ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ। ହଁ, ଆସୁଛି ରଜ। ଓଡ଼ିଆମାନଙ୍କର ସବୁଠୁ ବଡ଼ ଗଣ ପର୍ବ। ଓଡ଼ିଆ ପରମ୍ପରାର ଝଲକ୍ ରଜରେ ଦେଖିବାକୁ ମିଳେ। ୩ ଦିନ ଧରି…
ମୁମ୍ବଇ: ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରାଣାୱତ ସୋଶାଲ ମିଡିଆରେ ଖୁବ ଆକ୍ଟିଭ ଅଛନ୍ତି। ନିଜ ମତାମତକୁ ଅନେକ ସମୟରେ ସୋଶାଲ ମିଡିଆରେ ରଖିଥାନ୍ତି। ଫିଲ୍ମ ‘ଥଲାଇବି’ ସୁଟିଂ ଶେଷ ହେବା ପରେ କଙ୍ଗନା ତାଙ୍କର ଅପ୍କମିଂ ଫିଲ୍ମ ପ୍ରୋଜେକ୍ଟରେ ଲାଗିଛନ୍ତି। ସବୁ କାମ ଭିତରେ ବି ବଲିଉଡରେ...
ମୁମ୍ବାଇ: କରୋନା ମହାମାରୀ ଅନ୍ୟମାନଙ୍କ ପରି ତାଙ୍କର ଆର୍ଥିକ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ତେଣୁ ସେ ମଧ୍ୟ ସାଧାରଣ ଲୋକଙ୍କ ପରି ଏହି ପାଣ୍ଡାମିକ୍ ସମୟରେ ବହୁତ ସଂଘର୍ଷ କରୁଛନ୍ତି। ନିକଟରେ ଏମିତି ଏକ ବାର୍ତ୍ତା ଦେଇ ଚର୍ଚ୍ଚାରେ ଥିଲେ ଗାୟକ ଆଦିତ୍ୟ ନାରାୟଣ। ଏକ...
ଭୋପାଳ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମରେ ମନରେଗା ଯୋଜନା କାର୍ଡ ! ଖାଲି ଦୀପିକା ନୁହେଁ, ଆହୁରି ଅନେକ ଅଭିନେତ୍ରୀଙ୍କ ନାମରେ ରହିଛି ମନରେଗା କାର୍ଡ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? କିନ୍ତୁ କଥାଟା ସତ। ତେବେ ଏହା ପଛରେ ଏକ ବଡ କେଳେଙ୍କାରୀ ରହିଛି।...
ଆଧୁନିକ ଯୁଗରେ ସ୍ତ୍ରୀଲୋକମାନଙ୍କ ପାଇଁ ସ୍ତନ କର୍କଟ ଏକ ସାଧାରଣ ରୋଗ । ତେବେ ଏଥିପାଇଁ ଭୟ କରିବାର କିଛି ନାହିଁ। କାରଣ ପ୍ରାଥମିକ ସ୍ତରରେ ଏହା ଜଣାପଡ଼ିଗଲେ ଜଣେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବ। କାହିଁକି ହୁଏ ସ୍ତନ୍ୟ କର୍କଟ…
ଭୁବନେଶ୍ୱର:ଆମେ ଦେଖିଛେ, ନବଜାତ ଶିଶୁଙ୍କ ଶରୀରରେ ତେଲମାଲିସ କରାଯାଏ। ଘରର ବୟସ୍କ ମହିଳାମାନେ ଶିଶୁଙ୍କ ତେଲ ମାଲିସକୁ ବେଶ ଗୁରୁତ୍ୱ ଦେଇଥାନ୍ତି। ତେଲ ଘଷିଲେ ହାଡ଼ ମଜଭୁତ ହେବା ସହ ତ୍ୱଚା ଚିକ୍କଣ ହୋଇଥାଏ ବୋଲି ବିଶ୍ୱାସ କରିଥାନ୍ତି ।ହେଲେ ଆଜିକାଲି…
୩୦ ବର୍ଷ ମହିଳାମାନଙ୍କ ସୁସ୍ଥ ଜୀବନ ପାଇଁ ଏକ ଲକ୍ଷ୍ମଣ ରେଖା। ଏହି ଗାର ଡେଇଁଲେ ଅର୍ଥାତ୍ ୩୦ ବର୍ଷ ଡେଇଁଲେ ମାଡ଼ି ଆସେ ସ୍ୱାସ୍ଥ୍ୟ ପ୍ରତି ବିପଦ। ସାଧାରଣତଃ ଦେଖାଯାଇଥାଏ, ଏହି ବୟସ ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର…
ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁ ସୁରକ୍ଷିତ ହେଲେ ଏ ଦେଶ ତଥା ଦୁନିଆ ସୁରକ୍ଷିତ ରହେ। ଯେମିତି ଚାରାଟିଏ ପୋତିଲେ, ତାକୁ ରୋପଣ କରିବା ବେଳୁ ତାର ଯତ୍ନ ନିଆଯାଇଥାଏ, ସେମିତି ଏକ ଶିଶୁଟିଏ ବଢ଼ିବା ପାଇଁ ଛୋଟ ବେଳୁ…
