• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

phulbani
ପ୍ରଚାର ଛାଡ଼ି ପ୍ରସୂତିଙ୍କୁ ମେଡିକାଲ ନେଲେ ଲୋକସଭା ପ୍ରାର୍ଥୀ

ଫୁଲବାଣୀ(ତ୍ରିନାଥ ସାହୁ): ଜଣେ ଗୁରୁତର ଥିବା ପ୍ରସୂତିଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଲୋକସଭା ପ୍ରାର୍ଥୀ।  ଏଭଳି ମହତ କାମ କରି ଏବେ ସେ ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଲୋକସଭା ଆସନର ବିଏସ୍‌ପି ପ୍ରାର୍ଥୀ ଅମୀୟ...

priti
ନିର୍ବାଚନରୁ ଓହରିଲେ ପ୍ରୀତିନନ୍ଦା

ଭୁବନେଶ୍ୱର: ନିର୍ବାଚନରୁ ଓହରିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ବିଜେଡି ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଭୁବନେଶ୍ୱର ଉତ୍ତର ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନୀ ଚିହ୍ନ ମିଳିବାରେ ବିଳମ୍ବ ହେବାରୁ କମ୍ ସମୟ ମଧ୍ୟରେ...

rahul gandhi
ଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ୍

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ୍‌ ହୋଇଛି। ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ସାଧାରଣ ସଭାରେ ରାହୁଲଙ୍କ କାର୍ଯ୍ୟକ୍ରମ ଥିଲା। ତେବେ ଏହି କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି। କନ୍ଧମାଳ ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ସମସ୍ତ...

bjp
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ସାଧାରଣ ତଥା ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି। ଆସନ୍ତା ୧୧ ତାରିଖରେ ଭୋଟ୍‌ ଗ୍ରହଣ ହେବ।  ସେଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ଲାଗି ପଡ଼ିଛନ୍ତି। ଆଜି ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀଙ୍କ ହାତରେ ପ୍ରଚାର...

court
ଶ୍ରୀମନ୍ଦିର ସମ୍ପତ୍ତି ଭଙ୍ଗାରୁଜା ନେଇ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଗତବର୍ଷ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡରେ ଶ୍ରୀମନ୍ଦିର ସମ୍ପତ୍ତି ଭଙ୍ଗାରୁଜା ନେଇ ସର୍ବୋଚ୍ଚ ଅଦାଲତ ନୋଟିସ୍‌ ଜାରି କରିଛନ୍ତି। ଜଗନ୍ନାଥ ସେନା ଓ ଅନ୍ୟ କିଛି ସଂଗଠନ ପକ୍ଷରୁ ଆନ୍ଦୋଳନ ବେଳେ ହୋଇଥିବା ସଂପତ୍ତି ନଷ୍ଟ ନେଇ ସୁପ୍ରିମକୋର୍ଟ...

bjd
ବିଜେଡି ଛାଡ଼ିଲେ ରବି ମଲ୍ଲିକ

ଭୁବନେଶ୍ୱର: ପୁରୀ ଜିଲ୍ଲା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡି ଛାଡ଼ିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହିତ ସେ ଯୋଜନା ବୋର୍ଡ ସଦସ୍ୟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରି ବିଜେଡି ସଭାପତି ନବୀନ...

congress
ମହିଳାଙ୍କ ଲୁହରେ ଭାସିଯିବେ ନିରଞ୍ଜନ ପଟ୍ଟନାୟକ: ସୁମିତ୍ରା ଜେନା

ଭୁବନେଶ୍ୱର: ଟିକେଟ୍‌ ବଣ୍ଟନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ବର୍ଷିଛନ୍ତି। ସୁମିତ୍ରା ଜେନା କହିଛନ୍ତି,“ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ଶକୁନି ରୋଲ କରୁଛନ୍ତି। ଉଭୟ ବାପ-ପୁଅ ବ୍ୟାବସାୟିକ ଡିଲ୍ କରୁଛନ୍ତି। କଂଗ୍ରେସ ପକ୍ଷରୁ ମଦ...

amit
ଆସନ୍ତାକାଲି ପୁରୀରେ ଶାହଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ସେ ପୁରୀରେ ଏକ ବିରାଟ ରୋଡ୍ ଶୋ’ କରିବେ।  ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ହେବ ଏହି ରୋଡ୍ ଶୋ’। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିପାରନ୍ତି।...