• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

main
କରୋନା ମାଡ଼ରେ ଓଡ଼ିଶା ପ୍ରଭାବିତ: ରାଜ୍ୟରେ କମିବ ମୁଣ୍ଡ ପିଛା ଆୟ

ଭୁବନେଶ୍ୱର: କରୋନା ମାଡରେ ଘାଇଲା ରାଜ୍ୟ ରାଜକୋଷ। ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି କୋଭିଡ୍ ଓଡିଶା ଛୁଇଁବା ପରେ ମାର୍ଚ୍ଚରୁ ଅଗଷ୍ଟ ଆର୍ଥିକ କାରବାର୍ ଗରୁତର ପ୍ରଭାବିତ ହୋଇଛି। ଗତକାଲି ଏସବିଆଇ ଇକୋରାପ୍ ରିପୋର୍ଟରେ ଏହା ଜଳଜଳ ହୋଇ ଦେଖାଯାଉଛି। ତେବେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା...

corona-ve
ଦିନକରେ ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୫,୩୧୪ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭...

bagaula
ଖଣ୍ଡ ଖଣ୍ଡ କରି ବିକିଦେଲେ ପୁରୀର ବଗଲା ଧର୍ମଶାଳା

ପୁରୀ: ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇଗଲା ପୁରୀର ବଗଲା ଧର୍ମଶାଳା। ଆଉ ମିଳିବନି ଶ୍ରୀମନ୍ଦିରର ଅତି ପାଖରେ ବର୍ଷ ବର୍ଷ ଧରି ଯାତ୍ରୀ ଓ ଭକ୍ତଙ୍କୁ ସ୍ୱଳ୍ପମୂଲ୍ୟରେ ରହଣୀ ସେବା। କାହିଁକି ନା ଏକମାତ୍ର ସରକାରୀ ଧର୍ମଶାଳାକୁ ପ୍ଲଟିଂ କରି ଲଜିଂ ମାଲିକଙ୍କୁ ବିକୁଛି ଜିଲ୍ଲା ପ୍ରଶାସନ।...

hc
ଗଣେଶ ପୂଜା ମାମଲାକୁ ନେଇ ହାଇକୋର୍ଟ ଦେଲେ ରାୟ

ଭୁବନେଶ୍ୱର: ଗଣେଶ ପୂଜା ହୋଇ ପାରିବ କି ନାହିଁ, ସେହି ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ। ତାଙ୍କୁ ଏହି କ୍ଷମତା ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ପ୍ରଶାସନର ଅଧିକାରୀ ନିଷ୍ପତ୍ତି ନେବେ। ସେ ଚାହିଁଲେ ପୂଜା ପାଇଁ ଅନୁମତି ଦେଇପାରିବେ, ଯଦି...

heavy-rainfall
ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷିବ। ଘର ଭାଙ୍ଗିବା ସହ ମାଟି ଅତଡ଼ା ଧସିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ବର୍ଷା ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ୮ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ...

loot
ଝିଅ ଯୋଗାଇ ଦେବାକୁ କହି ଲୁଟି ନେଲେ ସର୍ବସ୍ୱ

ଭୁବନେଶ୍ୱର: ଲୁଟ୍‌ର ନୂଆ ଫଣ୍ଡା। ଝିଅ ମୋହ ଦେଖାଇ ଲୁଟି ନେଲେ ଟଙ୍କା, କାର ଓ ମୋବାଇଲ ଫୋନ। ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏ ଘଟଣା। ଝିଅ ମୋହ ଦେଖାଇ କିଛି ଦୁର୍ବୃତ୍ତ ଠିକାଦାରଙ୍କୁ ଲୁଟ୍ କରିଥିବା ଜଣାପଡିଛି। ତାଳଚେରର ଜଣେ ଠିକାଦାରଙ୍କୁ ଭୁବନେଶ୍ୱର ଡକାଇ ଲୁଟ୍ କରିଛନ୍ତି।...

bhubaneswar
ଦିନକରେ ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୪୭ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରେଣ୍ଟିନରୁ ୧୭୨, ଲୋକାଲ କଣ୍ଟାକ୍ଟ କେସ୍ ୧୪୭ ରହିଛି। ଭୁବନେଶ୍ୱରରେ ଆଜି  ଆଉ ୧୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍‌ସି (ଭୁବନେଶ୍ୱର ମହାନଗର ନିଗମ)। ମଞ୍ଚେଶ୍ୱର...

cuttack
କଟକ ସହରରୁ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ, କେଉଁ ଅଞ୍ଚଳରୁ କେତେ?

