• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsnamayee Pradhan

Jyotsnamayee Pradhan

Editor

Posts by Jyotsnamayee Pradhan

mela
ଧୁମଧାମ୍‌ରେ ଚାଲିଛି ଚଡ଼କ ମେଳା: ଆଜି ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ପୀଠରେ ଧୁମଧାମରେ ଚଡ଼କ ମେଳା ଚାଲିଛି। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବ। ଅନ୍ତିମ ଦିନରେ ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ମେଳା ଜନସମୁଦ୍ରରେ ପରିଣତ ହୋଇଛି। ଗତକାଲି ଲକ୍ଷାଧିକ ଶ୍ରଦ୍ଧାଳୁ ନୀଳ...

cmo
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୫ ଲୋକସଭା ଆସନ ସହିତ ଏଥିମଧ୍ୟରେ ଥିବା ୩୫ ବିଧାନସଭା ଆସନ ପାଇଁ ଭୋଟ୍‌ ହେବ। ଲୋକସଭା ଆସନ ଗୁଡ଼ିକ ହେଲା-ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ...

ipl
କୋଲକାତାକୁ ହରାଇ ଦିଲ୍ଲୀର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମ୍‌ଦାର ବିଜୟ ହୋଇଛି। କୋଲକାତା ନାଇଟ୍‌ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୭୮ରନ୍‌ ହାସଲ କରିଥିଲା ।...

Baijayant-Panda
ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି ବିଜେଡି: ବୈଜୟନ୍ତ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଥିବା ମିଥ୍ୟା ସତ୍ୟପାଠ ଅଭିଯୋଗ ଉପରେ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ବିଜେଡି ସମ୍ପୂର୍ଣ୍ଣ ଭାବେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରୁଛି। ଏମିତିକି ମୋ ପୂର୍ବ ସତ୍ୟପାଠରେ ଆୟର ଉତ୍ସ...

sonali
ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ନେତ୍ରୀ ସୋନାଲି ସାହୁ

ଭୁବନେଶ୍ୱର: ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ। ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଓ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗଦେଇଛନ୍ତି ବୋଲି କହିଛନ୍ତି। ଦଳ ଯେଉଁ...

rath
ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛିା ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ଼...

encounter
କେନ୍ଦ୍ରାପଡ଼ାରେ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ନ୍ତଗତ ଅର୍ଜୁନପୁର ଛକରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦୀମ୍‌କୁ ଏନ୍‌କାଉଣ୍ଟର କରାଯାଇଛି। ପାଟକୁରା ଥାନା ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ଏହି ଏନ୍‌କାଉଣ୍ଟର୍ କରିଛନ୍ତି। ଏଥିରେ ନଦୀମ୍‌ର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ...

amit
ଆଜି କେନ୍ଦୁଝର ଆସିବେ ଅମିତ ଶାହ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ କେନ୍ଦୁଝର ଆସି ମେଡିକାଲ କଲେଜ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ। ଅମିତ ଶାହଙ୍କ ଗସ୍ତକୁ...

8
ଭୁବନେଶ୍ୱରରେ ବିଜେପି ରାଲି ଉପରେ ଆକ୍ରମଣ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(ବିଜେପି)ର ନିର୍ବାନଚୀ ରାଲି ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର ୟୁନିଟ୍-୮ସ୍ଥିତ କ୍ଲବ ପାଖରେ ବିଜେପି ଶୁକ୍ରବାର ନିର୍ବାଚନୀ ରାଲି କରୁଥିବା ବେଳେ ଦଳର କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରାଯାଇଛି। ଏଥି ସହିତ ସେମାନଙ୍କ ପ୍ଲାକାର୍ଡ ମଧ୍ୟ ଫିଙ୍ଗିଦିଆଯଆଇଛି। ଭୁବନେଶ୍ୱର(ମଧ୍ୟ)ରୁ ବିଜେପି ବିଧାୟକ...