ନୂଆଦିଲ୍ଲୀ: ବଙ୍ଗଳା ଫିଲ୍ମର କିମ୍ବଦନ୍ତି ଅଭିନେତା ସୌମିତ୍ର ଚାଟାର୍ଜୀଙ୍କର ଆସିଲା କରୋନା ଟେଷ୍ଟ ରିପୋର୍ଟ। ତାଙ୍କର ନେଗେଟିଭ ରିପୋର୍ଟ ଆସିଛି। ଅଭିନେତା ସୌମିତ୍ର ଚାଟାର୍ଜୀ ଏବେ କରୋନା ମୁକ୍ତ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଗତ ୫ ତାରିଖ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ୬...
ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ ହାର । କିନ୍ତୁ ଗତକାଲି ତୁଳନାରେ ଆଜି ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାପରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ…
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ର ଅକ୍ଟୋବର...
ଦୁବାଇ: ଆଇପିଏଲ ୧୩ର ୩୨ ତମ ମ୍ୟାଚରେ ଏକ ରୋମାଞ୍ଚକର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି...
ଲାହୋର:ପାକିସ୍ତାନର ଦ୍ରୁତ ବୋଲର ଉମର ଗୁଲ୍ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ୩୬ ବର୍ଷ ବୟସ୍କ ଏହି ଖେଳାଳି ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୧୩୦ ୱାନ ଡେ ଏବଂ ୬୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ନାଶନାଲ ଟି-୨୦ ମ୍ୟାଚରେ ବେଲୁଚିସ୍ଥାନ ପାଖରୁ ହାରିବା ପରେ ସେ କ୍ରିକେଟରୁ ଅବସର...
ଲକ୍ଷ୍ନୌ: ମଣିଷଙ୍କ ପାଇଁ ଆଧାର କାର୍ଡ କରାଯିବା ସମସ୍ତେ ଜାଣନ୍ତି । ହେଲେ ଏବେ ଗୃହପାଳିତ ପଶୁ ଗାଈଙ୍କ ପାଇଁ କରାଯାଉଛି ଆଧାର କାର୍ଡ। ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ପ୍ରତି ଗୋରୁଙ୍କର ଆଧାର କାର୍ଡ କରୁଛନ୍ତି ।...
ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। OTVର ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉଦବେଗ ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। ଓଟିଭିକୁ ଦୁର୍ବଳ କରିବାକୁ ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ...
ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧୧୨୧ ଛୁଇଁଛି। ଭୁବନେଶ୍ୱରରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ କଟକରୁ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ସୂଚନାଥାଉ କି, ଦିନକରେ ଓଡ଼ିଶାରେ ୨୧୯୬ ନୂଆ କରୋନା ଆକ୍ରାନ୍ତ...
ପ୍ୟାରିସ୍: ନିକଟରେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଛାତ୍ରଙ୍କୁ ଦେଖାଉଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ସ୍କୁଲରୁ ବାହାର କରି ଦିଆଯିବା ସହ ମୁଣ୍ଡ କାଟ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ଘଟଣାକୁ ଇସଲାମିକ୍ ଆତଙ୍କବାଦୀ ଆକ୍ରମଣ ସହ ସମାନ ବୋଲି କହିଛନ୍ତି। ଶିକ୍ଷକଙ୍କ ମୁଣ୍ଡ କାଟିଥିବା ଆକ୍ରମଣକାରୀଙ୍କୁ ଗିରଫ...