• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

ritesh
ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କ ପରିବାର ପାଇଁ ସରକାର କଲେ ଏମିତି ଘୋଷଣା

ମୁମ୍ୱାଇ: ମହାରାଷ୍ଟ୍ର ସରକାର କରୋନା ଭାଇରସ୍ ସମୟରେ ଡ୍ୟୁଟି କରିବାବେଳେ ପ୍ରାଣ ହରାଇଥିବା ପୋଲିସ ପରିବାର ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ପରିବାରକୁ ୬୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ। ଅବସର ସମୟ ପର୍ଯ୍ୟନ୍ତ ସେମାନେ ସରକାରୀ କ୍ୱାର୍ଟର୍ରସରେ ରହିପାରବେ। ଏନେଇ ରାଜ୍ୟର...

siya kakkar death
ଟିକ୍‌ଟକ୍‌ କୁଇନ୍‌ ସିୟାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ବିୟୋଗକୁ ପ୍ରଶଂସକମାନ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପୁଣି ଏବେ ଆଉ ଏକ ଆତ୍ମହତ୍ୟାର ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆର ଟିକ୍‌ଟକ୍‌ କୁଇନ୍ ସିୟା କକ୍କର(୧୬) ଆତ୍ମହତ୍ୟା କରିଛନ୍ତି।...

susanta33333
ଏହି ଦିନ ରିଲିଜ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ପରଠାରୁ ତାଙ୍କର ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ ଥିଲେ। ପୂର୍ବରୁ ଖବର ଥିଲା ଯେ ଏହି ଫିଲ୍ମଟି ଓଟିଟି(OTT) ଫ୍ଲାଟଫର୍ମରେ ମୁକ୍ତିଲାଭ କରାଯିବ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି...

susanta
ସୁଶାନ୍ତଙ୍କ ଫଟୋ ପାଖରେ ବସି ଲୁହ ଗଡ଼ଉଛନ୍ତି ବାପା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ବିୟୋଗରେ ତାଙ୍କ ପରିବାର ସଦସ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ସହଜରେ ସୁଶାନ୍ତଙ୍କ ବିୟୋଗକୁ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ନିଷ୍ଠାପର କାର୍ଯ୍ୟ ଓ ନିଆରା ଷ୍ଟାଇଲ୍‌ ଯୋଗୁ ଲୋକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସୁଶାନ୍ତଙ୍କ ପ୍ରଶଂସକମାନେ ସର୍ବଦା...

student
ପକେଟ ମନିରୁ ଫେସ୍‌ ସିଲ୍ଡସ୍ ମାସ୍କ ତିଆରି କଲେ ଦଶମ ଶ୍ରେଣୀର ଛାତ୍ର

ନୂଆଦିଲ୍ଲୀ: କରୋନା ଭାଇରସଠୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଜଣେ ଦଶମ ଶ୍ରେଣୀର ଛାତ୍ର ନିଜର 3D ପ୍ରିଣ୍ଟର(3D Printer) ସାହାଯ୍ୟରେ ଦିଲ୍ଲୀ ପୋଲିସ ପାଇଁ  ୧୦୦ଟି ଫେସ୍‌ ସିଲ୍ଡସ୍‌(Face Shields) ପ୍ରସ୍ତୁତ କରିଛନ୍ତି। କୋଭିଡ-୧୯ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ଫଳରେ ପିଲାମାନେ ଘରେ...

1234
ଚା’ ବିକାଳୀଙ୍କ ଝିଅ ହେଲେ ଫ୍ଲାଇଙ୍ଗ୍‌ ଅଫିସର

ଭୋପାଳ: ମଧ୍ୟପ୍ରଦେଶର ନିମଚରେ ଜଣେ ଚା’ ବିକାଳୀଙ୍କ ଝିଅ ଆଞ୍ଚଲ ଗାଙ୍ଗୱାଲ(୨୪) ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ୍ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଆଞ୍ଚଲଙ୍କ ବାପାଙ୍କ ନାଁ ସୁରେଶ ଗାଙ୍ଗୱାଲ। ସୁରେଶ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ପ୍ରାୟ ୪୦୦ କିମି ଦୂରରେ ଥିବା ନିମଚରେ ଥିବା ବସ୍‌ଷ୍ଟାଣ୍ଡରେ ଏକ ଛୋଟ...

tiger
କଲରାପତରିଆ ବାଘର ମୃତଦେହ ଉଦ୍ଧାର

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା ବାମରା ବନଖଣ୍ଡ ଅଞ୍ଚଳରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାର ଦିନ କୁତବ ଗ୍ରାମବାସୀ ବାଘର ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଭୟାରଣ୍ୟର ୭ ନମ୍ବର ଓ୍ୱାଚ୍ ଟାଓ୍ୱାର ନିକଟ କୁଦାନଖୋଳ ଗୁମ୍ଫା...

house
ଭୟଙ୍କର ବିସ୍ଫୋରଣରେ ଫରେଷ୍ଟ କର୍ମଚାରୀ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଫରେଷ୍ଟ କଲୋନୀରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ହାତୀ ଘଉଡ଼ାଇବା ସ୍କ୍ୱାଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସୁଜିତ ନାୟକ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଫରେଷ୍ଟ କଲୋନୀରେ ଏକ...

song
କୋରିଓଗ୍ରାଫର୍‌ ସରୋଜ ଖାନ୍‌ ଅସୁସ୍ଥ, ଆସିଲା କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରୋଜଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ହସ୍ପିଟାଲରେ ସରୋଜଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ...

karan
କରନ୍‌ ଜୋହରଙ୍କ ବିରୋଧରେ ବିଷୋଦ୍‌ଗାର କଲେ ରଣବୀର କପୁର

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍ ବିଷୟରେ ଅନେକ କଥା କୁହାଯାଉଛି। ପ୍ରତିଦିନ କଳାକାରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କରନ୍‌ ଜୋହରଙ୍କୁ ସର୍ବାଧିକ ଟାର୍ଗେଟ କରାଯାଉଛି। କରନ ଲୋକପ୍ରିୟ ସୋ’ ‘କଫି ୱିଥ୍ କରନ୍‘(Coffee With Karan)ର ଅନେକ...

susanta.C
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ଶେଖର ସୁମନ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଭିନେତା ଶେଖର ସୁମନ। ସୁଶାନ୍ତଙ୍କ ବିୟୋଗରେ ଶେଖର ସୁମନ ନିଜ ଟ୍ୱିଟ୍‌ରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶେଖର କହିଛନ୍ତି ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ଏନେଇ ଶେଖର ଏକ ଫୋରମ୍‌ ଆରମ୍ଭ...

susanta
ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଲେ ରୂପା ଗାଙ୍ଗୁଲି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ସମସ୍ତଙ୍କୁ ଚକିତ କରିଦେଇଛି। ସୁଶାନ୍ତ ଜୁନ୍‌ ୧୪ରେ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରଠାରୁ ପ୍ରଶଂସକମାନେ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି। ଏହା ସହିତ ପୋଲିସ ସୁଶାନ୍ତଙ୍କ...

takenr
ସୁଶାନ୍ତଙ୍କ ସାଥୀ କଳାକାର ଦେଲେ ଚାଞ୍ଚଲ୍ୟକର ତଥ୍ୟ, ସେ କେବେ ଆତ୍ମହତ୍ୟା…

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଦେହାନ୍ତଙ୍କୁ ତାଙ୍କ ପରିବାର, ସାଙ୍ଗସାଥି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଅନେକ ବନ୍ଧୁ ସୋସିଆଲ ମିଡିଆରେ ତାଙ୍କ ସହ ଜଡିତ ନୂଆ ନୂଆ କଥା ପୋଷ୍ଟ କରୁଛନ୍ତି। ସୁଶାନ୍ତଙ୍କ ସହ ପବିତ୍ର ରିସ୍ତାରେ କାମ କରୁଥିବା ଅଭିନେତ୍ରୀ ମୃଣାଳିନୀ ତ୍ୟାଗି...

susanta
ସୁଶାନ୍ତଙ୍କ ଅନ୍‌ସ୍କ୍ରିନ୍‌ ଭଉଣୀ କହିଲେ, ରହସ୍ୟ ତମ ସାଙ୍ଗରେ ଚାଲିଗଲା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ସାରା ଦେଶ ସ୍ଥାଣୁ ପାଲଟିଯାଇଛି। ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସୁଶାନ୍ତଙ୍କ ଅକାଳରେ ବିୟୋଗକୁ କେହି ବି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ସୁଶାନ୍ତଙ୍କ ଫିଲ୍ମ ‘ଏମ୍‌ଏସ୍‌ ଧୋନୀ’ରେ ତାଙ୍କ ଭଉଣୀ ଭାବେ ଅଭିନୟ କରିଥିବା...

auto
'ମୋ ଅଟୋରେ ଚାଲନ୍ତୁ, ପାଖ ମାଡ଼ିବନି କରୋନା'

ନୂଆଦିଲ୍ଲୀ: ଦେଶରେ ବସ୍‌ ଓ ଅଟୋ ଚଳାଚଳ ହୋଇଥିଲେ ବି କରୋନା ସଂକ୍ରମଣ ଭୟରେ ଲୋକେ ଯିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଏହି ଭୟ ଭିତରେ ଯାତ୍ରୀମାନଙ୍କୁ ନିରାପଦରେ ନେବା ଆଣିବା ପାଇଁ ସହରରେ ଗଡୁଛି ସ୍ୱତନ୍ତ୍ର ଅଟୋ। ଅଟୋରେ ରହିଛି ହ୍ୟାଣ୍ଡ ୱାସ୍, ୱାସ୍‌ ବେସିନ୍। ଏହାସହ...

dog
କୁକୁରକୁ ଡ଼ରି ଚିତା ପଳାଇଲା ଜଙ୍ଗଲକୁ

ନୂଆଦିଲ୍ଲୀ: କୁକୁର ଓ ଚିତାବାଘର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ଚିତାବଘ ସହିତ ପଙ୍ଗା ନେଉଥିବା ଦେଖିବାକୁ ମିଳୁଛି। କଥାଟା ବିଶ୍ୱାସ ନଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଭିଡିଓଟି ହେଉଛି ପୁରୁଣା ଭିଡିଓ। ବନ ଅଧିକାରୀ ଦିଗ୍‌ବିଜୟ ସିଂ...