi
ଦିଲ୍ଲୀରେ କରୋନା ସ୍ଥିତି ସଙ୍ଗୀନ; ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ସଙ୍ଗୀନ ହେଲାଣି କରୋନା ସ୍ଥିତି । ପ୍ରତି ୧ ଘଣ୍ଟାରେ ଯାଉଛି ୪ ଜଣଙ୍କ ଜୀବନ। ଗତ ୧ ସପ୍ତାହ ହେଲା ରାଜଧାନୀରେ ଏଭଳି ସ୍ଥିତି ଜାରି ରହିଛି । ରବିବାର ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ...

delhi-pollution
ଦିଲ୍ଲୀରେ ଆହୁରି ବଢିଲା ବାୟୁ ପ୍ରଦୂଷଣ; ବର୍ଷା ସତ୍ତ୍ୱେ ବି ଥମୁନି

ନୂଆଦିଲ୍ଲୀ: ଦିୱାଲି ପରେ ଦିଲ୍ଲୀ ପ୍ରଦୂଷଣ ଆହୁରି ବଢିଯାଇଛି । ଗତକାଲି ଅଳ୍ପ ବର୍ଷା ହୋଇଥିଲେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ବାୟୁର ମାନ ସିଭିୟର କ୍ୟାଟେଗୋରୀ ଅର୍ଥାତ୍ ଅତି ଖରାପ ସ୍ଥିତିରେ ରହିଛି। ରାଜଧାନୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୯୦ ଛୁଇଁଛି ।ପାଣିପାଗ ବିଭାଗ ଆକଳନ କରିଛି...

da
ଖୁସି ଖବର: ଖୁବ୍‌ ଶୀଘ୍ର ବଢିବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍‌ସନ ଭୋଗୀଙ୍କ DA

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଏମାନଙ୍କର DA (Dearness Allowance)  ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାୟ ୪ ପ୍ରତିଶତ ଡିଏ ବଢିବାର ସମ୍ଭାବନା ରହିଛି । ଏହି ବର୍ଦ୍ଧିତ ଡିଏ...

amitav
ନିଆରା ଷ୍ଟାଇଲ୍‌ରେ ନାତୁଣୀ ଆରାଧ୍ୟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିଗ୍‌ ବି

ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ-ଐଶ୍ୱର୍ଯ୍ୟାଙ୍କ କନ୍ୟା ଆରାଧ୍ୟାର ଆଜି ଜନ୍ମଦିନ। ବଚ୍ଚନ ପରିବାର ସବୁଠାରୁ ଛୋଟ ଏବଂ ଗେହ୍ଲା ସଦସ୍ୟ  ଆରାଧ୍ୟାର ଆଜି ୯ମ ଜନ୍ମଦିନ। ସେଥିପାଇଁ ଆଜି ଘରେ ଖୁସିର ମାହୋଲ। ତେବେ କରୋନା ପାଇଁ ଘରେ ସେପରି କୌଣସି ଗ୍ରାଣ୍ଡ ସେଲେବ୍ରେଶନ ହେଉନାହିଁ। ସମସ୍ତେ...

donald-trump
ପୁଣି ଟ୍ରମ୍ପ କହିଲେ ‘ମୁଁ ନିର୍ବାଚନ ଜିତିଛି‘

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ ଜିତିବା ପରେ ବି ନିଜର ପରାଜୟ ସ୍ୱୀକାର କରୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ। ପୁଣି ଏକ ଟୁଇଟ କରି ଏହି ବିବାଦକୁ ଆହୁରି ତେଜିଛନ୍ତି। ପୂର୍ବରୁ ଅର୍ଥାତ ରବିବାର ଟ୍ରମ୍ପ ଏକ ଟୁଇଟ କରି ନିଜର ପରାଜୟକୁ...

nirits
୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ପାଟନା: ବିହାର ମଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍‌ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍‌ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର...

