• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

andhra
ଇଭିଏମ୍‌ କଚାଡ଼ି ଭାଙ୍ଗିଲେ ଜନସେନା ପ୍ରାର୍ଥୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁତିରେ ଜନସେନା ପାର୍ଟିର ପ୍ରାର୍ଥୀ ମଧୁସୂଦନ ଗୁପ୍ତା ଇଭିଏମ୍‌କୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ଇଭିଏମ୍‌ରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନାଁ ଦେଖା ନଯିବାରୁ ସେ ଉତ୍‌କ୍ଷିପ୍ତ  ହୋଇ ଇଭିଏମ୍‌ କଚାଡ଼ି ଦେଇଥିଲେ। ଏହି ଘଟଣା ପରେ ମଧୁସୂଦନ ଗୁପ୍ତାଙ୍କୁ ପୁଲିସ ଗିରଫ...

bjp
ବିଜେପି ସରକାର ଆସିଲେ କେନ୍ଦୁଝରରେ ପ୍ରତିଷ୍ଠା ହେବ ଆଉ ଗୋଟିଏ ମେଡିକାଲ କଲେଜ: ଶାହ

ଭୁବନେଶ୍ୱର: କେନ୍ଦୁଝର ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବର୍ଷିଛନ୍ତି। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ନିକମା ସରକାର ବୋଲି ଶାହ କହିଛନ୍ତି। ସେ କହିଛନ୍ତି,“୧୯ ବର୍ଷ ଧରି କ୍ଷମତାରେ ଥିବା ସରକାର...

accident
ଦଣ୍ଡ ନାଚ ଦେଖି ଫେରୁଥିଲେ ପିଟିଦେଲା ଟ୍ରକ୍

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଥାନା ଅନ୍ତର୍ଗତ ପିଟିସି ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା  ହୋଇଛି। ଟ୍ରକ୍‌ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତୁରଙ୍ଗ ଗାଁର ଦୀପକ ନାଏକ, କାଳିଆ ନାଏକ ଓ ଦିଲୀପ ନାଏକ। ଗତକାଲି ରାତି ପ୍ରାୟ ୧.୩୦ରେ ସେମାନେ...

malkangiri
ନକ୍ସଲ ଅଟକ ରଖିଥିବା ୪ଟି ଲଞ୍ଚକୁ ଛାଡ଼ିଲେ 

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନକ୍ସଲମାନେ ଅଟକ ରଖିଥିବା ୪ଟି ଲଞ୍ଚକୁ ଛାଡ଼ି ଦେଇଛନ୍ତି। ସିନ୍ଧୁପୁଟ ଓ ଯନ୍ତ୍ରୀରେ ଦୁଇ ଦିନ ଧରି ଅଟକ ଥିବା ଲଞ୍ଚ ଆଜି ଘାଟକୁ ଫେରିଛି। ଲଞ୍ଚ ସହ ସମସ୍ତ ଡ୍ରାଇଭର, ହେଲପର ଓ ଖଲାସି ଫେରିଥିବା ଜଣାଯାଇଛି। ଲଞ୍ଚଗୁଡ଼ିକରେ ଭୋଟ୍...

election
ଭୋଟ୍‌ ଦେଲେ ନେତା ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଭୋଟ୍ ଦେଇଛନ୍ତି। ସେ ନିଜ ବୁଥକୁ ଆସି ପତ୍ନୀ, ପୁଅ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂଙ୍କ ସହ ଭୋଟ୍ ଦେଇଛନ୍ତି। ଏଥର...

puri
ଭୋଟରଙ୍କୁ ସଚେତନ ପାଇଁ ବାଲୁକା କଳା

ପୁରୀ (ମଧୁସୂଦନ ମିଶ୍ର): ଭୋଟରମାନଙ୍କୁ ସଚେତନ କରିବା ପାଇଁ ପୁରୀ ଲାଇଟ୍‌ ହାଉସ ନିକଟସ୍ଥ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପ୍ରୟାସ କରିଛନ୍ତି। ଏହାର ଥିମ୍‌ ରହିଛି...