କଟକ: କଟକ ସହରରୁ ଆଜି ଆଉ ୧୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୬୭ ଜଣ ଲୋକାଲ କେସ୍ ରହିଛି। କେଉଁ ଅଞ୍ଚଳରୁ କେତେ:- କଟକ ଏସସିବି ମେଡିକାଲ ଆଇସୋଲେସନ ୱାର୍ଡରୁ ୧୭ ଚିହ୍ନଟ ହୋଇଛନ୍ତି। ସେଲଟର ଛକ ଧୋବାସାହିରୁ ୧୯ କରୋନା...

cure
ଦିନକରେ ରାଜ୍ୟରେ ସୁସ୍ଥ ହେଲେ ୧୬୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୪୮,୫୭୬କୁ ବୃଦ୍ଧି ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଗଞ୍ଜାମରୁ ସର୍ବାଧିକ ୩୬୫ ଓ ଖୋର୍ଦ୍ଧାରୁ...

capital-thana
ପୁଣି ଥରେ 'ଓଡ଼ିଶା ରିପୋର୍ଟର' ସଂପାଦକଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ କ୍ୟାପିଟାଲ ଥାନାରେ ଆଜି ପୁଣି ଥରେ ହାଜର ହୋଇଥିଲେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ହାଜର ହୋଇଥିଲେ। ଗତକାଲି ପରି ଆଜି ବି ତାଙ୍କୁ ପ୍ରାୟ ୫ ଘଣ୍ଟା ଧରି...

dharmendra
'୧୬ ଜିଲ୍ଲାକୁ ମିଳିବ ବ୍ରଡବ୍ୟାଣ୍ଡରେ ହାଇସ୍ପିଡ୍‌ ଡାଟା'

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବ ଡିଜିଟାଲ ଇଣ୍ଡିଆ। ଲକ୍ଷାଧିକ ଓଡ଼ିଆଙ୍କ ଜୀବନକୁ ପରିବର୍ତ୍ତନ କରିବ ଏଇ ଡିଜିଟାଲ ଇଣ୍ଡିଆ। ରାଜ୍ୟର ୧୮ ମାଓ ପ୍ରବଣ ଅଞ୍ଚଳରେ ୪୮୩ ମୋବାଇଲ୍ ଟାୱାର ହେବ। ୧୬ଟି ଜିଲ୍ଲାର ୩୨୯୧ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡରେ ହାଇସ୍ପିଟ ଡାଟା ମିଳିବ।...

boat
ରାସନ ଦେଇ ଫେରୁଥିବା ବେଳେ ବୁଡିଗଲା ଡଙ୍ଗା

ମାଲକାନଗିରି: ଗୋଦାବରୀ ନଦୀରେ ଡଙ୍ଗା ବୁଡି ଜଣେ ନିଖୋଜ ଏବଂ ଦୁଇ ଉଦ୍ଧାର। ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ମୋଟୁ ନିକଟ ଚିନ୍ତୁରରେ।  ନଦୀ ଭିତର ପିଲରରେ ପିଟି ହୋଇ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ୨...

bagala-main
ପୁରୀ ବଗଲା ଧର୍ମଶାଳା ବିକ୍ରିକୁ ବିଜେପିର ବିରୋଧ

ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରିକୁ ବିଜେପିର ବିରୋଧ। ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ କରୁଛି।  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହିତ ବହୁ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବଗଲା ଧର୍ମଶାଳାର ଜମିକୁ ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଲଜ୍ ମାଲିକଙ୍କୁ...

capital-ps
OTVର ଡିଜିଟାଲ ଏଡିଟରଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: ଭାଇରାଲ ଅଡିଓ ମାମଲାରେ କ୍ୟାପିଟାଲ ଥାନାରେ ଓଟିଭିର ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲାର ତଦନ୍ତରେ ସହଯୋଗ କରିବାକୁ ଆଜି ସେ ହାଜର ହୋଇଥିଲେ। ଦିନ ୧୧ଟାରୁ ତାଙ୍କୁ  ଜେରା କରିଥିଲା କ୍ୟାପିଟାଲ...

rainfall
ଦାନା ବାନ୍ଧୁଛି ଲଘୁଚାପ, ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷିବା ସହ ସର୍ବାଧିକ ୫୦ କିମି ବେଗରେ ବହିବ ପବନ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ...

corona
ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ଜନପ୍ରତିନିଧି। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ  ହୋଇଥିବା ନେଇ ସଂଜୀବ ଟ୍ୱିଟ୍ କରି ଜଣାଇଛନ୍ତି। ଆଜି ଟେଷ୍ଟ ହୋଇଥିଲା, ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ  ସେ ପରାମର୍ଶ...

bhubanesar
ଭୁବନେଶ୍ୱରରୁ ଆଉ ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୧ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ଆଉ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୭୩, ଲୋକାଲ କଣ୍ଟାକ୍ଟରୁ ୧୫୧ ସଂକ୍ରମିତ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ରାଜମହଲ ଛକ ଏମ୍ଏଲ୍ଏ କ୍ୱାର୍ଟର୍ସ...

rourkela
ରାଉରକେଲାରେ କୋହଳ ହେଲା ସପ୍ତାହନ୍ତ ସଟଡାଉନ୍

‌ଭୁବନେଶ୍ୱର: ରାଉରକେଲା ମହାନଗର ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ କୋହଳ। ନୂଆଖାଇ ପାଇଁ ୨୩ ତାରିଖ ରବିବାର ଦିନଟିଏ କଟକଣା କୋହଳ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ। ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ପାଇଁ ଆସନ୍ତା ୨୩ତାରିଖ ରବିବାର ରାଉରକେଲା ସହରରେ ସାପ୍ତାହିକ ସଟଡାଉନ ନିୟମକୁ...

mask
ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୫୦ ହଜାର ଟପିଲା

ଭୁବନେଶ୍ୱର: ସୁସ୍ଥ ହେଲେ ୧୯୨୭ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଏଯାବତ୍ ଓଡ଼ିଶାରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ଆରୋଗ୍ୟ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।