• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

umaracourt
ମହିଳା ହୋମଗାର୍ଡଙ୍କ ନାଁରେ ଯୁବତୀ ଆଣିଲେ ସାଂଘାତିକ ଅଭିଯୋଗ

ଉମରକୋଟ: ପୁଣି ରକ୍ଷକ ସାଜିଛି ଭକ୍ଷକ। କିଛି ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଜଣେ ନାବାଳିକାଙ୍କୁ ବଳତ୍କାର ଓ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ୱିତ ହେବା ପରେ ଏବେ ଜଣେ ମହିଳା ହୋମଗାର୍ଡଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ହୋମଗାର୍ଡଜଣଙ୍କ ଜଣେ ଯୁବତୀଙ୍କୁ ୪ବର୍ଷ...

daddy
ଶେଷ ଭିଡିଓ ବାର୍ତ୍ତାରେ ‘ବାଏ...ଡାଡି...ବାଏ’ କହି ଆଖି ବୁଜିଲେ ପୁଅ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ କରୋନା ଭାଇରସ ରୋଗୀଙ୍କ ଶେଷ ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଦୁଃଖରେ ମ୍ରିୟମାଣ ହେଇଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣଙ୍କ ତାଙ୍କ ବାପାଙ୍କ ପାଇଁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି।...

covid19
କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ଓ ତାଙ୍କ ପତ୍ନୀ

ପାଟନା: ବିହାରର ପଛୁଆ ବର୍ଗ ମନ୍ତ୍ରୀ ବିନୋଦ କୁମାର ସିଂ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ କଟିହାରର ଜିଲ୍ଲା କଲେକ୍ଟର ସୂଚନା ଦେଇ କହିଛନ୍ତି ଯେ ପତି-ପତ୍ନୀ ଦୁହେଁ ଏକ ଘରୋଇ ହୋଟଲରେ ଥିବା ଆଇସୋଲେସନ ୱାର୍ଡରେ ରହିଛନ୍ତି। ବିହାରର କଟିହାର ଜିଲ୍ଲାର ପ୍ରାଣପୁର...

death
ପ୍ରେମ ପାଇଁ ପୁଅକୁ ହତ୍ୟା, ପରିବାର ଲୋକେ ଆଣିଲେ ଅଭିଯୋଗ

ବଲାଙ୍ଗୀର: ସନ୍ଦେହଜନକ ଅବସ୍ଥାରେ ଭଡାଘରୁ ମିଳିଲା ଯୁବକଙ୍କ ମୃତଦେହ । ମୃତକ ଜଣଙ୍କ ନୟାଗଡ଼ ଶିକ୍ରୀଡ଼ା ଗାଁର ଅବକାଶ ପରିଡ଼ା । ସେ ବଲାଙ୍ଗୀର ସଇଁତଳା ଗୋପବନ୍ଧୁପଡ଼ାରେ ଏକ ଭଡ଼ା ଘରେ ରହୁଥିଲେ । ଖବର ଅନୁଯାୟୀ, ଗଲା ଦୁଇଦିନ ହେଲା ଘରର କବାଟ ନଖୋଲିବାରୁ ଏବଂ ଦୁର୍ଗନ୍ଧ...

staff
ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାରରେ ତାତିଲେ ସଫେଇ କର୍ମଚାରୀ

କେନ୍ଦୁଝର: କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ।  ପ୍ରତିବାଦରେ ମେଡିକାଲ ପରିସରରେ ଥିବା ଏସ୍ଡିଏମ୍ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀ ଧାରଣା ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆନନ୍ଦପୁର ମେଡିକାଲ ଗସ୍ତ କରିଥିଲେ।  ସେଠାରେ ସଫେଇ କର୍ମଚାରୀଙ୍କ ଅନୁପସ୍ଥିତିକୁ...

ratha
ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ: ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ପ୍ରସ୍ତୁତିର ଆଦ୍ୟ ପର୍ବ ଆରମ୍ଭ ହୋଇଛି । ବିଧିପୂର୍ବକ ୩ ରଥରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହୋଇଛି । ୩ ପୂଜାପଣ୍ଡା ସାମନ୍ତ ୩ ବାଡ଼ରୁ ଆଜ୍ଞାମାଳ ଆଣିବା ପରେ ପାଟପଟୁଆରରେ ଆସି ବିଜେ ହୋଇଥିଲା ଆଜ୍ଞାମାଳ। ଏହାପରେ ୩ ରଥର ଦକ୍ଷିଣ...

biriuyan
ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ଚେନ୍ନାଇ: ତାମିଲନାଡୁର ମାମଲାଲାପୁରମରେ ଜଣେ ମହିଳା ଚିକେନ୍‌ ବିରିୟାନୀ ଖାଇବାକୁ ନେଇ ଆତ୍ମହତ୍ୟା କରିଛନ୍ତି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ମହିଳା ଜଣଙ୍କ ଚିକେନ୍‌ ବିରିୟାନୀ ଖାଇବା ପାଇଁ ତାଙ୍କ ସ୍ୱାମୀକୁ କହିଥିଲେ। କିନ୍ତୁ ସ୍ୱାମୀ ଚିକେନ୍‌ ବିରିୟାନୀ ନଆଣିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା...

