• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

6
କଂଗ୍ରେସ୍‌କୁ ଏମିତି କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ମୃତି ୩ ବର୍ଷିୟା ଡିଗ୍ରୀ ହାସଲ କରି ନାହାନ୍ତି ବୋଲି ନିଜ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି,...

samir
ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ଅଭିଯୋଗ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବିଜେପିର ଚିକିଟି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଝାଟିଆପଦର ୮୨ ନମ୍ବର ବୁଥ୍‌ରେ ତାଙ୍କୁ ମାଡ଼ ମରାଯାଇଥିବା ବିଜେପି ଅଭିଯୋଗ କରିଛି। ସାମ୍ୱାଦିକ ସମ୍ମିଳନୀରେ ବିଜେପି ଉପ ସଭାପତି ସମୀର ମହାନ୍ତି...

5
ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ୩ ଦଳରେ ଚାଲିଛ ଅଙ୍କ କଷା

ଭୁବନେଶ୍ୱର: ସରିଯାଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏବେ ଏହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ନିଜନିଜର ଦମ୍ଭ ଦେଖାଇବା ଆରମ୍ଭ କରିଦେଇଛନ୍ତି। ସରକାରରେ ଥିବା ବିଜେଡି ପୂର୍ବ ପ୍ରଦର୍ଶନ ଠାରୁ ଆହୁରି ଭଲ କରିବ ବୋଲି କହିଥିବା ବେଳେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି...

bjp
ବିଜେଡିକୁ କଡ଼ା ଜବାବ ଦେଲେ ବୈଜୟନ୍ତ

ଭୁବନେଶ୍ୱର: କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ଓ ମିଛ କହିଥିବା ନେଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଣିଥିବା ଅଭିଯୋଗର ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି,” ମୁଁ କାହାକୁ ଠକିଛି, ବେଇମାନି କରିଛି,ଲୋକଙ୍କ ପାଇଁ କାମ କରିଛି ନା ନାହିଁ ଓ ସେମାନଙ୍କ...

4
ବିଜେପିରେ ମିଶିଲେ ମୟୂରଭଞ୍ଜ ମହାରାଣୀ

ବାରିପଦା (ମାଣିକ ଲାଲ ପାଣି): ବିଜେପିରେ ମିଶିଲେ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ। ତାଙ୍କ ସହିତ ରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜଦେଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦଳ ପକ୍ଷରୁ ଉଭୟଙ୍କୁ ସ୍ୱାଗତ କରାଯାଇଛି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବେ ରାଜ ପରିବାରର ଏହି...

vote
ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଜାରି: ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ତେବେ ଦିନ ୧୧ଟା ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

3
ବାଇକ୍ ଧକ୍କାରେ ସ୍କୁଲ୍‌ ଛାତ୍ରଛାତ୍ରୀ ଗୁରୁତର

ମୟୂରଭଞ୍ଜ: ସ୍କୁଲ୍ ପିଲାଙ୍କୁ ଧରି ଆସୁଥିବା ଅଟୋ ରିକ୍ସା ସହ ଏକ ବାଇକ୍‌ ମୁଁହାମୁଁହି ଧକ୍କା ହେବାରୁ ୫ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପଶିଣା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ପୂର୍ବାହ୍ଣ ସାଢ଼େ ୧୧ଟା...

2
ଗଞ୍ଜାମରେ ଜୋର୍‌ଦାର ପ୍ରଚାର କରୁଛନ୍ତି ନବୀନ

ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କ ପ୍ରିୟଭାଜନ ହୋଇ ପୁଣି ଥରେ ବଜୟୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ୟାପକ ମାତ୍ରାରେ ପ୍ରଚାର ପ୍ରସାର ଚଳାଇଛନ୍ତି। ଏହି ଧାରାରେ ଆଜି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ସାଙ୍ଗକୁ ନିର୍ବାଚନୀ...

1
ମହିଳା ଦେଇଛନ୍ତି ଅଧିକ ଭୋଟ୍

ଭୁବନେଶ୍ୱର: ଓଡ଼ିଶାରେ ଏପ୍ରିଲ୍ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା  ଏବଂ ୨୮ଟି ବିଧାନସଭା ଆସନରେ ମୋଟ୍ ୧୦୦% ମତଦାତାଙ୍କ ମଧ୍ୟରୁ ୭୩.୭୬% ନିଜର ମତ ସାବ୍ୟସ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇସି) ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି। ଖବର ଅନୁସାରେ ନବରଙ୍ଗପୁର...