• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

art
ରାଜ୍ୟରେ ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୯,୨୦୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେହିପରି ଓଡ଼ିଶାରେ ୧,୯୭୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି।

otv-leak
'ଜିଲ୍ଲାପାଳ' କ୍ଷମତା ଥିବା କହି ମାଟିରେ ମିଶାଇ ଦେଲେ ଅସହାୟଙ୍କ ଘର

ଭୁବନେଶ୍ୱର: କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଭାଙ୍ଗି ଦେଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ ସ୍ୱପ୍ନ। ଏ ଦୃଶ୍ୟ କୌଣସି କୋଟିପତି କି ବଡ଼ବଡ଼ିଆଙ୍କ...

curent
ବିଦ୍ୟୁତ ଆଘାତରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଡୁମୁଡୁମା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୫ ବର୍ଷର ପୁଅ, ତାଙ୍କ ମାଆ ଏବଂ ଖୁଡ଼ି...

schiool
ଏବେ ସ୍କୁଲ ଖୋଲିବା ସମ୍ଭବ ନୁହେଁ, ଗାଁକୁ ଗାଁ ଯାଇ ପାଠ ପଢାଇବେ ଶିକ୍ଷକ

ଭୁବନେଶ୍ୱର: ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ। ଏ ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଯାଜପୁର ଜିଲ୍ଲା ପ୍ୟାରେଡ୍ ଅବସରରେ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା...

drowning
ପୋଖରୀରେ ବୁଡ଼ି ୨ ନାବାଳକ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମରେ ଅଘଟଣ। ପୋଖରୀରେ ବୁଡି ୨ ନାବାଳକ ମୃତ। ମୃତକ ତୁଳଙ୍ଗ ଗ୍ରାମର ଆୟୁଷ ବିଶ୍ୱାଳ ଏବଂ ପ୍ରତ୍ୟୁଷ ବିଶ୍ୱାଳ। ସୂଚନା ଅନୁସାରେ ଉଭୟ ଆଜି ସକାଳେ ସାଇକେଲରେ କୋଚିଂ ସେଣ୍ଟର ଯାଇଥିଲେ। ତେବେ ମଧ୍ୟାହ୍ନ ସମୟରେ ନିକଟସ୍ଥ...

robot
ରୋବଟ୍ ତିଆରି କଲେ ଢେଙ୍କାନାଳର ଯୁକ୍ତ ଦୁଇ ଛାତ୍ର

କାମାକ୍ଷାନଗର: କୋଭିଡ ମହାମାରୀ ସମୟରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ସମୟରେ ଘରେ ବସି ନରହି ଜଣେ ଯୁକ୍ତ ଦୁଇ ଛାତ୍ର ତିଆରି କରିପାରିଛନ୍ତି ଏକ ରୋବଟ୍, ଯାହାର ନାମ ସେ ରଖିଛନ୍ତି କୋଭିଡ ହେକ୍ସା ବିଟ୍ ରୋବଟ୍। ରୋବଟ୍‌କୁ ତିଆରି କରିଛନ୍ତି ଢେଙ୍କାନାଳ କାମାକ୍ଷାନଗର ମଢିସାହିର...

bhubanesar
ଭୁବନେଶ୍ୱରରୁ ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ, ୯୬ ଲୋକାଲ କେସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୧, ଲୋକାଲ୍ କେସ୍ ୯୬ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- IRC ଭିଲେଜ ଓ ସାମନ୍ତରାପୁରରୁ ୮ ଲେଖାଏଁ,...

accident
ବାଇକ୍‌କୁ ପିଟିଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ

ଜଗତସିଂହପୁର: ଘରକୁ ଫେରୁଥିଲା ବେଳେ ପିଟିଦେଲା ପିକ୍‌ଅପ୍। ଚାଲିଗଲା ୨ ଜଣଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ନାରଦିଆ ନିକଟରେ। ଉଭୟ ଏକ ବାଇକରେ ବାଲିକୁଦାରୁ ଘରକୁ ଫେରୁଥିବା ବେଳେ ନାରଦିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ...

pani
ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ

ଫୁଲବାଣୀ: ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ। ଭରା ନଦୀରେ ପଶି, ଜୀବନକୁ ବାଜି ଲଗାଇ ସ୍କୁଲରେ ପହଞ୍ଚିଥିଲେ। ଆଜି ଏପରି କିଛି ଘଟଣା ଘଟିଛି କନ୍ଧମାଳ ଗୁଞ୍ଜିବାଡ଼ି ପଞ୍ଚାୟତ ବଗାଡ଼ି ଗାଁରେ। ଗାଁ ପ୍ରଧାନଶିକ୍ଷକ ଲାଲୁ କୁମାର ମଲ୍ଲିକ ବଗାଡ଼ି ନଦୀ ପାର କରି...

sarpanch
କ୍ଷମତା ଅପବ୍ୟବହାର କରି ଗିରଫ ହେଲେ ସରପଞ୍ଚ

ବଲାଙ୍ଗିର: କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଲୋଇସିଂହା ଥାନା ପୋଲିସ ଗିରଫ କରିଛି। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ। କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଗତ...

dhoni-main
ଧୋନି ଯୁଗର ଅବସାନ: କେମିତି ଥିଲା କ୍ୟାପଟେନ୍ କୁଲ୍‌ଙ୍କ କ୍ରିକେଟ ଯାତ୍ରା, ଜାଣନ୍ତୁ...

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତୀୟ କ୍ରିକେଟର୍ ସବୁଠୁ ସଫଳ ଅଧିନାୟକ କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନି। ଆଜି ଏନେଇ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ବିଧିବଦ୍ଧ ଭାବେ ଘୋଷଣା କଲେ ଧୋନି। ଆଜି ସଂଧ୍ୟା ୭ଟା ୨୯ରେ ସେ ନିଜ ପ୍ରଶଂସକ, ବନ୍ଧୁ ପରିଜନଙ୍କୁ...

mask
ଦିନକରେ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ। ରାଜ୍ୟରେ ଏବେସୁଦ୍ଧା କରୋନାରୁ  ୪୦,୭୨୬ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି...

rain
ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଏନେଇ ଆଜି ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ...

camera
କେଡ଼େ ନିର୍ଦ୍ଦୟୀ ମା': ୧୫ ମାସର ପୁଅକୁ ମାରି ଚାଲିଲା ବିଧା ଗୋଇଠା

ପୁରୀ: ୧୫ ମାସର ନିଷ୍ପାପ ଶିଶୁକୁ ଅକଥନୀୟ ଅତ୍ୟାଚାର। ବଡ଼ କଥା ହେଉଛି ଜନ୍ମ କଲା ମା କରୁଛି ଅତ୍ୟାଚାର।  ସିସିଟିଭିରେ କଏଦ୍ ହୋଇଥିବା ଏହି ଚିତ୍ର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପାଇକସାହି ଗାଁର।  ଜଣେ ମା ତାର ପୁଅ ପ୍ରତି କିପରି ଏତେ...

bmc
ଭୁବନେଶ୍ୱରରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ, ୭୮ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ। ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୨ କ୍ୱାରେଣ୍ଟିନରୁ, ୭୮ ଲୋକାଲ୍ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ନୀଳାଦ୍ରି ବିହାରରୁ ୧୦, ପଟିଆରୁ ୬ ପଜିଟିଭ୍ ଚିହ୍ନଟ।...

cuttack
'କରୋନାରେ ଅଧିକ ସଂକ୍ରମିତ ଯୁବବର୍ଗ'

କଟକ: କଟକରେ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବବର୍ଗ। ନିଜେ ସଂକ୍ରମିତ ହେବା ଦ୍ୱାରା ଘରେ ଥିବା ବୟସ୍କ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏନେଇ ସତର୍କତା ଜରୁରୀ ବୋଲି କହିଛନ୍ତି ସିଏମ୍‌ସି କମିଶନର ଅନନ୍ୟା ଦାସ। କଟକରେ କରୋନା ସ୍ଥିତି ନେଇ CMC କମିଶନର ଅନନ୍ୟା...

atal-j
ସ୍ମୃତିରେ 'ଭାରତ ରତ୍ନ' ବାଜପେୟୀ

ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୂଣ୍ୟତିଥୀ। (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮)। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର (୧୯୯୬ ମସିହାରେ ୧୩...

cure2
ଦିନକରେ ସୁସ୍ଥ ହେଲେ ୧୫୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନା ସଂକ୍ରମଣରୁ ୧୫୫୦ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ୪୨ ହଜାର ୨୭୬ ଆକ୍ରାନ୍ତ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଗଞ୍ଜାମରୁ ସର୍ବାଧିକ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।