ନୂଆଦିଲ୍ଲୀ: କରୋନାକୁ ନେଇ ଆସିଲା ଖୁସି ଖବର। ସାରା ବିଶ୍ୱ କରୋନା ସହ ଲଢୁଥିବାବେଳେ ଏବେ ଏଥିରୁ ମୁକ୍ତି ପାଇବାର ଆଶା ଉଜ୍ଜ୍ୱଳ ହୋଇଛି। କାରଣ ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ମିଳିବାର ସମ୍ଭାବନା ଦେଖା ଦେଇଛି। ଏ ନେଇ ଆଶ୍ୱାସନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।...
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ତାର ତଦନ୍ତ ରିପୋର୍ଟ ବୁଧବାର ପ୍ରଦାନ କରିବାର ଥିଲା। ହେଲେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୦ ଦିନର ମହଲତ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି ଆଜି...
ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ସୁଗାନ ଅଞ୍ଚଳରେ ସେନାର ଅପରେସନ ‘ଅଲଆଉଟ’ରେ ନିପାତ ହୋଇଛନ୍ତି ୨ ଆତଙ୍କୀ। ସୁରକ୍ଷାବଳ ସହ ଗୁଳିବିନିମୟ ବେଳେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏବେ ବି ଅପରେସନ ଚାଲିଥିବା ସୂଚନା ରହିଛି ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା।...
ନୂଆଦିଲ୍ଲୀ:ପୃଥିବୀର ସବୁଠାରୁ ଲମ୍ବା ଗୋଡ ଥିବା ଯୁବତୀଙ୍କୁ ଜାଣନ୍ତି ? ସେ ହେଉଛନ୍ତି ମାକି କୁରିନ (Maci Currin) । ୧୭ ବର୍ଷର ଏହି ନାବାଳିକା ଜଣକ ନିଜ ଲମ୍ବା ଗୋଡ଼ ପାଇଁ ଗିନିଜ ବୁକ୍ରେ ନିଜ ନାଁ ସାମିଲ କରାଇ ପାରିଛନ୍ତି। ମାକି ଆମରିକାର ଟେକ୍ସାସ ଅଞ୍ଚଳରେ...
ୱାଶିଂଟନ:କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେରିବା ପରେ ଏବେ ହ୍ୱାଇଟ ହାଉସରେ ଅଧିକ ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହରେ ଟ୍ରମ୍ପ ଓ ପତ୍ନୀ ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀମାନେ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ...
ନୂଆଦିଲ୍ଲୀ:ଦେଶରେ ନିଶା କାରବାରରେ ଲଗାମ ଟାଣିବା ପାଇଁ ନାର୍କୋଟିକ୍ ବ୍ୟୁରୋ (NCB) ଉଦ୍ୟମ ଚଳାଇଛି। ଦେଶର ପ୍ରାୟ ୨୦ ଲକ୍ଷ ଡ୍ରଗ୍ ଆଡିକ୍ଟ ଏନସିବି ରାଡରରେ ଅଛନ୍ତି। ୧୪୨ ଡ୍ରଗ୍ସ ସିଣ୍ଡିକେଟର ଯାଞ୍ଚ ଚାଲିଛି। ଏହି ସିଣ୍ଡିକେଟ ମାଧ୍ୟମରେ ୧.୪୦ ଲକ୍ଷ କୋଟିର କାରବାର ହୋଇଥିବା ଏନସିବି ହାତରେ...
ନୂଆଦିଲ୍ଲୀ: ଦିଲ୍ଲୀ ଶାହିନବାଗ ପ୍ରତିବାଦ ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବସାଧାରଣ ସ୍ଥାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇ ପାରିବନି ବୋଲି କୋର୍ଟ ମାମଲାର ଶୁଣାଣି ବେଳେ କହିଛନ୍ତି । ନାଗରିକତା ସଂଶୋଧନ ଆଇନ CAA ବିରୋଧରେ ଦିଲ୍ଲୀ ଶାହିନବାଗରେ...
ନୂଆଦିଲ୍ଲୀ: କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲଗାଇପାରୁନି ପ୍ଲାଜମା ଥେରାପି । ମଧ୍ୟମ କିମ୍ବା ଗୁରୁତର ରୋଗୀଙ୍କ ଦେହରେ ଏହି ଥେରାପି କାମ କରୁନି ବୋଲି କହିଛି ICMR । ପ୍ଲାଜମା ଥେରାପି ନେଇ ୪୬୪ ରୋଗୀଙ୍କ ଉପରେ ପରୀକ୍ଷା ନିରୀକ୍ଷା କରାଯାଇଛି । ଦେଶର ୩୯ ହସ୍ପିଟାଲରେ ହୋଇଥିବା...
ଭୁବନେଶ୍ୱର: ଉପ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା। ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରଣନୀତି । ତିର୍ତ୍ତୋଲ ସିଟ୍ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ଦାୟିିତ୍ୱରେ ଥିବା ଭୁବନେଶ୍ୱର ସାଂସଦ ଅପରାଜିତା...
ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଜଡିତ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନକୁ ଆଜି ମୁମ୍ବାଇ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହା ବିରୋଧରେ ଏନସିବି ସୁପ୍ରିମ କୋର୍ଟ ଯିବ ବୋଲି କହିଛି। ଆଡିସିନାଲ ସଲିସିଟର ଜେନରାଲ ଅ଼ନିଲ ସିଂ ହାଇକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ କହିଛନ୍ତି,...
