ମୁମ୍ବାଇ:କରୋନା ଲକ୍ଡାଉନ ଯୋଗୁ ସାରା ଦେଶରେ ଦେଖା ଦେଇଥିବା ସଙ୍କଟ ସମୟରେ ସମସ୍ତଙ୍କୁ ସହାୟତାର ହାତ ବଢାଇଥିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ବିଶେଷ କରି ଗରିବ ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସେ ରିଅଲ ହିରୋ ପାଲଟି ଯାଇଥିଲେ। ଜଣେ ବା ଦୁଇଜଣ ନୁହେଁ, ହଜାର ହଜାର...
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଆରମ୍ଭ ହୋଇଛି। ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପର ଓ ବୈଦେଶିକ ସଚିବ ମାଇକ ପମ୍ପିଓଙ୍କ ସହ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍....
ଶ୍ରୀଗନର: ଜାମ୍ମୁ-କାଶ୍ମୀର ପୋଲିସକୁ ମିଳିଛି ବଡ଼ ସଫଳତା । ଗତକାଲିଠୁ ଅଓ୍ୱନ୍ତିପୋରାରେ ଜାରି ରହିଥିବା ସୁରକ୍ଷାବଳର ଘାତକ ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଅନ୍ୟ ଜଣେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ନିହତ ଆତଙ୍କବାଦୀର ପରିଚୟ ମିଳିନଥିବା ବେଳେ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଜଣକ ହିଜବୁଲ...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପୁଣି ୨ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ବଡ଼ଗାମର ଆରିବାଗ ମାଚାମା ଅଞ୍ଚଳରେ ଏହି ଏନ୍କାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଏହି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ ଚାଲିଥଲା। ମୃତ ଆତଙ୍କୀର ପରିଚୟ ଅସ୍ପଷ୍ଟ...
ନୂଆଦିଲ୍ଲୀ: ଆଇପିଏଲ୍ ସିଜିନ୍ ୧୩ରେ ବୃହତ ବିଜୟ ହାସଲ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ(Sunrisers Hyderabad)। ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)କୁ ୮୮ ରନ୍ରେ ହରାଇ ହାଇଦ୍ରାବାଦ ବିଜୟୀ ହୋଇଛି । ଗତକାଲି ଦୁବାଇରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହାଇଦ୍ରାବାଦ ନିର୍ଦ୍ଧାରିତ...
ଭୁବନେଶ୍ୱର: ଆଜି ରାଜ୍ୟରେ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୨୯୭ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ, ନୂଆପଡ଼ା ଓ ଝାରସୁଗୁଡ଼ାରୁ ୨...
ନୂଆଦିଲ୍ଲୀ:ବିସିସିଆଇ (BCCI) ପକ୍ଷରୁ ଅଷ୍ଟ୍ରେଲିଆ ସିରିଜ କାର୍ଯ୍ୟସୂଚୀ ଜାରି କରାଯାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ, ଭାରତ ଏଡିଲେଡ୍ରେ ଡେ-ନାଇଟ୍ ମ୍ୟାଚ ଖେଳିବ। ଏହି ଅବସରରେ ୪ଟି ଟେଷ୍ଟ, ତିନି ୱାନ ଡେ, ତିନୋଟି ଟି-୨୦ ଖେଳିବ। ୱାନ୍-ଡେ ମୁକାବିଲାରୁ ଖେଳ ଆରମ୍ଭ ହେବ। ୨୭,୨୯ ନଭେମ୍ବର ଏବଂ ୨...
ନୂଆଦିଲ୍ଲୀ:ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଭାଇ ଅନିଲ ଅମ୍ବାନୀଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟ ପ୍ରତ୍ୟାହାର ଆବେଦନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇ ଯାଇଛି। ଏଥିସହିତ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀକୁ ମଧ୍ୟ ସମାଲୋଚନା କରିଛନ୍ତି। ଆବେଦନକାରୀ ହିମାଂଶୁ ଅଗ୍ରୱାଲ କହିଥିଲେ ଯେ, ଅମ୍ବାନୀ ପରିବାର ନିଜ ସୁରକ୍ଷା ଖର୍ଚ୍ଚ...
ବାଲେଶ୍ୱର: ଆସନ୍ତା ୩ ତାରିଖ ବାଲେଶ୍ୱର ସଦର ଉପନିର୍ବାଚନ । ଏଥିଲାଗି ୩ ପ୍ରମୁଖ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଭୋଟରଙ୍କ ମନ ଜିଣିବାକୁ ତିନି ଦଳର ପ୍ରାର୍ଥୀ କଳ-ବଳ-କୌଶଳ ଲଗାଇ ଦେଇଛନ୍ତି । ଭୋଟରଙ୍କୁ ନେଇ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ଚଳିତ ଥର...