1
ବିବାହ କରିବେ ବେନଜିର ଭୁଟ୍ଟୋଙ୍କ କନ୍ୟା: ନିର୍ବନ୍ଧ ସମାରୋହକୁ ଆସିବା ପାଇଁ ରଖିଲେ ଏମିତି ସର୍ତ୍ତ

ଇସ୍‌ଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ପୂର୍ବ ରାଷ୍ଟ୍ରପତି ଅସିଫ ଅଲି ଜରଦାରୀଙ୍କ ଝିଅ ବଖ୍‌ତାବର ଭୁଟ୍ଟୋ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନଭେମ୍ବର ୨୭ ତାରିଖ ମହମ୍ମୁଦ ଚୌଧୁରୀଙ୍କ ସହ ତାଙ୍କର ନିର୍ବନ୍ଧ ହେବ। ପାକିସ୍ତାନର ଏକ ଖବରକାଗଜ ‘ଦ ଏକ୍ସପ୍ରେସ’...

cronavruys
ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୬୪୪

ଭୁବନେଶ୍ୱର: ରାଜ୍ୟରେ ଖସୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୭୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଖୋର୍ଦ୍ଧା, ସୁନ୍ଦରଗଡ ଓ ମୟୂରଭଞ୍ଜ...

kanpur
୬ ବର୍ଷର ଶିଶୁକନ୍ୟାକୁ ହତ୍ୟା କରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କାଢିନେଲେ ଦୁର୍ବୃତ୍ତ

କାନପୁର: କାନପୁର ଜିଲ୍ଲାର ଘାଟମପୁର ଅଞ୍ଚଳରେ ଦୀପାବଳି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଜଣେ ୬ ବର୍ଷ ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପରେ ଶିଶୁର ଶରୀରରୁ ଲିଭର ଏବଂ ଲଂଗ୍‌ସକୁ କାଢି ନିଆଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ, ତନ୍ତ୍ର ସାଧନା ପାଇଁ ଏକ...

obama-1
ପିଲାବେଳେ ମହାଭାରତ, ରାମାୟଣ ପଢୁଥିଲେ ଆମେରିକାର ଏଇ ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ଆସିଛନ୍ତି। ଭାରତୀୟ ସଂସ୍କୃତିର ପରିଚୟ ମହାଭାରତ ଓ ରାମାୟଣକୁ ସେ ଖୁବ୍ ପସନ୍ଦ କରନ୍ତି। ଓବାମାଙ୍କର ପିଲାଦିନ ଇଣ୍ଡୋନେସିଆରେ କଟିଥିଲା। ସେଠାରେ ତାଙ୍କର ଅଧିକାଂଶ ସମୟ ରାମାୟଣ ଓ ମହାଭାରତର କାହାଣୀ ଶୁଣିବାରେ...

billal
ବିଶ୍ୱ ପାଇଁ ଆତଙ୍କ ଲାଡେନର ଏଇ ବନ୍ଧୁ, ଭାରତରେ ବି ମେଲାଉଛି କାୟା

ନୂଆଦିଲ୍ଲୀ:କୁଖ୍ୟାତ  ଆତଙ୍କୀ ଓସାମା ବିନ ଲାଡେନ ନିହତ ହେବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଲାଡେନର ବନ୍ଧୁ ବିଶ୍ୱ ପାଇଁ ଆଉ ଏକ ବିପଦ ହୋଇ ଉଭା ହୋଇଛି। ଲାଡେନର ଏଇ ବନ୍ଧୁର ନାମ ବିଲାଲ ଫିଲିପ୍ସ (Bilal philips)। ବିଲାଲ ନିଜର କଠୋରପନ୍ଥୀ ଚିନ୍ତାଧାରାରେ...

delhi
ବଡ଼ ଧରଣର ଆକ୍ରମଣ ଯୋଜନା ପଣ୍ଡ; ଗିରଫ ହେଲେ ୨ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ  ହୋଇଛନ୍ତି।  ଦୁଇ ଗିରଫ ଆତଙ୍କୀ ଜୈଶ୍ ଏ ମହମ୍ମଦର ବୋଲି ଜଣାଯାଇଛି। ଗତକାଲି ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବନ୍ଧୁକ ଓ କାଟ୍ରିଜ୍ ଜବତ କରିଛି। ପୋଲିସ ଏମାନଙ୍କୁ ଧରିବା ପରେ...

nadda
ରାଜ୍ୟର ଏଇସବୁ ସହରରେ ଖୋଲିଲା ବିଜେପି ନୂଆ ପାର୍ଟି ଅଫିସ

ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା। ଆଜି ରାଜ୍ୟରେ ଖୋଲିଛି ଦଳର ଆଉ ୬ଟି ନୂଆ ପାର୍ଟି ଅଫିସ।  ବରଗଡ଼, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ବାରିପଦା ଓ ଢେଙ୍କାନାଳରେ ଏହି ପାର୍ଟି ଅଫିସଗୁଡ଼କିର ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନୂଆଦିଲ୍ଲୀସ୍ଥିତ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।