• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

susantaaaa
ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଏପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ଭୁଲି ପାରୁନାହାନ୍ତି। ତାଙ୍କର ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି। ସୁଶାନ୍ତ ଛାଡି ଯାଇଥିବା ଅନେକ ସ୍ମୃତିକୁ ତାଙ୍କ ପରିବାର ଓ ବନ୍ଧୁମାନେ ମନେ ପାକଉଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ...

puri999
ବାହାର ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ପୁରୀ: ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କୁ ଆଜିଠୁ ସ୍ୱର୍ଗଦ୍ୱାର ମନା। କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା...

coronaa
ପୁଣି ଜଣେ ବିଧାୟକ କରୋନା ପଜିଟିଭ

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। କରୋନାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ବାରାଣାସୀର ଅଜଗରା ବିଧାନସଭାର ବିଧାୟକ କୈଳାଶ ସୋନକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟୁପିର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ...

rasan
‘ଲୋକଙ୍କୁ ମାଗଣାରେ ମିଳିବ ରାସନ’

ନୂଆଦିଲ୍ଲୀ: ଦେଶରେ କିଲର କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କୁ ମାଗଣାରେ ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ମାସ ପର୍ଯ୍ୟନ୍ତ ଅର୍ଥାତ୍‌ ଜୁଲାଇରୁ ନଭେମ୍ୱର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(NFS) ହିତାଧିକାରୀଙ୍କୁ ମାଗଣା ରାସନ ପ୍ରଦାନ...

dog
କୁକୁର ଓ ଗୋଧି ମଧ୍ୟରେ ଲଢ଼େଇ, ଜିତିଲା କିଏ?

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ କୌତୁହଳ ଭିଡିଓ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିନିଟ୍‌ର ଏହି ଭିଡିଓଟିରେ ଦୁଇଟି କୁକୁର ଏବଂ ଗୋଟିଏ ବଡ଼ ଗୋଧି ମଧ୍ୟରେ ଘମାଘୋଟ ଲଢ଼େଇ ଚିଲିଛି । ଏହି ଭିଡିଓଟି...

susanta
ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାର ଏକ ଭିନ୍ନ ମୋଡ଼ ନେଇଛି। ଏହି ଘଟଣାରେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ବାନ୍ଦ୍ରା ପୁଲିସ୍‌ ଷ୍ଟେସନରେ ହାଜର ହୋଇଥିଲେ। ଥାନାରେ ଭଂସାଲିଙ୍କୁ ପାଖାପାଖି ୨ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ତାଙ୍କୁ ପ୍ରାୟ ୩୦ରୁ...

sipla
ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ଜୀବନ ଶୈଳୀରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଭିନେତ୍ରୀ ନନ୍‌ଭେଜ୍‌କୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରି ଜୀବନ ସାରା ଶାକାହାରୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଶିଳ୍ପା ନଜେ ଏହି ସୂଚନା ଦେଇଛନ୍ତି। ଏନେଇ ଏକ ଭିଡିଓ କରି ଇନ୍‌ଷ୍ଟାଗ୍ରାମରେ ଶେୟାର...

police
ୱା ଅଫିସର; ମୃତ୍ୟୁ ପୂର୍ବରୁ ଅପରାଧୀକୁ ଧରାଇ ଦେବାକୁ ସୁରାକ ଛାଡ଼ିଗଲେ କନଷ୍ଟେବଲ

ସୋନିପଥ: ପୁଣି ପୁଲିସ୍ ଉପରେ ଆକ୍ରମଣର ଖବର ଆସିଛି। ହରିଆଣାରୁ ଏହି ଦୁଃଖଦ ଖବର ଆସିଛି। ସୋନିପଥ ଜିଲ୍ଲାର ବୁଟାନା ପୋଲିସ ପାଟ୍ରୋଲିଂ କରିବାକୁ ଯାଇଥିବା ଜଣେ କନଷ୍ଟେବଲ ଓ ଏସପିଓ ରବିନ୍ଦ୍ରଙ୍କୁ କିଛି ବଦ୍‌ମାସ୍‌ ନିର୍ମମଭାବେ ହତ୍ୟା କରିଛନ୍ତି। ରାସ୍ତାରେ କିଛି ବଦ୍‌ମାସ୍‌ ମଦ୍ୟପାନ କରୁଥିଲେ। ଏନେଇ...

pakistan
ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଜାଫର ମିର୍ଜା ଗତକାଲି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ମିର୍ଜା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କରୋନାର ସାମାନ୍ୟ ଲକ୍ଷଣ ମୁଁ ଅନୁଭବ କରୁଛି। ଏନେଇ ମୁଁ ସମସ୍ତ ସତର୍କତା ଅବଲମ୍ୱନ କରୁଛି। ଡାକ୍ତରଙ୍କ ପରାମର୍ଶ...

bjd
ମୋବାଇଲ୍‌ କିଣାରେ ଦୁର୍ନୀତି!

ଭୁବନେଶ୍ୱର: ମାସ୍କ, ପିପିଇ ପରେ ମୋବାଇଲ କିଣାରେ ଦୁର୍ନୀତି ଅଭିଯୋଗ । କେନ୍ଦ୍ର ପ୍ରଦାନ କରିଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଥିବା କଂଗ୍ରେସ ଅଭିଯୋଗ କରିଛି । ଆଶା କର୍ମୀଙ୍କ ପାଇଁ  ୫ ଦଶମିକ ୫ ଇଞ୍ଚ ସ୍କ୍ରିନ, ୧୬ ଜିବି ମେମୋରୀ ଓ ୬.୦...

sundar
୨କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଏସ୍‌ପି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ୨୦ କରୋନା ପଜିଟିଭ ଚିହ୍ନଟ।  ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ମହିଳା କନଷ୍ଟେବଳ। ସେମାନେ ସୁନ୍ଦରଗଡ଼ ଶଙ୍କରା ଅଂଚଳରେ ରହୁଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ସୁନ୍ଦରଗଡ଼ ଏସପି ମଧ୍ୟ ଆସିଥିବା ସୂଚନା ରହିଛି । ଯାହାକୁ ନେଇ ସୁନ୍ଦରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ପୋଲିସ...