ଭଦ୍ରକ: ପୋଲିସ ଇନଫର୍ମର ସନ୍ଦେହରେ କାର ଜାଳି ଦେଇଛନ୍ତି କୋଇଲା ମାଫିଆ । କୋଇଲା ମାଫିଆଙ୍କ ବିଷୟରେ ପୋଲିସକୁ ତଥ୍ୟ ଦେବାରୁ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମାରପୁର ଗାଁରେ ଘଟିଛି ଏପରି ଘଟଣା। ଭଦ୍ରକ-ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବାବେଳେ ଚଳନ୍ତା...
ବାଙ୍କୀ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି। ଟ୍ୱିନ୍ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି। ବାଙ୍କୀରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି।...
ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ-୧୯ରୁ ମୁକ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ନେଗେଟିଭ ଆସିଛି। ଏହି ସୂଚନା ତାଙ୍କର ହ୍ୱାଇଟ୍ ହାଉସର ଚିକିତ୍ସକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ୧୦ ଦିନ ପୂର୍ବେ କରୋନା ସଂକ୍ରମିତ ହୋଇଥିଲେ। ଏହା ପୂର୍ବରୁ ହ୍ୱାଇଟ ହାଉସର ଫିଜିସିଆନ ସିନ କାନଲେ ଶନିବାର ବିଳମ୍ବିତ...
ନୂଆଦିଲ୍ଲୀ: ଟାଇଟନ୍ ଗ୍ରୁପ୍ର ତନିସ୍କ କମ୍ପାନୀ ଏକ ବିଜ୍ଞାପନକୁ ନେଇ ସୋଶାଲ ମିଡିଆରେ ଟ୍ରୋଲ ହୋଇଛି। ଏଥିସହିତ ଏହି ବିଜ୍ଞାପନକୁ ବୟକଟ କରିବା ପାଇଁ ଦାବି ମଧ୍ୟ ଉଠିଛି। ଏହାପରେ କମ୍ପାନୀ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛି। ସୋମବାର ଟ୍ୱିଟରରେ #BoycottTanishq ଟ୍ରେଣ୍ଡ କରୁଥିଲା। ଏହି ବିଜ୍ଞାପନଟି କମ୍ପାନୀ...
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର। ଯବାନଙ୍କ ଆକ୍ରମଣରେ ନିପାତ ହେଲେ ୫ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ପୁଲୱାମାରେ ହୋଇଛି ଏହି ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ୫ ଆତଙ୍କବାଦୀ ଲସ୍କର- ଇ-ତୋଇବା ସଂଗଠନର ବୋଲି ସୂଚନା ମିଳିଛି। ନିହତ…
ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ସାମ୍ନାକୁ ଆସିଲା ଚିନ୍ତାଜନକ ତଥ୍ୟ। ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ପ୍ରତିରୋଧ କ୍ଷମତା କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ପୂର୍ବରୁ ଗବେଷକମାନେ କହୁଥିଲେ। ହେଲେ କରୋନାକୁ ରୋକିବାର ସଠିକ୍ ଉପାୟ ନୁହେଁ ବୋଲି କୁହାଯାଉଛି। ହର୍ଡ ଇମୁ୍ୟନିଟି ବା...
ହାଇଦ୍ରାବାଦ: ତେଲେଙ୍ଗାନା ପରେ ଏବେ ମୁମ୍ବାଇରେ ଲଗାଣ ବର୍ଷା। ଗତକାଲି ସଂଧ୍ୟା ବେଳଠୁ ମୁମ୍ବାଇ, ପୁଣେ, ଥାଣେ ସମେତ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷାର ପରିମାଣ ଏତେ ଅଧିକ ଯେ ମୁମ୍ବାଇ ସହରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ତେଲେଙ୍ଗାନା ପରେ ଏବେ...
ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ୩୦ ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ ୧୫ ଜଣ କେବଳ ହାଇଦ୍ରାବାଦର। ମୃତକଙ୍କ ମଧ୍ୟରେ ଜଣ ୨ ମାସର ଶିଶୁ ଅଛି। ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ...
ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଛି। ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛନ୍ତି। ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ…
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭାଇରସ ସଂକ୍ରମଣକୁ ନେଇ ଚିନ୍ତାରେ ପଡିଛି। କେବଳ ରୁଷ୍କୁ ବାଦ୍ ଦେଲେ କେହି ଆଜିଯାଏ ଭାକ୍ସିନ ବାହାର କରିବାରେ ସଫଳ ହୋଇ ନାହାନ୍ତି। ତେବେ ଖୁସିର କଥା, ଗୋଟିଏ ଭାକ୍ସିନ ବାହାର କରିବା ପରେ ଏବେ ଆଉ ଏକ ଭାକ୍ସିନ ବିକଶିତ କରିବାରେ...
ନୂଆଦିଲ୍ଲୀ: ୬ ମାସ ପରେ ଖୋଲିଛି ସିନେମା ହଲ୍। ଦିଲ୍ଲୀ, କୋଲକାତା, ଲକ୍ଷ୍ନୌ, ଚଣ୍ଡିଗଡ଼, ବେଙ୍ଗାଲୁରୁ ସମେତ ଦେଶର କିଛି ମେଟ୍ରୋ ଏବଂ ଛୋଟ ସହରରେ ଆଜିଠୁ ସିନେମା ହଲ୍ ଖୋଲିଛି। ମଲ୍ଟି ପ୍ଲେକ୍ସ ସହ ଅନ୍ୟ ସିଙ୍ଗଲ ସ୍କ୍ରିନ୍ ସିନେମା ଥିଏଟର ବି ଖୋଲିଛି। ଏନେଇ ବିଶେଷ...
ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା ୧, ୦୮୯ ଛୁଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରେ ସର୍ବାଧିକ ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।...
ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏଥର ଜନ୍ମଦିନ କିପରି ପାଳନ କରବେ ସେ ନେଇ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଦଳୀୟ କର୍ମୀ ଓ...
ନୂଆଦିଲ୍ଲୀ: ଏକ ନବଜାତ ଶିଶୁର କାରନାମାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ନବଜାତ ଶିଶୁଟି ଜନ୍ମ ହେଉ ହେଉ ଡାକ୍ତରଙ୍କ ମୁହଁରୁ ମାସ୍କ ହଟାଇବାକୁ ଚେଷ୍ଟା କରୁଛି। ଶିଶୁର ଏକ ପୁରୁଣା ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ୟୁଏଇର ଜଣେ ଡାକ୍ତର ସମୀର ଚେଇବଙ୍କ...
ପୁରୀ: ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା। ଭକ୍ତ ନ ଆସିଲେ ବି ଉତ୍ସାହ କମିନି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ…
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରମରେ ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ୍। ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ବ୍ୟାକ୍…
ପୁରୀ: ଆଜି ବାହୁଡ଼ିବେ ମହାବାହୁ। ସାଙ୍ଗରେ ଭାଇ, ଭଉଣୀଙ୍କୁ ଧରି ଲେଉଟିବେ ଶ୍ରୀମନ୍ଦିର। ମହାପ୍ରଭୁଙ୍କୁ ରଥ ଉପରେ ଦେଖିବା ପାଇଁ ବଡଦାଣ୍ଡରେ ଜମିଗଲାଣି ଭକ୍ତଙ୍କ ଭିଡ଼। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସକାଳୁ ସକାଳୁ ଗୁଣ୍ଡିଚା…