son
ପିଲାମାନେ ବଡ ହେବା ପରେ ନିଜ ମା’ ସହିତ ରୁହନ୍ତି ନାହିଁ, ଏକଥା ଶୁଣି ପୁଅ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମା’ ଓ ପୁଅ ଟିଭି ଦେଖିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି। ଭିଡିଓରେ ମା’ ସହିତ ମିଶି କୁନି ପୁଅଟି ଫ୍ରୁଟି ପିଇ ଟିଭି ଦେଖୁଛି। ଟିଭି ଦେଖିବା ସମୟରେ କୁନି...

luckdown
ଏହି ରାଜ୍ୟରେ ଜୁଲାଇ ୫ରୁ ହେବ ଲକ୍‌ଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦ୍ରୁତ ଗତିରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ସେଠାକାର ରାଜ୍ୟ ସରକାର ପ୍ରତି ରବିବାର ଦିନ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରୁପ୍ପାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ ତାରିଖରୁ ପ୍ରତି ରବିବାର ଲକ୍‌ଡାଉନ୍‌ କରାଯିବ।...

dhoni
କ୍ଷେତରେ ଚାଷ କରୁଛନ୍ତି ଧୋନି, ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ କ୍ରିକେଟ୍‌ ଓ ତା’ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି। ଏପରିକି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍‌ ଜଗତର ତାରକାମାନେ ନିଜ ପରିବାର ସହିତ...

shoppin
ଆସନ୍ତା ସପ୍ତାହରେ ଖୋଲିବ ମଲ୍‌, ଜାଣନ୍ତୁ କେଉଁଠି

ଗୁରୁଗ୍ରାମ: କରୋନା ଭାଇରସ ଯୋଗୁ ସବୁଠି ସପିଂ ମଲ୍‌ ଗୁଡିକ ବନ୍ଦ ରହିଛି। କିନ୍ତୁ ଅନଲକ୍‌ ପରଠାରୁ ଲକ୍‌ଡାଉନ୍‌ର ନିୟମ ଗୁଡିକୁ କିଛିଟା କୋହଳ କରାଯାଇଛି। ଏନେଇ ଆସନ୍ତା ସପ୍ତାହରୁ ହରିୟାଣାର ଗୁରୁଗ୍ରାମରେ ଥିବା ସପିଂ ମଲ୍‌ଗୁଡିକ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମଲ୍‌ଗୁଡିକ SOP(Standard Operating...

elephant
ହାତୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର: ହାତୀ ପାଇଁ ଗାଇଡଲାଇନ୍‌।  ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ବନ୍ୟପ୍ରାଣୀ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି । କଣ୍ଟ୍ରୋଲ ରୁମ୍ ଜରିଆରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏହାଦ୍ୱାରା ଦିନକୁ ଦିନ ବଢୁଥିବା ହାତୀ-ମଣିଷ ଲଢେଇ ହ୍ରାସ ପାଇବ । ସବୁ...

kendhujar
୫ବର୍ଷର ଶିଶୁକୁ ମାରି ଫୋପାଡ଼ିଦେଲା ସଇତାନ ବାପା

କେନ୍ଦୁଝର: ସଇତାନ ବାପାର ନୃଶଂସ କାଣ୍ଡ। ଜନ୍ମ କଲା ବାପା ସାଜିଲା ହତ୍ୟାକାରୀ। ରାଗର ବଶବର୍ତ୍ତୀ ହୋଇ ପାଞ୍ଚ ବର୍ଷର ଝିଅକୁ ମାରି ଖୋଲା ପଡ଼ିଆରେ ଫୋପାଡ଼ ଦେଲା ପିଶାଚ ବାପା। ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ରାଙ୍କି ମୁଣ୍ଡା ସାହିରେ। ମୃତ...

sonu
ସୋନୁଙ୍କ ସମର୍ଥନରେ ବାହାରିଲେ ମ୍ୟୁଜିକ୍‌ କମ୍ପୋଜର ସଲିମ ମର୍ଚାଣ୍ଟ

ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିରେ ଏବେ ନେପୋଟିଜିମ୍‌କୁ ନେଇ ବିବାଦ ଜାରି ରହିଛି। ଏନେଇ ସୋନୁ ନିଗମ ମ୍ୟୁଜିକ୍ କମ୍ପାନୀଗୁଡିକ ଦ୍ୱାରା କରାଯାଉଥିବା ମନଇଛା ରାଜନୀତିକୁ ଖୁଲାସା କରିଛନ୍ତି। ସୋନୁ ଇଣ୍ଡଷ୍ଟ୍ରିର ବଡ଼ ମ୍ୟୁଜିକ୍ କମ୍ପାନୀଗୁଡ଼ିକ ନାଁରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସେମାନେ ପ୍ରତ୍ୟେକ ଥର ସେମାନଙ୍କର ପ୍ରିୟ...

susa5555
ସୁଶାନ୍ତଙ୍କ ଆଉ ଜଣେ ଫ୍ୟାନ୍‌ କଲେ ଆତ୍ମହତ୍ୟା

ନାଗପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।  ଏନେଇ ସୁଶାନ୍ତଙ୍କର ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁଯାୟୀ, ଆତ୍ମହତ୍ୟା କରିଥିବା ୧୪ବର୍ଷର ବାଳକ ନାଗପୁର ସ୍ଥିତ ଜରିପଟକା ଅଞ୍ଚଳର ବାସିନ୍ଦା। ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟଙ୍କ...