• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

flower
୧୧୮ ବର୍ଷ ପରେ ଦେଖାଦେଲା ବିରଳ ପ୍ରଜାତିର ଫୁଲ

ବରେଲି: ଭାରତରେ ୧୧୮ ବର୍ଷ ପରେ ଏକ ବିରଳ ପ୍ରଜାତିର ଅର୍କିଡ୍ ଫୁଲ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଦୁଧୱା ଟାଇଗର ରିଜର୍ଭରେ ବନ ଅଧିକାରୀ ତଥା ବନ୍ୟଜନ୍ତୁ ବିଶେଷଜ୍ଞମାନେ ଯାଞ୍ଚ ସମୟରେ  Eulophia obtusa (ଇଉଲୋଫିଆ ଓବଟୁସା) ନାମକ ଏହି ଫୁଲକୁ ଦେଖିଥିଲେ। ଯାହା ଗ୍ରାଉଣ୍ଡ ଅର୍କିଡ ଭାବରେ...

bu
ଶହେ ବର୍ଷ ତଳେ ସ୍ପାନିସ୍ ଫ୍ଲୁକୁ ମାତ୍‌ ଦେଇଥିଲେ, ଏବେ କରୋନାଠୁ ଜିତିଲେ

ନୂଆଦିଲ୍ଲୀ: ଦେଶରେ  କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଦିଲ୍ଲୀର ଜଣେ ଶହେ ବର୍ଷରୁ ଅଧିକ ବ୍ୟକ୍ତି କୋଭିଡ-୧୯କୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ସମୟରେ ମଧ୍ୟ ସେ ଚାରି ବର୍ଷର ଥିଲେ। ସେତେବେଳେ ମଧ୍ୟ ସେ ଏହି...

bear
ଭାଲୁ ସହ ସେଲ୍ଫି ନେଉଥିଲେ ମହିଳା, ହଠାତ୍‌ ଦୌଡିବାକୁ ଲାଗିଲେ

ରୋମାନିଆ: ମହିଳା ଜଣଙ୍କ ଏକ ଜଙ୍ଗଲୀ ଭାଲୁ ନିକଟକୁ ଯାଇ ଫଟୋ କ୍ଲିକ୍‌ କରିବାକୁ ଚେଷ୍ଟା କରୁଥିଲେ। ତା’ପରେ ଭାଲୁଟି ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ରିପୋର୍ଟ...

maskkkkk
ବିନା ମାସ୍କରେ ଘରୁ ବାହାରିଲେ ବସ୍‌ଉଠ୍‌

ଦାନାପୁର: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ  ବଢ଼ିବାରେ ଲାଗିଛି। ଏହା ସତ୍ତ୍ୱେ ବି କିଛି ଅମାନିଆ ଏହି କିଲର ଭାଇରସକୁ ମାନୁନାହାନ୍ତି। ନିଜେ ଅସୁବିଧାରେ ପଡ଼ିବେ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ। ଏନେଇ ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ମାସ୍କ ଓ ସମାଜିକ...

newly
ଶାଶୁଘରେ ପହଞ୍ଚିବା ପୂର୍ବରୁ ମେଡିକାଲରେ ଭର୍ତ୍ତି ହେଲେ ନବବଧୂ

ପାଟନା: କରୋନା ମହାମାରୀ ଦିନକୁ ଦିନ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଜାରି କରାଯାଇଥିବା ଲକ୍‌ଡାଉନ୍‌ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଯଦି କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ କରୁଛନ୍ତି, ତେବେ ସୀମିତ ଲୋକଙ୍କୁ ନେଇ କରାଯିବାକୁ କୁହାଯାଇଛି। ତଥାପି କିଛି ଅମାନିଆ ଏହିସବୁ...

covid
ଦରମା ନମିଳିବାରୁ କୋଭିଡ ଯୋଦ୍ଧାଙ୍କ ଧାରଣା

କଟକ: କୋଭିଡ୍ ହସ୍ପିଟାଲ୍‌ରେ ନର୍ସଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଦରମା ଠିକ୍‌ରେ ମିଳୁନଥିବା ଅଭିଯୋଗରେ ଧାରଣାକୁ ଓହ୍ଲାଇଛନ୍ତି ଅଶ୍ୱିନୀ କୋଭିଡ୍ ହସ୍ପିଟାଲର ନର୍ସ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ୪୦ରୁ ଊର୍ଦ୍ଧ୍ୱ ନର୍ସ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି । ପ୍ରତିଶ୍ରୁତି ମୁତାବକ ଦରମା...

america
ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ଆକ୍ରାନ୍ତ ସଂଖ୍ୟା ୫୩ହଜାର ଟପିଲା

ୱାଶିଂଟନ୍: ଆମେରିକାରେ କରୋନା ଭାଇରସ ହୁ ହୁ ହେଇ ବଢ଼ିଚାଲିଛି। ଗତକାଲି ୫୩୦୦୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛି। ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଆଜି ସକାଳ ୮.୩୦ ସୁଦ୍ଧା...

atanki
ଖସି ପଳାଇଥିବା ଆତଙ୍କୀ ନିହତ

ଶ୍ରୀନଗର: ଜାମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ସିଆରପିଏଫ୍‌ ଯବାନ ଓ ୬ବର୍ଷ ଶିଶୁକୁ ହତ୍ୟା କରିଥିବା ଆତଙ୍କବାଦୀ(ଜାହିଦ ଡାସ) ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ପୋଲିସ ଏହି ସୂଚନା ଦେଇଛି। #Killer...

dengu
ଡେଙ୍ଗୁ ରୋଗୀ ଚିହ୍ନଟ ହେଲେ ସେହି ଅଞ୍ଚଳ ହେବ କଣ୍ଟେନ୍‌ମେଣ୍ଟ ଜୋନ୍‌

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ତେବେ ଭାଇରସକୁ ରୋକିବା ପାଇଁ ସମସ୍ତ ସତର୍କତା ଅବଲମ୍ୱନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ଲକ୍ଷ୍ନୌରେ କରୋନା ଭାଇରସ ଲୋକଙ୍କ ଚିନ୍ତା ବଢ଼ାଉଥିବାବେଳେ ଏବେ ଡେଙ୍ଗୁ ରୋଗ ମଧ୍ୟ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି। ଏସବୁ...