• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

susidee
କରୋନା ଭୟରେ ଆତ୍ମହତ୍ୟା କଲେ ଆଇଆରଏସ୍‌ ଅଧିକାରୀ

ଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ଦ୍ୱାରକା ଅଞ୍ଚଳରେ କରୋନା ସଂକ୍ରମଣକୁ ଭୟ କରି ଜଣେ ଆଇଆରଏସ୍‌ ଅଧିକାରୀ ଶିବରାଜ ସିଂହ ଏସିଡ୍‌ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।...

susanta5555
ଅନ୍ତିମ ସଂସ୍କାର ପୂର୍ବରୁ ସୁଶାନ୍ତଙ୍କ କରାଯିବ କରୋନା ଟେଷ୍ଟ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ତାଙ୍କର କରାଯିବ କରୋନା ଟେଷ୍ଟ। ସୁଶାନ୍ତଙ୍କର ପୋଷ୍ଟମର୍ଟମ ପୂର୍ବରୁ କରୋନା ପରୀକ୍ଷା ପାଇଁ ତାଙ୍କ ନମୂନା ନିଆଯାଇଛି।  ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ହେତୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ପରେ ସେମାନଙ୍କର କରୋନା...

susanta
ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଘରର କୁକ୍‌ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଗତକାଲି ସୁଶାନ୍ତଙ୍କର ଆତ୍ମହତ୍ୟା ଖବର ଶୁଣିବା ପରେ ବଲିଉଡ ସମେତ ସବୁମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସର ପ୍ରାଥମିକ ଅନୁସନ୍ଧାନ ପରେ ସୁଶାନ୍ତଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ...

irafn
ସୁଶାନ୍ତ ବିୟୋଗରେ ସ୍ତବ୍ଧ କ୍ରିକେଟ୍ ଜଗତ: ଏହି କ୍ରିକେଟର୍‌ଙ୍କୁ କହିଥିଲେ 'ଭାଇ ମୋ ଫିଲ୍ମ ଦେଖିବ'

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ କେବଳ ବଲିଉଡ୍ ନୁହେଁ ଭାରତୀୟ କ୍ରିକେଟ୍‌ ଜଗତ ବି ଅବାକ୍ ହୋଇଯାଇଛି। ତାଙ୍କ ଆତ୍ମହତ୍ୟା ଖବର ଶୁଣି ବହୁ ବଡ଼ ବଡ଼ କ୍ରିକେଟ୍ ଷ୍ଟାର୍‌ ଶୋକ ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଇର୍‌ଫାନ ପଠାନ ଟ୍ୱିଟ୍‌...

virat
ସୁଶାନ୍ତଙ୍କ ବିୟୋଗରେ ଦୁଃଖରେ ବିରାଟ: କହିଲେ, ସହି ହେଉନି

ମୁମ୍ୱାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କ୍ରିକେଟ୍ ଜଗତରେ ବି ଶୋକର ଛାୟା। ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଧୋନି ଦ ଅନ୍‌ଟୋଲ୍‌ଡ ଷ୍ଟୋରୀ’ରେ ଅଭିନୟ କରି କ୍ରିକେଟ୍ ଜଗତ ସହିତ ପରିଚିତ ହୋଇଥିଲେ ସୁଶାନ୍ତ। ବହୁ...

marraige
ଲକ୍‌ଡାଉନ୍‌ ନିୟମ ନମାନିବାରୁ ବରକୁ ଉଠାଇନେଲା ପୋଲିସ

ମୁମ୍ୱାଇ: ଲକ୍‌ଡାଉନ୍‌ ନିୟମ ନମାନି ବାହାହେବା ପାଇଁ ବ୍ୟାଣ୍ଡ ବାଜାସହିତ ଯାଉଥିବାରୁ ବର ସମେତ ୯ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସେମାନଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଘଟଣାଟି ମାଲଭାନି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ଖବର ଅନୁଯାୟୀ, ଜୁନ୍‌ ୧୨ରେ ଏକ ପରିବାର...

temple
କରୋନାରୁ ରକ୍ଷା ପାଇଁ ମନ୍ଦିରରେ ଲଗାଗଲା ସେନସର ଘଣ୍ଟି

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛି ମାତ୍ରାରେ କୋହଳ କରାଯାଇଛି। ଏନେଇ ଅନେକ ସ୍ଥାନରେ ମନ୍ଦିରଗୁଡିକ ଖୋଲା ଯାଇଛି। କିନ୍ତୁ କରୋନା ଯୋଗୁ ସାମାଜିକ ଦୂରତାର ନିୟମକୁ ପାଳନ କରିବା ଆବଶ୍ୟକ। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଏକ ମନ୍ଦିରରେ ପରସ୍ପର ସଂସ୍ପର୍ଶରେ ନଆସିବା...

scholl
ଛାତ୍ରଛାତ୍ରୀଙ୍କ ୩ ମାସର ଫି’ ଛାଡ କଲା ଏହି ସ୍କୁଲ୍‌

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏକ ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩ମାସର ସ୍କୁଲ ଫି’ ଛାଡ କରିଛନ୍ତି। ସେହି ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଏବେ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରୁଛନ୍ତି। ସ୍କୁଲର ନାଁ ହେଉଛି ‘ନ୍ୟୁ ସ୍କୋଲାର୍ ସ୍କୁଲ’। ଏନେଇ ସେହି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମମତା ମିଶ୍ରା ସୂଚନା...