• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

Bhubaneswar corona update
ଭୁବନେଶ୍ୱରରୁ ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଟି ଲୋକାଲ୍‌ କେସ୍‌ ଥିବାବେଳେ ୮ଜଣ ହୋମ୍‌ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। Update on newly detected &...

mumbai
ଏହି ରାଜ୍ୟରେ ଲାଗୁ ହେଲା ୧୪୪ ଧାରା

ମୁମ୍ୱାଇ: କରୋନା ଭାଇରସକୁ ରୋକିବା ପାଇଁ ମୁମ୍ୱାଇ ପୋଲିସ ଆଜି ସିଆର୍‌ପିସି(CRPC)ର ୧୪୪ ଧାରା ଜାରି କରିଛି। ଏହାଦ୍ୱାରା ସର୍ବସାଧାରଣ ସ୍ଥାନରେ ଆନ୍ଦୋଳନ ଓ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଅନାବଶ୍ୟକ କାର୍ଯ୍ୟ ପାଇଁ...

vijilance
ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧୀକ୍ଷକ ମକରଧ୍ୱଜ ବର୍ଗାଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି। ଅଧୀକ୍ଷକଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍‌ ଚାଲିଛି। ବରଗଡ଼ ଅଧକ୍ଷକଙ୍କ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର ଓ ବୁର୍ଲା ଘରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍‌...

17
ପକେଟ୍‌ ମନିରୁ ଅସହାୟଙ୍କୁ ସାହାଯ୍ୟ କଲେ ଛାତ୍ର

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପିଲାମାନଙ୍କଠାରୁ ଆରମ୍ଭ ଅନେକ ବୟସ୍କ ବ୍ୟକ୍ତି ସହାୟତାର ହାତ ବଢ଼ାଉଛନ୍ତି। ଏହି ସମୟରେ ଜଣେ ୧୭ବର୍ଷର ବାଳକ ନିଜ ପକେଟ୍‌ ମନିକୁ...

mohena
ଟେଲି ଅଭିନେତ୍ରୀଙ୍କ ଭାଇ ଏବେ କରୋନା ପଜିଟିଭ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହେନା କୁମାରୀ ସିଂ ଓ ତାଙ୍କ ଶ୍ୱଶୁରଘର ପରିବାର ଏକମାସ ତଳେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଅଭିନେତ୍ରୀ ତାଙ୍କ ପରିବାର ସହିତ ଋଷିକେଶ ସ୍ଥିତ ଏମ୍ସରେ (AIIMS)ରେ ଭର୍ତ୍ତି ହୋଇଥିଲେ। ତେବେ ମୋହେନା କୁମାରୀ କରୋନାକୁ ମାତ୍‌...

ritesss
ଅଙ୍ଗଦାନ କରିବେ ଏଇ ଦୁଇ କଳାକାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୁହିଁଙ୍କର ନିଆରା ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଉଭୟ ପତି-ପତ୍ନୀ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାନ୍ତି। ନିଜର କିଛି ଫଟୋ ଓ ଭିଡିଓକୁ ଶେୟାର କରି ପ୍ରଶଂସକମାନଙ୍କର ମନୋରଞ୍ଜନ...

telanaaaa
ଏହି ରାଜ୍ୟରେ ୧୫ଦିନ ପାଇଁ ସ୍ନାତକ ନାମଲେଖା ସ୍ଥଗିତ

ତେଲେଙ୍ଗାନା : ଆଜିଠାରୁ ଆରମ୍ଭ ହେବାକୁ ଥିବା ସ୍ନାତକ ନାମଲେଖାକୁ ତେଲେଙ୍ଗାନା ସରକାର ୧୫ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏନେଇ ଡିଗ୍ରୀ ଅନଲାଇନ ସର୍ଭିସେସ ତେଲେଙ୍ଗାନା (ଡିଓଏସଟି) ଏକ ନୋଟିସ୍ ଜାରି କରିଛି। ଖୁବ୍‌ଶୀଘ୍ର ନୂଆ ଅପ୍‌ଡେଟ ଦିଆଯିବ ବୋଲି ଡିଓଏସଟି କହିଛନ୍ତି। କରୋନା ମହାମାରୀ ଯୋଗୁ ଡିଓଏସଟି...

susata555555
ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କଲେ 'ନେପୋମିଟର୍', ଜାଣନ୍ତୁ ଏହାଦ୍ୱାରା କ’ଣ ହେବ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଦେଶରେ ନେପୋଟିଜମ୍‌କୁ ନେଇ ତୀବ୍ର ସମାଲୋଚନା କରାଯାଉଛି। କୁହାଯାଉଛି ଯେ ୩୪ବର୍ଷୀୟ ସୁଶାନ୍ତଙ୍କୁ ବୃତ୍ତିଗତ ଭାବେ ହଇରାଣ କରାଯାଇଥିଲା, ଫଳରେ ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ଏ ନେଇ ସୁଶାନ୍ତଙ୍କ ଭିଣୋଇ ବିଶାଲ...

bottel
ଅଦରକାରୀ ପ୍ଲାଷ୍ଟିକରୁ ତିଆରି କଲେ ଆଶ୍ରୟ ସ୍ଥଳ

କେରଳ: ବ୍ୟବହାର ଅନୁପୋଯୋଗୀ ପ୍ଲାଷ୍ଟିକରୁ କିଛି ନୂଆକରି ଦେଖାଇଛନ୍ତି କେରଳ ଏର୍ଣ୍ଣାକୁଲମର ଯୁବକ। ଏଣେତେଣେ ଫିଙ୍ଗା ଯାଇଥିବା ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ଏର୍ଣ୍ଣାକୁଲମର କିଛି ଯୁବକ ନିର୍ମାଣ କରିଛନ୍ତି ଆଶ୍ରୟ ସ୍ଥଳ। ରାସ୍ତା ପାର୍ଶ୍ୱରେ ଏହି ଆଶ୍ରୟସ୍ଥଳ ରହିଛି। ଲୋକେ ଯେତେବେଳେ ବସ୍‌ରେ ଯାତ୍ରା କରିବାକୁ ବାହାରିବେ...

snake
ଘରୁ ବାହାରିଲା ମାଳମାଳ ସାପ

ଢେଙ୍କାନାଳ: ଘର ଭିତରୁ ବାହାରିଲା ପୁଳା ପୁଳା ନାଗ ଛୁଆ। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗାଁରୁ ବାହାରିଲେ ୧୪ଟି ନାଗସାପ ଛୁଆ । ସେଥିରୁ ୧୨ଟି ଜୀବିତ ଥିବା ବେଳେ ୨ଟି ସାପଛୁଆ ମୃତ। ଖବର ଅନୁଯାୟୀ, ବୁହାଳିପାଳ ଗାଁର ରେବତୀ ସେଠୀଙ୍କ ଘରୁ...