ନୂଆଦିଲ୍ଲୀ: ଇଷ୍ଟ କୋଷ୍ଟ ରେଲୱେ (ECoR) କେତେଗୁଡ଼ିଏ ଚୁକ୍ତିଭିତ୍ତିକ Lab Assistant Grade II, ରେଡିଓ ଗ୍ରାଫର ଏବଂ ଅନ୍ୟ କେତେକ ପଦ ପଦବୀ ପୂରଣ କରିବାକୁ ଯାଉଛି। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସିଧାସଳଖ ସାକ୍ଷାତକାରକୁ ଆସିବା ପାଇଁ ଆହ୍ୱାନ କରିଛି ଇଷ୍ଟକୋଷ୍ଟ । କୋଭିଡ-୧୯ ପାଣ୍ଡାମିକ ସମୟର...
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩, ୧୪୪ କରୋନା ରୋଗୀ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ୧, ୮୨୫ ଓ ଲୋକାଲ କେସ ରହିଛି ୧, ୩୧୯।...
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୬ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭୪ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ରୋଗୀ ଆଖି...
ନୂଆଦିଲ୍ଲୀ: ଥରେ ନୁହେଁ, ତିନି ତିନି ଥର IPL ଚାମ୍ପିୟନ୍ସ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ୍ (Chennai Super Kings) ଟିମ୍କୁ ଏଥର ଖୁବ ସଂଘର୍ଷ କରିବାକୁ ପଡୁଛି। ଗୋଟିଏ ପରେ ଗୋଟିଏ ୪ଟି ମ୍ୟାଚ ହାରିବା ପରେ ଜିତିବା ଆଶା ଆସ୍ତେ ଆସ୍ତେ ଦୂରେଇ ଯାଉଛି। କୋଲକାତା...
ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭେର୍ଣ୍ଣନ୍ ଫିଲାଣ୍ଡରଙ୍କ ସାନ ଭାଇଙ୍କୁ ଦୁବୃର୍ତ୍ତମାନେ ଗୁଳିକରି ହତ୍ୟା କଛନ୍ତି। ବୁଧବାର ଅପରାହ୍ନରେ ଫଲାଣ୍ଡରଙ୍କ ସାନ ଭାଇ ଘର ବାହାରକୁ ଆସିଥିବାବେଳେ ଦୁବୃର୍ତ୍ତମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣା ଘଟିଛି ଫିଲାଣ୍ଡରଙ୍କ ନିଜ ଘର କେପ ଟାଉନ...
ନୂଆଦିଲ୍ଲୀ: ଚୀନ ଲଗାତାର କେବଳ ଭାରତ ପ୍ରତି ନୁହେଁ, ହଙ୍ଗକଙ୍ଗ ଏବଂ ତାଇବାନ ପ୍ରତି ମଧ୍ୟ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଛି। ଏଇ କ୍ରମରେ ଚୀନ୍ର ସରକାରୀ ମିଡିଆ ଭାରତକୁ ‘ତାଇୱାନ ନାଶନାଲ ଡେ’ ରେ ତାକୁ ସ୍ୱତନ୍ତ୍ର ରାଷ୍ଟ୍ର ପରି ସମ୍ମାନ ନ ଦେବାକୁ ଚେତାବନୀ ଦେଇଛି।...
ପାଟଣା: ଜେଡିୟୁରୁ ଟିକେଟ ପାଇବା ଆଶାରେ ପୋଲିସ ପଦବୀରୁ ଇସ୍ତଫା ଦେଇଥିବା ବିହାର ଡିଜିପି ତଥା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଚର୍ଚ୍ଚିତ ପୋଲିସ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେ ପୁଣି ନିରାଶ ହୋଇଛନ୍ତି। ଏଥର ମଧ୍ୟ ତାଙ୍କୁ ଟିକେଟ ମିଳୁନି ବୋଲି ସେ ନିଜେ ସୂଚନା ଦେଇଛନ୍ତି। ତେବେ...
କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାର-ବିଜେପି ମଧ୍ୟରେ ବିବାଦ ବଢି ବଢି ଆଜି ଖଣ୍ଡଯୁଦ୍ଧରେ ପରିଣତ ହୋଇଛି। ଆଜି ବିଜେପି ପକ୍ଷରୁ ନବାନ୍ନା ଚଲୋ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲେ ଏହି କାର୍ଯ୍ୟକ୍ରମରେ କରୋନା କଟକଣାକୁ କେହି ମାନି ନ ଥିଲେ । ଶହ ଶହ ବ୍ୟକ୍ତି ରାଜରାସ୍ତାକୁ ଓହ୍ଲାଇ...
ନୂଆଦିଲ୍ଲୀ: ଦିଲ୍ଲୀର ମାଲଭିଆ ନଗରର କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ‘ବାବା କା ଢାବା’ରେ ଏବେ ଖୁବ୍ ଭିଡ। ଖାଁ ଖାଁ ପଡ଼ିଥିବା ଦୋକାନରେ ଏତେ ଲୋକଙ୍କ ଭିଡ ଦେଖି ବୃଦ୍ଧ ଦମ୍ପତିଙ୍କ ଖୁସି କହିଲେ ନ ସରେ। ସତେ ଯେମିତି ଗୋଡ ଆଉ...
ନୋଏଡା: ଉତ୍ତରପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଯେମିତି କମିବାର ନାଁ ନେଉନି। ନିକଟରେ ହାଥରସ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ନିଆଁ ଜଳୁଥିବାବେଳେ ପୁଣି ସେହିପରି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଉତ୍ତର ପ୍ରଦେଶ ଗ୍ରେଟର ନଏଡାରରେ ୧୩ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା...