• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

money
୯ କୋଟିରୁ ଅଧିକ ଟଙ୍କା ଜବତ

ହାଇଦ୍ରାବାଦ: ନିର୍ବାଚନ ସମୟ ଯେତେକି ପାଖେଇ ଆସୁଛି ଦେଶର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଟଙ୍କା ଜବତ ହେଉଛି। ହାଇଦ୍ରାବାଦ ପୁଲିସ୍‌ ଏବଂ ଟାକ୍ସ ଫୋର୍ସ ଗତକାଲି ୭ ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନେବା ସହ ସେମାନଙ୍କ ନିକଟରୁ ୮ କୋଟି ଟଙ୍କା ଜବତ କରିଛି। ସେହିଭଳି କୋଏମ୍ବାଟୁରରେ...

police
ଚୌଦ୍ୱାର ବାଣିପଦା ଗାଁରେ ଗୋଷ୍ଠୀ ସଂଘର୍ଷ

ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବାଣିପଦା ଗାଁରେ ଯାତ୍ରା ଶେଷ ହେବା ପରେ ୨ ସାହି ମଧ୍ୟରେ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ବଚସା ପରେ ଢେଲା ପଥର ମରାମରି ହୋଇଥିଲା। ଏହାପରେ ସ୍ଥିତି...

fire
ଏସ୍‌ସିବି ମେଡିକାଲର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ

କଟକ(ପ୍ରଭାତ ବିଷୋୟୀ):ଗତକାଲି ରାତିରେ କଟକ ଏସ୍‌ସିବି ମେଡିକାଲ କଲେଜର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।  

ipl
ହାଇଦ୍ରାବାଦକୁ ହରାଇଲା କିଙ୍ଗସ୍‌ ଇଲେଭେନ୍ ପଞ୍ଜାବ

ନୂଆଦିଲ୍ଲୀ: ଗତକାଲି ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କଲା କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନ୍‌ ରଇଜର୍ସ ହାଇଦ୍ରାବାଦ ୨୦ ଓଭରରରେ ୪ ୱିକେଟ୍ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଦିନାୟକ ଡେଭଡ...

air-pot
ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ପାର୍କିଂ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ ପାଇଁ ନୂଆ ନିୟମ ଜାରି ହୋଇଛି। ଆଜିଠାରୁ ଏହି ପାର୍କିଂ ନିୟମ ଲାଗୁ ହୋଇଛି। ବିମାନ ବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ି ଲାଗି କୌଣସି ଫି’ ନାହଁ। ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିବା ବ୍ୟବସାୟିକ ଗାଡ଼ି ଲାଗି ମଧ୍ୟ...

accident
ଘାଟିରେ ଓଲଟିଲା ଅଟୋ

ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଛାତ୍ରଛାତ୍ରୀ ଓ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଅଭିଭାବକ ଅଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଝରିଗାଁ ଶିଉନାଗୁଡ଼ାର ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା...

IPS
ଡିଜିପି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

ଭୁବନେଶ୍ୱର: ଭାରପ୍ରାପ୍ତ ପୁଲିସ୍‌ ଡିଜି ଭାବେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି। କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା ପ୍ରତିକ୍ରିୟା ରଖି କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା...