• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

khurdaaa
ହସ୍ପିଟାଲରେ ନିଶାସକ୍ତ ଯୁବକଙ୍କ ଦାଦାଗିରି

ଖୋର୍ଦ୍ଧା: ହସ୍ପିଟାଲରେ ଯୁବକଙ୍କ ଦାଦାଗିରି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ୍‌ କରିଛି। ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଶଲ୍ୟ ବିଭାଗ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଓ ଡାକ୍ତର...

prabash
‘ରାଧେ ଶ୍ୟାମ’ରେ ନୂଆ ଲୁକ୍‌ରେ ଆସିଲେ ପ୍ରଭାସ, ରିଲିଜ୍‌ ହେଲା ଫାଷ୍ଟଲୁକ୍‌

ମୁମ୍ୱାଇ: ‘ବାହୁବଳୀ’ ହିରୋ ତଥା ମେଗାଷ୍ଟାର ପ୍ରଭାସଙ୍କ ଏକ ଫିଲ୍ମର ଫାଷ୍ଟଲୁକ୍‌ ରିଲଜ୍‌ ହୋଇଛି। ଫିଲ୍ମଟିର ନାଁ ‘ରାଧେ ଶ୍ୟାମ’। ପ୍ରଭାସଙ୍କ ନୂଆ ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ପ୍ରଭାସ ସହ ଅଭିନେତ୍ରୀ ପୂଜା ହେଗଡେ ରୋମାନ୍ସ କରୁଥିବା ନଜର...

police
କରୋନା ନେଲା ପୋଲିସ ଏଏସ୍ଆଇଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ପୁଣି ଦିଲ୍ଲୀରେ ଜଣେ ପୋଲିସ ଅଧିକାରୀ କରୋନାରେ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ଜୀଓନ ସିଂ। ଜିଓନ ଦିଲ୍ଲୀରେ ସ୍ପେଶାଲ ବ୍ରାଞ୍ଚରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଜିଓନଙ୍କୁ ଜୁନ୍‌ ୨୩ରେ...

love
ଗାର୍ଲ ଫ୍ରେଣ୍ଡକୁ ପ୍ରେମ ନିବେଦନ କରିବାକୁ ଯାଉଥିଲେ, ଆଉ ତା’ପରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁଅ ଝିଅକୁ ପ୍ରପୋଜ୍‌ କରିବା ପାଇଁ ସମୁଦ୍ର କୂଳକୁ ଯାଉଥିଲା। ତା’ପରେ ପୁଅଟି ସହିତ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ। ଭିଡିଓରେ ଦେଖିବାକୁ...

bjp
‘କରୋନା ନାଁରେ ଧର୍ମକୁ ଆଖି ଠାର’

ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା। ୨୦ ବର୍ଷ ଶାସନକାଳରେ ୩୫ ଲକ୍ଷ ବେକାର ନାଁ ପଞ୍ଜିକରଣ କରିଛନ୍ତି । କିନ୍ତୁ ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୩୫ ହଜାର ଅର୍ଥାତ ୧.୧ ପ୍ରତିଶତ ବେକାରଙ୍କୁ ମିଳିଛି ନୂଆ ନିଯୁକ୍ତି। ଏବେ ନୂଆ ନିଯୁକ୍ତି ନାହିଁ...

cuttack
ପରିବା ବିକିଲେ ଆଇନଜୀବୀ

କଟକ: ଆଇନଜୀବୀଙ୍କ ଅଭିନବ ପ୍ରତିବାଦ।  ପରିବା ବିକିଲେ ଆଇନଜୀବୀ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ହାଇକୋର୍ଟ ପରିସରରେ । କରୋନା ଯୋଗୁଁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ଆଇନଜୀବୀ । ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ନେଇ ଏଭଳି ଅଭିନବ ପନ୍ଥା...

susantaiii
ସୁଶାନ୍ତଙ୍କ ଶେଷ ଫିଲ୍ମ ଗୀତର ଟିଜର୍‌ ରିଲିଜ୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମର ଟ୍ରେଲର ଆଭେଞ୍ଜର ଭଳି ଫିଲ୍ମର ରେକର୍ଡ ଭାଙ୍ଗିଛି। ଗୀତର ଟିଜର୍‌ ଏବେ ସୋସିଆଲ ମିଡିଆରେ ଧମାଲ୍‌ ମଚେଇବାରେ ଲାଗିଛି। ଏହି ଗୀତଟିକୁ ଡିଜନି+ ହଟଷ୍ଟାର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଯାହା...

docter
ଲୁଡୋ ଖେଳୁଛନ୍ତି ମେଡିକାଲ କର୍ମଚାରୀ!

ସାଲେପୁର: ସାଲେପୁର ମେଡିକାଲ୍‌ରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ନରୋତ୍ତମ ସେଠୀ ଆଜି ଜଣେ ରୋଗୀଙ୍କୁ ନେଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। କିନ୍ତୁ ରୋଗୀଙ୍କୁ ଦେଖିବା ପାଇଁ କେହି ଆସିନଥିଲେ। ମେଡିକାଲ...

19
କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା ବସ୍‌ରେ ଦିଲ୍ଲୀର ଜଣେ ୧୯ ବର୍ଷର ଯୁବତୀକୁ କରୋନା ସନ୍ଦେହ କରି ବସ୍‌ କଣ୍ଡକ୍ଟର ତଳକୁ ଠେଲି ଦେଇଛନ୍ତି। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ...

police22
୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ମୁମ୍ୱାଇ: ସମଗ୍ର ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଭାଇରସ। ଏନେଇ ମହାରାଷ୍ଟ୍ରର ୨୭୮ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ପୋଲିସ୍ ଫୋର୍ସରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ୫୭୧୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୧ ଜଣ ପ୍ରାଣ ହରାଇଛନ୍ତି। ଏନେଇ ପୋଲିସର ଜଣେ...

ssss
ମୋବାଇଲ୍‌ ପାଇଁ ଶାନ୍ତୁନଙ୍କ ଚାଲିଗଲା ଜୀବନ

ବଲାଙ୍ଗିର: ମୋବାଇଲ୍‌ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା। ଏଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ବାଦିମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତୁନ ନାଏକ। ଖବର ଅନୁଯାୟୀ, ଶାନ୍ତୁନଙ୍କର ଏକ ଦାମି ମୋବାଇଲ୍‌ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା।...

two sister
ଯାଆଁଳା ଭଉଣୀଙ୍କ ମାଗଣା କୋଭିଡ ହେଲ୍ପଲାଇନ୍‌

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସ ବଢ଼ିବାରେ ଲାଗିଛି। ଏଭଳି ସଙ୍କଟ ପରିସ୍ଥିତିରେ ଅନେକ ଲୋକ ଭଗବାନଙ୍କ ଦେବଦୂତ ସାଜି ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ବୟସ୍କଙ୍କ ଠୁ ଆରମ୍ଭ କରି ଛୋଟ ପିଲାମାନେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଦିଲ୍ଲୀର...