ଦୁବାଇ:ଆଇପିଏଲ ଗୁରୁବାର ମ୍ୟାଚ୍ରେ କିଙ୍ଗସ ଇଲେଭେନ ପଞ୍ଜାବ (KXIP)କୁ ପୁଣି ଏକ ପରାଜୟକୁ ସାମ୍ନା କରିବାକୁ ପଡ଼ିଛି। ସନରାଇଜର୍ସ ହାଇଦ୍ରାବାଦ (SRH) ୬୯ ରନ୍ରେ KXIPକୁ ହରାଇଛି। କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଏବଂ ଜନି ବେଷ୍ଟୋ ଯୋଡ଼ି ଜବରଦସ୍ତ ଖେଳିଲେ। ୱାର୍ଣ୍ଣର ୫୨ ଏବଂ ବେଷ୍ଟୋ ୯୭ ରନ...
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧୀନ ଡିଫେନ୍ସ ସାଇଣ୍ଟିଫିକ ଓ ଡକ୍ୟୁମେଣ୍ଟେସନ ସେଣ୍ଟର (DESIDOC) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆପ୍ରେନଣ୍ଟିସ୍ ତାଲିମ ନେବାକୁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରିଛି। ଏହି ତାଲିମର ଅବଧି ଏକବର୍ଷ ରହିଛି।...
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୯୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨,୬୯୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ୧,୫୭୬ ଓ ଲୋକାଲ କେସ୍ ରହିଛି ୧,୧୨୧। ଏହାକୁ ମିଶାଇ ରାଜ୍ୟରେ...
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ଆଉ ୧୭ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୯୧ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଢ଼ନ୍ତୁ: ଦିନକରେ ଓଡ଼ିଶାରେ ଚିହ୍ନଟ ହେଲେ...
ଭୁବନେଶ୍ୱର: ପୂର୍ବତନ ପୋଲିସ ଡିଜି ଜନ୍ ନାୟକଙ୍କ କରୋନାରେ ପରଲୋକ ହୋଇଯାଇଛି। ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଡିଜି ଜନ୍ ନାୟକଙ୍କୁ ୭୮ ବର୍ଷ ହୋଇଥିଲା। ୧୯୬୫ ବ୍ୟାଚର IPS...
ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି। ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା। ହେଲେ ପୁଣି ଆଜି ଉପର ମୁହାଁ ହୋଇଛି । ବିଶ୍ୱର ୨୧୪ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ୨୪...
ନୂଆଦିଲ୍ଲୀ:କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟର ଉପନିର୍ବାଚନ। କରୋନା କଟକଣାକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍ଲାଇନ୍ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। କେମିତି ପ୍ରଚାର କରାଯିବ, ପ୍ରାର୍ଥୀମାନେ କିପରି ନାମାଙ୍କନ ଦାଖଲ କରିବେ ସେ ନେଇ ଗାଇଡ ଲାଇନ...
ନୂଆଦିଲ୍ଲୀ: ସେମାନେ ଥିଲେ ଗରିବ, ଦୁଃଖୀ। ଆଖିରେ ଥିଲା ଆଖିରେ ଥିଲା ଗୋଟିଏ ସ୍ୱପ୍ନ- ପେଟକୁ କେମିତି ଦୁଇମୁଠା ଖାଦ୍ୟ ମିଳିବ। ମୁଠାଏ ଖାଦ୍ୟ ପାଇଁ ହାତ ପତେଇଥିଲେ ଜଣେ ଲଟେରୀ ସଞ୍ଚାଳକଙ୍କ ପାଖରେ। ଲଟେରୀ ସଞ୍ଚାଳକ ତାଙ୍କୁ ଖାଦ୍ୟ ତ ଦେଲେନି। ଖାଦ୍ୟ ବଦଳରେ ତାଙ୍କୁ ଯାହା...
ୱାଶିଂଟନ:ଛୋଟ ପରିବାର ସୁଖୀ ପରିବାର। ସାଂପ୍ରତିକ ସ୍ଥିତିରେ ପ୍ରକୃତରେ ଏହି ଉକ୍ତିର ଯଥାର୍ଥତା ରହିଛି। ଆଜିକାଲି ସମୟରେ ଗୋଟିଏ ସନ୍ତାନ ଜନ୍ମ ଦେଇ ତାକୁ ବଡ କରିବା ଏବଂ ମଣିଷ ପରି ମଣିଷଟିଏ କରିବା ଏତେ ସହଜ ନୁହେଁ । କିନ୍ତୁ ଆମରିକାର ଏହି ମହିଳାଙ୍କ ମାନସିକତା ଭିନ୍ନ।...
