• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

1233
ରିୟାଙ୍କ ଓକିଲ ଦେଲେ ଚେତାବନୀ; ବଦ୍‌ନାମ କରୁଥିବା ବ୍ୟକ୍ତିଙ୍କୁ...

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଓକିଲଙ୍କ ମୁହଁରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ଭ୍ରମାତ୍ମକ ଖବର ଦେଉଥିବା ତଥା ଉସ୍‌କାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ...

corona-world
୨୪ ଘଣ୍ଟାରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧୦୪୦ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରେ ୨...

rhea
ମୃତ୍ୟୁ ପୂର୍ବଦିନ ରିୟାଙ୍କୁ ଭେଟିଥିଲେ କି ସୁଶାନ୍ତ ? ସିବିଆଇ ରଖିଲା ଏମିତି ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ପୁଣି ଥରେ ଆକ୍ସନ୍ ମୁଡକୁ ଆସିଛି। କିଛି ଦିନର ବ୍ୟବଧାନ ପରେ ମାମଲାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି। ମୃତ୍ୟୁ ପୂର୍ବ ଦିନ ଅର୍ଥାତ ଜୁନ୍ ୧୩ରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କୁ ଭେଟିଥିବା ଖବରକୁ...

child-salute
କୁନି ପିଲାଟିର ଦେଶପ୍ରେମ ଦେଖି ଅଟକିଗଲେ ଯବାନ, ମାରିଲେ ସାଲ୍ୟୁଟ୍‌

ନୂଆଦିଲ୍ଲୀ: ଏ ଜୀବନ ମାତୃଭୂମି ପାଇଁ। ଆଉ ଜୀବନର ପ୍ରତିଟି ମୁହୂର୍ତ୍ତ ମାଟି ମାଆର ସୁରକ୍ଷା କରୁଥିବା ଯବାନଙ୍କ ପାଇଁ। ଏହି ଉକ୍ତିକୁ ବେଶ ଭଲ ଭାବେ ବୁଝିଛି କୁନି ପିଲାଟି। ସେଥିପାଇଁ ବୋଧହୁଏ ଘର ସାମ୍ନା ଦେଇ ଯାଉଥିବା ଯବାନଙ୍କ କାର୍କେଡକୁ ପ୍ରତିଦିନ ସାଲୁଟ୍ କରୁଛି। ଏପରି...

corona-1111
କରୋନାକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ; ମୋବାଇଲ ସ୍କ୍ରିନରେ ଏତେ ଦିନ ରହିପାରେ ଭାଇରସ୍‌

ମେଲବର୍ଣ୍ଣ: କରୋନା ଭାଇରସକୁ ନେଇ ଆସିଲା ଚିନ୍ତାଜନକ  ତଥ୍ୟ। ମୋବାଇଲ କାଚ ଓ ବ୍ୟାଙ୍କ ନୋଟରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରେ କରୋନା ଭାଇରସ। ସେତିକୁ ନୁହେଁ, ଷ୍ଟେନଲେସ୍‌ ଷ୍ଟିଲ, ପ୍ଲାଷ୍ଟିକରେ ମଧ୍ୟ ଏହା ଦୀର୍ଘ ଦିନ ଧରି ରହିପାରେ। ଏପରି ଏକ ତଥ୍ୟ ହାସଲ କରିଛନ୍ତି ଅଷ୍ଟ୍ରେଲୀୟ ଏଜେନ୍ସି...

tiger
୫ ଲକ୍ଷ ଟଙ୍କା ଦେଇ ମଗାଇଲେ ବିଲେଇ, ହେଲେ ଆସିଲା ବାଘ ଛୁଆ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ଭାରି ବିରାଡି ପ୍ରିୟ। ଦୁହେଁ ନିଷ୍ପତ୍ତି ନେଲେ ଅନ୍‌ଲାଇନ୍‌ରେ ଏକ ବିଲେଇ ମଗାଇବେ।  ୫ ହଜାର ୟୁରୋ ଅର୍ଥାତ୍‌ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ (Savannah Cat) ଅନ୍‌ଲାଇନ୍‌ରେ ମଗାଇଥିଲେ। ଅର୍ଡର ଘରେ ପହଞ୍ଚିଲା। ଖୁସି ହୋଇ ସ୍ୱାମୀ ସ୍ତ୍ରୀ ଡେଲିଭରି ବକ୍ସ...

aparajita
କୋଭିଡ ନିୟମ ଉଲ୍ଲଘଂନ ସମ୍ପର୍କିତ ଦସ୍ତାବିଜ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ଅପରାଜିତା

ଭୁବନେଶ୍ୱର:କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ପଡ଼ିଛି। BMCର ଏକ ଟିମ୍‌ ପଳାସପଲ୍ଲୀରେ ଥିବା ସାଂସଦ ଅପରାଜିତାଙ୍କ ଅଫିସ୍‌ରେ ପହଞ୍ଚି ୧୫ ଦିନ ପାଇଁ ଅଫିସ୍‌କୁ ସିଲ୍‌ କରି ଦେଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ...

gangrape
ଗଣଦୁଷ୍କର୍ମ ପରେ ମା’ ଶିଶୁଙ୍କୁ କେନାଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ

ବକ୍ସର: ଦଳିତ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି। ହାଥରସ ନିଆଁରେ ସାରା ଦେଶ ଏବେ ଜଳୁଥିବାବେଳେ ସେମିତି ଏକ ଘଟଣାର ପୁନରାବୃତ୍ତି ଘଟିଛି ବିହାରରେ।  ଜଣେ ଦଳିତ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରେ ତାଙ୍କୁ କେନାଲରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଏଥିସହିତ ତାଙ୍କର...

432343234
ପ୍ରାର୍ଥୀ ଘୋଷଣା ପରେ ବଢୁଛି ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ରବୀନ୍ଦ୍ରଙ୍କ ସମର୍ଥକ

ବାଲେଶ୍ୱର: ରାଜ୍ୟରେ ଦୁଇଟି ସ୍ଥାନରେ ଉପ ନିର୍ବାଚନ ପାଇଁ  ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ ହିମାଂଶୁ ଭୂଷଣ ମଲ୍ଲିକ ଲଢ଼ିବେ। ସେହିପରି ବାଲେଶ୍ୱର ଆସନ ପାଇଁ ବିଜେପି ସ୍ୱର୍ଗତ ମଦନମୋହନ ଦତ୍ତଙ୍କ...

tirtol
ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଶେଷ, ଏବେ ଅପେକ୍ଷା ଲଢ଼େଇକୁ...

ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଯୋଦ୍ଧା ତୟାର, ମଇଦାନ ପ୍ରସ୍ତୁତ । ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱର ସଦର ଆସନରୁ କଂଗ୍ରେସରୁ ମମତା କୁଣ୍ଡୁ ଏବଂ ତିର୍ତ୍ତୋଲ ଆସନରୁ...

arup pattanaik
କୋଭିଡ ନିୟମ ଭାଙ୍ଗିଲେ ବିଜେଡି ନେତା

ଖୋର୍ଦ୍ଧା: ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ ଥାନାରେ ଦିଆଯାଇଛି ଏତଲା। ସେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।  ଏ ନେଇ ଅରୂପ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ଇନ୍ଦ୍ରମଣି ରଣସିଂ ନାମକ ଜଣେ ବ୍ୟକ୍ତି। ଇନ୍ଦ୍ରମଣି ବେଗୁନିଆ ଥାନାରେ ଏତଲା ଦେଇଛନ୍ତି। ସେ...

Jhonson
କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବନ୍ଦ କଲା ଜନ୍‌ସନ ଆଣ୍ଡ ଜନ୍‌ସନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଟିକା ପାଇଁ ବିଭିନ୍ନ ଦେଶରେ ପରୀକ୍ଷଣ ଚାଲିଛି। ଆମେରିକାରେ କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ ଆଣ୍ଡ ଜନ୍‌ସନକୁ ଲାଗିଛି ଧକ୍କା।  ପରିସ୍ଥିତିକୁ ଦେଖି ପରୀକ୍ଷଣକୁ ଅସ୍ଥାୟୀ ଭାବେ ସ୍ଥଗିତ...

kohali
IPL 2020: ଆନ୍ଦ୍ରେ ରସେଲ ଆଉଟ୍‌ ହେବା ପରେ ଏମିତି ପ୍ରତିକ୍ରିୟା ରଖିଥିଲେ କୋହଲି

ଶାରଜା: ଆଇଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମିଳିଛି ଏକ ବଡ଼ ବିଜୟ । ଗତକାଲି ଖେଳାଯାଇଥିବା ମ୍ୟାଚରେ କୋଲକତା ନାଇଟ୍ ରାଇଡର୍ସ  (କେକେଆର)କୁ ୮୨ ରନ୍‌ରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ । ବାଙ୍ଗାଲୋର ଦଳ ପକ୍ଷରୁ ଏବି ଡିଭିଲିୟର୍ସ ୩୩ ବଲ୍‌ରୁ  ବିସ୍ଫୋରକ ୭୩ ରନ୍ କରିଥିଲେ।...

rain
ଟ୍ୱିନ ସିଟିକୁ ସତର୍କ ସୂଚନା; ପ୍ରବଳ ବର୍ଷିବ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା  ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା...

corona
ଖୋର୍ଦ୍ଧାରେ କମୁଛି କରୋନା ପ୍ରଭାବ, ଚିହ୍ନଟ ହେଲେ ୩୬୪ ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୨, ୨୭୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୧,୩୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି ୯୫୭ । ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବା ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...

corona test
ଆଖି ବୁଜିଲେ ୧୭ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା  ୧୦୫୭ ହୋଇଛି। ଏ ନେଇ ରାଜ୍ୟ  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୟୂରଭଞ୍ଜରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।