• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

center
କ୍ୱାରେଣ୍ଟିନ୍‌ ସେଣ୍ଟରରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର: କ୍ୱାରେଣ୍ଟିନ ସେଣ୍ଟରରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଜୟରାମପୁର କ୍ୱାରେଣ୍ଟିନ୍ ସେଣ୍ଟରରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଜୟରାମପୁର ଗାଁର ଆରତୀ ଭୋଳ। ତାଙ୍କର ବୟସ ୪୧ ବର୍ଷ । ଖବର ଅନୁଯାୟୀ, ମହିଳା...

photo
ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଧୀରେ ଧୀରେ ଦେଶରେ ଲକ୍‌ଡାଉନ୍‌ର ନିୟମକୁ କୋହଳ କରାଯାଉଛି। କରୋନା କବଜାରୁ ମୁକୁଳି ପାରୁ ନାହାନ୍ତି ରାଜନେତା, ଅଭିନେତା। ଏବେ ଜଣେ ଟେଲି ଅଭିନେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଅଭିନେତ୍ରୀ ଜଣକ ହେଉଛନ୍ତି  ଅଦୀତି...

police
କରୋନାରେ ଚାଲିଗଲା ପୋଲିସ ବାବୁଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ କାମ କରୁଥିବା ଇନ୍ସପେକ୍ଟର ସଞ୍ଜୀବ କୁମାର ଯାଦବ ଗତକାଲି ବିଳମ୍ୱିତ ରାତରେ ପ୍ରାଣ ହରାଇଛନ୍ତି। ସଞ୍ଜୀବ ଯାଦବ ଗତ ୧୪ ଦିନ ହେବ କରୋନା ସହ ଯୁଦ୍ଧ କରୁଥିଲେ। ସେ ସାକେଟ୍‌ର...

duck
ଦେଖ ବତକର ସାହାସ, ଡରି ପଳାଉଛନ୍ତି ଗାଈପଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୱାଇଲ୍ଡ ଲାଇଫ୍‌ ଭିଡିଓଗୁଡିକ ଖୁବ୍‌ ଭାଇରାଲ ହେଉଛି। ଆପଣମାନେ ସିଂହର ଶିକାର ଓ ହାତୀର ଫନି ଭିଡିଓକୁ ଦେଖିଥିବେ। କିନ୍ତୁ ଏଥର ଏକ ବତକ ଓ ଗାଈଙ୍କ ମଧ୍ୟରେ ଯୁଦ୍ଧ  ଚାଲିଥିବାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏଭଳି ମଜାଦାର ଭିଡିଓକୁ...

goat
ସ୍ମାର୍ଟ ଛେଳିର ସ୍ମାର୍ଟ ବୁଦ୍ଧିକୁ ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଏଥର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଛେଳିର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ କହିବେ ଯେ ଏହି ଛେଳିଟି ବହୁତ ସ୍ମାର୍ଟ। ଆପଣମାନେ ନିଶ୍ଚୟ ଦେଖିଥିବେ...

chatis
ହାତ ନାହିଁ କିନ୍ତୁ ଗୋଡ଼ରେ ଆଙ୍କୁଛନ୍ତି ଜୀବନ୍ତ ଛବି, ଦେଖନ୍ତୁ ଭିଡିଓ

ଛତିଶଗଡ: କଥାରେ ଅଛି ଯେତେବେଳେ କୌଣସି ଜିନିଷକୁ ଆମେ ହୃଦୟର ସହିତ କରିବାକୁ ଚାହୁଁଛେ, ସେତେବେଳେ ତୁମ ବାଟରେ କୌଣସି ପ୍ରତିବନ୍ଧକ ଆସିପାରିବ ନାହିଁ। ଏହିପରି ଗୋଟିଏ କାହାଣୀ ହେଉଛି ଛତିଶଗଡରେ ରହୁଥିବା ଗୋକରନ ପାଟିଲଙ୍କ। ଗୋକରନ ପାଟିଲ ଜନ୍ମରୁ ହିଁ ଦିବ୍ୟାଙ୍ଗ। ତାଙ୍କର ଦୁଇଟି ଯାକ ହାତ...

jahid
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜାମୁ ଓ କାଶ୍ମୀରିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ୨ଆତଙ୍କୀ। ଆଜି ସକାଳୁ ଅନନ୍ତନାଗ ଠାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ୨ଆତଙ୍କୀ ନିହତ ହୋଇଥିବାବେଳେ ସେଠାରେ ଥିବା ତୃତୀୟ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଯାଇଛି। ଖବର ଅନୁଯାୟୀ,...

dr
କରୋନାରେ ମୃତ ଡାକ୍ତରଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବରିଷ୍ଠ ଡାକ୍ତର ଅସୀମ ଗୁପ୍ତାଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବୈଜଲ (LG Anil Baijal) ଦୁଃଖ ପ୍ରକାଶ କରିଛନ୍ତି। ଡାକ୍ତର ଗୁପ୍ତା ଦିଲ୍ଲୀ ସରକାରଙ୍କ ସବୁଠୁ ବଡ଼ ହସ୍ପିଟାଲ ଏଲ୍‌ଏନ୍‌ଜିପି (LNGP)ର ଆନାସ୍ଥାସିଆ...