ନୂଆଦିଲ୍ଲୀ: ଆଇଇପିଏଲ୍ ସିଜନ୍ ୧୩ରେ ପୁଣି ଦିଲ୍ଲୀ କ୍ୟାପିଟାଲ୍ସର ଦବ୍ଦବା। ଗତକାଲି ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍କୁ ୪୬ ରନ୍ରେ ଜିତି ନେଇଛି ଦିଲ୍ଲୀ। ପ୍ରଥମେ ବ୍ୟାଟିଂ କରି ୧୮୫ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ। ତେବେ ଏହାର ପିଛା କରି ମାତ୍ର ୧୩୮ ରନ୍ରେ ଅଲ୍...
ମୁମ୍ବାଇ: ବାହୁବଳୀ ଦମ୍ପତି ପ୍ରଭାସ-ଅନୁଷ୍କା ଶେଟ୍ଟୀ ହେଉଛନ୍ତି ପରଦାରେ ସବୁଠାରୁ ପପୁଲାର ହିଟ ଯୋଡି। ଏହି ଯୋଡ଼ିର ଏକ ବଡ଼ ପ୍ରଶଂସକ ଗୋଷ୍ଠୀ ଅଛନ୍ତି । ଏହି ଯୋଡ଼ିକୁ ପୁଣି ଥରେ ସ୍କ୍ରିନ୍ରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଏମାନଙ୍କ ମଧ୍ୟରେ ଥିବା ଲଭ୍, ରୋମାନ୍ସକୁ...
ଭୁବନେଶ୍ୱର: ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୦୦୬ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ସର୍ବଧିକ...
ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଛି। ଏ ବର୍ଷ କ୍ୟାଲେଣ୍ଡରରେ ବାକି ରହିଛି ଆଉ ମାତ୍ର ୮୩ ଦିନ । ତେବେ ୨୦୨୦ର ଆଜି ଦିନଟି ଅର୍ଥାତ୍ ୧୦ ଅକ୍ଟୋବର ୧୦-୧୦-୨୦୨୦ ଏକ ବିଶେଷ ଦିନ। ଏମିତି ଦିନ କ୍ୟାଲାଣ୍ଡରରେ କେବେ ଆସି ନ ଥିଲା କିମ୍ବା ଆସିବ...
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ୩ ଦିନ ବିତିଗଲାଣି। ହେଲେ ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କର କୌଣସି ପତ୍ତା ମିଳୁନାହିଁ। ଏପରିକି ସେ ମୃତ ନା ଜୀବିତ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ ଏ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। କିଛି...
ଶ୍ରୀନଗର; ଜାମ୍ମୁ କାଶ୍ମୀରରେ ପୁଣି ଏନକାଉଣ୍ଟର। କୁଲଗାମ ଜିଲ୍ଲାରେ ହୋଇଥିବା ଏହି ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଅପରେସନ ଜାରି ରହିଥିବାରୁ ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇପାରି ନାହିଁ । ସୂଚନା ଅନୁସାରେ, ଚିଙ୍ଗମ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର...
ପୁରୀ: ଦୀର୍ଘ ଏକ ବର୍ଷ ଧରି ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ପତ୍ନୀ। ସାଧ୍ୟମତେ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା ବଢୁଥିଲା ସିନା କମୁ ନ ଥିଲା। ପତ୍ନୀଙ୍କ ଦୁଃଖ ଆଉ ସହି ପାରିଲେନି। ଅଧିକ ଚିକିତ୍ସା ପାଇଁ ହାତରେ ସମ୍ବଳ ନାହିଁ, ତଥାପି ମନରେ ଆଶା ଅଛି,...
କୁଡ୍ଡଲୋର: ତାମିଲନାଡୁର କୁଡ୍ଡଲୋର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଏକ ପଞ୍ଚାୟତ ବୈଠକରେ ସମସ୍ତ ସଦସ୍ୟ ଚେୟାରରେ ବସିଥିଲେ ମଧ୍ୟ ଜଣେ ଦଳିତ ମହିଳାଙ୍କୁ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁଡ୍ଡଲୋରରେ ପଞ୍ଚାୟତ...
ଲକ୍ଷ୍ନୌ:ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ଆଜି ଶୁଣାଣି । ଆଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍ ରାଜନ ରାୟଙ୍କ ବେଞ୍ଚ ଶୁଣାଣି କରିବ। ଅପରାହ୍ନ ୨.୧୫ରେ ଶୁଣାଣି ଆରମ୍ଭ ହେବ। ଅକ୍ଟୋବର ୧ରେ ହାଇକୋର୍ଟ...