ନୂଆଦିଲ୍ଲୀ: ଆହୁରି ଅଧିକ ସଶକ୍ତ ହେବ ଭାରତୀୟ ବାୟୁ ସେନା । ରାଫେଲ ଲଢୁଆ ବିମାନ କ୍ଷେତ୍ରରେ ବାୟୁସେନାକୁ ଆସନ୍ତା ଏପ୍ରିଲ ସୁଦ୍ଧା ଅଧିକା ୧୬ଟି ବିମାନ ହସ୍ତାନ୍ତର କରାଯିବ। ନଭେମ୍ବର ୫ରେ ଅମ୍ବାଲା ଏୟାର ବେସ୍ରେ ଲ୍ୟାଣ୍ଡ କରିବ ୩ଟି ରାଫେଲ। ସେହିଭଳି ପଯର୍ୟାୟ କ୍ରମେ ଜାନୁଆରୀ...
ନୂଆଦିଲ୍ଲୀ: ଏନଡିଏ ଯାହା କହେ ତାହା କରେ। ବିହାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଦରଭଙ୍ଗାରେ ପ୍ରଚାର ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୦କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଖାତା ଖୋଲା ସରିଛି । ଉଜ୍ଜ୍ୱଳା ଯୋଜନାରେ ବିହାରର ପ୍ରାୟ ୯୦ ଲକ୍ଷ ମହିଳାଙ୍କୁ ଧୂଆଁରୁ...
ନୂଆଦିଲ୍ଲୀ:କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଯଦିଓ କରୋନାର ମୁକାବିଲା ପାଇଁ ଔଷଧ ଏବଂ ଭାକ୍ସିନ ବାହାର କରିବା ପାଇଁ ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି ତଥାପି ଏ ଦିଗରେ ସମ୍ପୂର୍ଣ୍ଣ ସଫଳତା ମିଳିନାହିଁ।ଇତିମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ...
ନୂଆଦିଲ୍ଲୀ: ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଏତେ ଶୀଘ୍ର କାହିଁକି ଛାଡ଼ିଦେଲା ପାକିସ୍ତାନ ? ଏହାର କାରଣ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନର ଜଣେ ସାଂସଦ । ସେହି ସମୟର ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରି PML-N ର ସାଂସଦ ଆୟାଜ୍ ସାଦିକ କହିଛନ୍ତି, ସେତେବେଳର...
ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ମହାମାରୀ କରୋନା ପାଇଁ ଅକ୍ସଫୋର୍ଡ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଥିବ । ଏହାକୁ ଆସନ୍ତାବର୍ଷ ଏପ୍ରିଲ କିମ୍ବା ଜୁଲାଇ ବେଳକୁ ପ୍ରଥମ ଦଫାରେ ୧୦କୋଟି ଲୋକଙ୍କ ନିକଟରେ ପହଞ୍ଚା ଯାଇପାରିବ। ଏହା କହିଛନ୍ତି ପୁନେସ୍ଥିତ ଭାରତୀୟ ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଏ. ପୁନାଓ୍ବାଲା ।...
ନୂଆଦିଲ୍ଲୀ: ଭାରତର ଅର୍ଥ ବ୍ୟବସ୍ଥା ସୁଧୁରୁଛି। ଆଶା କରାଯାଉଥିବା ସମୟଠାରୁ ଶୀଘ୍ର ଟ୍ରାକକୁ ଫେରିଛି। ଶ୍ରମ ଆଇନ, କୃଷି ଆଇନ ଏବଂ ଉତ୍ପାଦନ କ୍ଷେତ୍ରରେ ନିକଟ ଅତୀତରେ ଭାରତ ସରକାର ଯେଉଁ ପରିବର୍ତ୍ତନ କରିଛନ୍ତି, ତାହା ଆଗାମୀ ଦିନରେ ଭାରତର ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଦେଖିବ। କରୋନା...
ପାନାଜୀ: ଫିଲ୍ମ ସୁଟିଂ ନାଁରେ ଆବର୍ଜନା ଫିଙ୍ଗୁଛି କରନ୍ ଜୋହରଙ୍କ ଧର୍ମା ପ୍ରଡକ୍ସନ। ଗୋଆର ଏକ ଗ୍ରାମକୁ ଆବର୍ଜନାମୟ କରି ଦେଇଛନ୍ତି ଫିଲ୍ମ ଧର୍ମା ପ୍ରଡକ୍ସନ୍ସ ଟିମ୍ ମେମ୍ବର। ଏ ନେଇ ଗୋଆ ସରକାର ବୁଧବାର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି। ଯଦି...
ଭୁବନେଶ୍ୱର: ଆଜି ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧, ୨୯ ୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଭୁବନେଶ୍ୱରରୁ, କଟକ, ନୂଆପଡା, ଅନଗୁଳ ଓ...
ନୂଆଦିଲ୍ଲୀ: କରୋନା କାଳରେ ପୋଲିସର ଦମନଲୀଳାକୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ଏନେଇ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଡାକିବା...