• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

bijay-amruta-kulange
ଗଂଜାମରେ 'ମିଶନ ଜିରୋ ଆକ୍ଟିଭ କେସ୍' ଆରମ୍ଭ

ବ୍ରହ୍ମପୁର:  ଗଂଜାମରେ ଆରମ୍ଭ ହୋଇଛି ମିଶନ ଜିରୋ ଆକ୍ଟିଭ କେସ୍।  ଗଂଜାମରେ କରୋନା ମୁକାବିଲା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଏହି ସୂଚନା ଦେଇଛନ୍ତି। ଏବେ ଦୈନିକ ୯ରୁ ୧୦ ହଜାର ସାମ୍ପଲ ଟେଷ୍ଟ କରାଯାଉଛି। ଅନେକ ଦିନ ପରେ ଗଞ୍ଜାମରେ ପଜିଟିଭ ସଂଖ୍ୟା ଆଜି...

bus-final
ଖତ ହେଲାଣି ରାଜ୍ୟର ହଜାର ହଜାର ଘରୋଇ ବସ୍ !

ଭୁବନେଶ୍ୱର: ବସ୍‌ ଟାୟାରରେ ହାଓ୍ୱା ନାହିଁ। ବଡିରେ ମାଡି ଗଲାଣି ଗଛଲତା। ମାସ ମାସ ଧରି ଚଳାଚଳ ନକରିବା କାରଣରୁ ଏଭଳି ଦୁଃସ୍ଥ ଅବସ୍ଥାରେ ପଡି ରହିଛି ରାଜ୍ୟର ହଜାର ହଜାର ଘରୋଇ ବସ୍।  କରୋନା ଅନ୍‌ଲକ ପରେ ସରକାର ଘରୋଇ ବସ ଚଳାଚଳ ଲାଗି ଅନୁମତି ଦେଇଛନ୍ତି। ହେଲେ...

rajeev
ରାଜୀବ କୁମାର ଦେଶର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ। ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାରଙ୍କୁ ଭାରତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। Rajiv Kumar appointed as the Election Commissioner following...

rhea
ସୁଶାନ୍ତଙ୍କୁ ଶେଷ ଥର ପାଇଁ କ'ଣ କହିଥିଲେ ରିୟା?

ଭୁବନେଶ୍ୱର: ସୁଶାନ୍ତଙ୍କୁ ଶେଷଥର ପାଇଁ ସରି ବାବୁ କହିଥିଲେ ରିୟା ଚକ୍ରବର୍ତ୍ତୀ। ମୃତ୍ୟୁର ସପ୍ତାହେ ପୂର୍ବରୁ ସୁଶାନ୍ତଙ୍କୁ ଛାଡ଼ି ଚାଲିଯାଇଥିବା ରିୟା କଣ ପାଇଁ ସରି କହିଲେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ଏହି ମାମଲାରେ ନୂଆ ଟ୍ୱିଷ୍ଟ ବି ଆସିଛି, କାହିଁକିନା ଏବେ...

samit-babu
'ରାଜ୍ୟ ସରକାର କାହିଁକି ସାଜିଲେ ଜମି ଡିଲର ?'

ପୁରୀ: ପୁରୀରେ ଥିବା ବଗଲା ଧର୍ମଶାଳାର ଜମି ପ୍ଲଟିଂ କରି ବିକ୍ରି କରାଯିବାକୁ ନେଇ ବିଜେପି ପକ୍ଷରୁ ଜୋର ଧରିଛି ପ୍ରତିବାଦ। ବିଜେପି ବିଧାୟକ ଓ କର୍ମୀଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ବଗଲା ଧର୍ମଶାଳା ପ୍ରସଙ୍ଗରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର...

bmc
ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ !

ଭୁବନେଶ୍ୱର: ଏବେ ପିକ୍‌ରେ ଅଛି ଭୁବନେଶ୍ୱର। ଆଉ ମାସେ ଗୁରୁତ୍ୱପୂର୍ଣ୍ଣ, ସଂକ୍ରମଣ ବଢୁଛି। ତେବେ ସମସ୍ତେ ସତର୍କ ରହିବା ନେଇ କହିଛନ୍ତି ବିଏମ୍‌ସି କମିଶନର। ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କହିଛନ୍ତି ଯେ ଗଲା ମାସରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ...

bhubaneswar
ଭୁବନେଶ୍ୱରରୁ ୨୯୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୨ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗରରେ ଆଜି ଆଉ ୨୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୫୩, ଲୋକାଲ କଣ୍ଟାକ୍ଟ କେସ୍ ୧୪୨ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ପୋଲିସ ସିକ୍ୟୁରିଟି ୱିଙ୍ଗରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦକାର...

covid-warriors
ମହାମାରୀ କବଳରେ କରୋନା ଯୋଦ୍ଧା

ରାଉରକେଲା: କରୋନାରେ ଚାଲିଗଲା ଆଉ ଦୁଇ କୋଭିଡ୍ ଯୋଦ୍ଧା ଜୀବନ। ଆଜି ରାଉରକେଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା 26ରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାତିରେ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଅରୁଣ କୁମାର ଦାଶ। ...

doud
ପାକିସ୍ତାନ‌ କହିଲା, କେଉଁଠି ଲୁଚିକି ରହଛି ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ

ନୂଆଦିଲ୍ଲୀ: ପାକିସ୍ତାନ ଇମ୍ରାନ ଖାନ୍ ସରକାର ମାନିଲା ବଡ଼ ସତ। ଦାଉଦ ଇବ୍ରାହିମ ପାକିସ୍ତାନରେ ଥିବା ମାନିଲା ଇମ୍ରାନ ସରକାର। ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ ପାକିସ୍ତାନରେ ରହିଛି। ଦାଉଦ ପାକିସ୍ତାନର ବନ୍ଦର ନଗରୀ କରାଚିରେ ରହିଛି। ଏ ନେଇ ଇମ୍ରାନ ସରକାର ମାନିଥିବା ନେଇ ଜାତୀୟ ଗଣମାଧ୍ୟମରେ...

jungle
୩୫ ବର୍ଷ ପରେ ଜଙ୍ଗଲରୁ ଫେରିବେ ଜଗପତି

ଭୁବନେଶ୍ୱର: ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିଲ୍ଲାର ଜଗପତି କାର୍ଜି ଫେରିବେ ଗାଁକୁ। ପ୍ରାୟ ୩୫ ବର୍ଷ ପରେ ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୨୬ ତାରିଖ ସୁଦ୍ଧା ସେ ଗଜପତି ଫେରିବେ ବୋଲି ଟ୍ୱିଟ୍ କରିଛନ୍ତି ଗଜପତି ଜିଲ୍ଲାପାଳ।...

corona
ଦିନକରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୨,୨୭୬ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୪ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୧୬,...

taaahahb
ଗଣେଶ ପୂଜା ବନ୍ଦ କରିବାରୁ ତହସିଲଦାରଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

ବ୍ରହ୍ମପୁର: ଧୂମ୍‌ଧାମ୍‌ରେ ଗଣେଶ ପୂଜା ଚାଲୁଥିଲା। ମେଢ ମଣ୍ଡପ ବି ସଜାସଜି ହୋଇଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ପୂଜା ଚାଲୁଥିବାରୁ  ଏନ୍‌ଫୋର୍ସମେଣ୍ଟ ପହଞ୍ଚିବା ପରେ ସବୁ ଫିକା ପଡିଗଲା।  ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମଣ୍ଡପ ଭାଙ୍ଗି ଦେବାରୁ ଆରମ୍ଭ ହୋଇଗଲା ଉତ୍ତେଜନା।...

died-og
ସ୍ତ୍ରୀ ଓ ଝିଅକୁ ବିଷ ଦେବା ପରେ ନିଜେ ପିଇଦେଲା !

ବରଗଡ଼: ଘରୋଇ କଳିର କରୁଣ ପରିଣତି। ବିଷ ପିଇଦେଲେ ବାପା, ମାଆ ଝିଅ। ଆଉ ଚାଲିଗଲା ୨ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଜେପୁର ବେନିଆଚାଲ ଗାଁରେ। ଘଟଣାରୁ ପ୍ରକାଶ, ଆଜି କୌଣସି କଥାକୁ ନେଇ ଏହି ଗାଁର ରଥ ମହାନନ୍ଦ(୪୫)ଙ୍କ ପରିବାରରେ ପାଟିତୁଣ୍ଡ ହୋଇଥିଲା। ଏଥିରେ...

crime
ଶୋଇଥିବା ବେଳେ ଭାଇକୁ ହାଣିଲା ଭାଇ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁରେ ପାରିବାରିକ କଳହକୁ ନେଇ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ। ପାରିବାରିକ କଳହରୁ ହତ୍ୟା ସନ୍ଦେହ। ଅଭିଯୁକ୍ତ ସାନଭାଇକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସପି। ଘଟଣା ମୁତାବକ, ଦୁଃଖ ବାରିକଙ୍କ...

jail
ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ

ଗଜପତି: ଟଏଲେଟ ବାହାନାରେ ସ୍କାଇଲାଇଟ୍ ଭାଙ୍ଗି ଅଭିଯୁକ୍ତ ଚମ୍ପଟ। ଏହା ଆଉ କେଉଁଠି ନୁହେଁ, ଖୋଦ ପୋଲିସ ଷ୍ଟେସନର ଟଏଲେଟ ଭାଙ୍ଗି ଫେରାର ହୋଇଯାଇଛି ଜଣେ କଏଦୀ। ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନାରେ। ଗତ ୨୦ ତାରିଖରେ  କାନକଟା ଛକରେ ଚଢ଼ଉ କରି ୧୨ କ୍ୱିଣ୍ଟାଲ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।