• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

modi
୧୧ରେ ରିଲିଜ୍‌ ହେବ ‘ପିଏମ୍‌ ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍‌ ନରେନ୍ଦ୍ର ମୋଦି’ ରିଲିଜ୍‌ ହେବ। ପୂର୍ବରୁ ୫ ତାରିଖରେ ଫିଲ୍ମର ରିଲିଜ୍‌ କରାଯିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ହୋଇଥିବା ଏହି ଫିଲ୍ମର ରିଲିଜ୍‌ ଘୁଞ୍ଚାଇବା...

congress
କଂଗ୍ରେସରେ ମିଶିଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ହାତ ଧରିଲେ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା। କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଜି ସେ କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି। କଂଗ୍ରେସରେ ସାମିଲ ହେବା ପରେ ଶତ୍ରୁଘ୍ନଙ୍କୁ ଦଳ ବିହାରର ପାଟନା ସାହିବ ଲୋକସଭା ଆସନ ପାଇଁ...

modi
ଓଡ଼ିଶାରେ ବିକାଶ ଲାଗି ମଜଭୁତ ସରକାର ଦରକାର: ମୋଦି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶ ଓ ରାଜ୍ୟରେ କିଭଳି ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୋଦି କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଓଡ଼ିଶାରେ ବିକାଶ...

ananta
ଅନନ୍ତ ନାରାୟଣଙ୍କ ପ୍ରାର୍ଥିତ୍ୱକୁ ବିଜେପିର ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିତ୍ୱକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଅନନ୍ତଙ୍କ ନାଁରେ ହତ୍ୟା ଓ ଯୌନ କେଳେଙ୍କାରୀ  ଭଳି ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ନିନ୍ଦନୀୟ ବୋଲି ବିଜେପି ମହିଳା...

attack
ଭାଲୁ ଆକ୍ରମଣରେ ଜଣେ ଆହତ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସହଦେବ ଦଳାଇ। ଗତ ରାତିରେ ସହଦେବ ମଧୁରାମ୍ବ ଗାଁରୁ କାମ ସାରି  ନିଜ ଗାଁକୁ ଫେରୁଥିବା ବେଳେ ତିନି ଘରିଆ ଛକ ନିକଟରେ ଏକ ଭାଲୁ...

death
ମହୁଲ ଗୋଟାଇବାକୁ ଯାଇଥିଲେ ଦଳିଦେଲା ହାତୀ

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝୁପରୁଙ୍ଗା ପତ୍ରାପାଲ୍ଲିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ମୁରଲି ସା। ମୁରଲି ମହୁଲ ଗୋଟାଇବାକୁ ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା।  

fire
ବ୍ୟାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ଓ ଆସବାବପତ୍ର

କଟକ(ଦେବାଶିଷ ମହାନ୍ତି): କଟକ ସିଡିଏ ସେକ୍ଟର ୧୦ରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବ୍ୟାଙ୍କ ଭିତରେ ଥିବା କମ୍ପ୍ୟୁଟର ଓ ଆସବାବପତ୍ର ଜଳିଯାଇଛି। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

sonpur
ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପୁଣି ସୋଶାଲ୍ ମିଡିଆରେ ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ। ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନଙ୍କୁ ତରଭା ବ୍ଲକର କୁଟାସିରା ଗାଁରେ ଭୋଟରମାନେ ବିରୋଧ କରିଛନ୍ତି। ଗତ ଶୁକ୍ରବାର ଦିନ ନିରଞ୍ଜନ ଗାଁକୁ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର...